Dec 14, 2023, 11:51 IST

୮ ମାସ ର ଝିଅ କୁ ମାରିବାକୁ ଚେଷ୍ଟା କରୁଥଲା ମା, ପକେଇ ଥିଲା ବୋରୱେଲ ଗାତ ରେ .. ବଞ୍ଚେଇଲେ ଜଗନ୍ନାଥ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଭଳି ଜନ୍ମ ହେବାର ଦୁଇ ଦିନ ପରେ ହିଁ ବୋରୱେଲ ମଧ୍ୟରେ ଶିଶୁ କନ୍ୟା ଙ୍କୁ ଉଦ୍ଧାର କରାଯାଇଥିଲା।
Special Report
ପିଲାଟିକୁ ମାତ୍ର ଦୁଇ ଦିନ ହୋଇଥିବା ବେଳେ ତାର ମାଆ ପିଲାଟିକୁ ଫିଙ୍ଗି ଦେଇ ପଳାଇ ଯାଇଥିଲା। ଆଜି ନହେଲେ ବି କାଲି ଯେତେବେଳେ ପିଲାଟି ବଡ଼ ହେବ ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବ। ଆଉ ସେ ଏହା ପଚାରିବ କି ତାକୁ ତା ମାଆ କାହିଁକି ଫିଙ୍ଗି ଦେଲା।
ମାଆ ଏତେ ଅବିବେକି ହୋଇ ଗଲା ଯେ କଅଁଳ ପିଲାଟିର କୋମଳ ଦେହ ଆଉ ମାଆ ଆଖିକୁ ଦେଖା ଗଲା ନାହିଁ। ଥରେ ମଧ୍ୟ ସେ ଏହା ଭାବିଲାନି କି ଯଦି ସେ ପିଲାଟିକୁ ପକାଇ ଦେବ ତେବେ ପିଲାଟିର କଣ ଅବସ୍ଥା ହେବ।
ସେ ବଞ୍ଚିବ ନା ମରିଯିବ। ଖୋଲା ଆକାଶରେ ଲୁହା ପାଇପ ମଧ୍ୟରେ ପିଲାଟି ଥରୁ ଥିଲା। କୁହା ପାଇପ ବାଜି ମଧ୍ୟ ପିଲାଟି ଦେହରେ ଅନେକ ଦାଗ ହୋଇ ଯାଇଛି। ଫୋପଡ଼ିବା ଆଗରୁ ମାଆ ଏହା ଭାବିଲାନି କି,
Special Report
ସେ ନିଜ ମାଆ ପେଟରେ ହିଁ ଥିଲା। ମାଆ ଟି ସମାଜ ପାଇଁ ପୁଅ ଝିଅ ମଧ୍ୟରେ ଭେଦ ଭାବ ଦେଖି ଏମିତି କରିଛି। ଆଜି ମଧ୍ୟ ଏହି ସମାଜରେ ଆମର ପୁଅ ଝିଅ ଭିତରେ ଭେଦଭାବ ଚାଲିଛି। ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ।
ମାଆ ସିନା କିଛି ଛୁଆ କଥା ନଭାବି ଛୁଆ କୁ ଫିଙ୍ଗି ଦେଇ ଚାଲିଗଲା। ହେଲେ ଭଗବାନ ତାର ରକ୍ଷା କରୁଛନ୍ତି। ମରଣ ଯନ୍ତା ଭିତରୁ ଛୁଆ ଟି ଏବେ ମଧ୍ୟ ସୁରକ୍ଷିତ ଅଛି।
ଜନ୍ମ ହେବାର ଦୁଇ ପରେ ବୋରୱେଲ ଭିତରେ ପକାଇ ଦେଇ ଚାଲି ଯାଇଛି ଆଉ ଏବେ ସେହି ପିଲାଟିକୁ ଉଦ୍ଧାର କରାଯାଇଛି। ଯେଉଁଠି ଲୋକମାନେ ଭାବୁଥିଲେ କି କଣ ନବଜାତ ଶିଶୁ କଣ ବଞ୍ଚି ପାରିବ?
ହେଲେ ପିଲାଟି ଏବେ ବଞ୍ଚିକି ଦେଖାଇଛି। ଭଗବାନ ଙ୍କ ଏକ କୌଣସି ବଡ଼ ଉଦ୍ଦେଶ୍ୟ ପାଇଁ ପିଲାଟି ଏବେ ବଞ୍ଚି ରହିଛି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement