Updated: Mar 10, 2024, 20:50 IST

ମଣିଷର ମୃ-ତ୍ୟୁ ପରେ ଆତ୍ମା ସହ କଣ ହୁଏ ଏବେଠାରୁ ଜାଣନ୍ତୁ ସମ୍ପୂର୍ଣ ସତ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି ।
ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ କି ମନୁଷ୍ୟ ମୃ-ତ୍ୟୁ ପରେ କଣ ହୁଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ଶାସ୍ତ୍ର ଅନୁସାରେ ଚର୍ଚ୍ଚା କରାଯାଇଛି । ଗରୁଡ଼ ପୁରାଣ ଠାରୁ ଆରମ୍ଭ କରି ଅନେକ ପୁରାଣ ପର୍ଯ୍ୟନ୍ତ ଏହା ଚର୍ଚ୍ଚା ହେଉଛି ।
Viral
ଯେତେବେଳେ ମୃ-ତ୍ୟୁ ନିକଟତର ହୋଇଯାଏ ସେତେବେଳେ ଯମଙ୍କର ଦୁଇଜଣ ଦୂତ ଆସିଥାନ୍ତି । ସେମାନେ ସାଙ୍ଗରେ ଯମ ଫାଶ ନେଇ ଆସିଥାନ୍ତି । ଏହି ଦୂତ ମାନଙ୍କର ଚେହେରା ବହୁତ ଭୟାନକ ଅଟେ ।
୧୦୦୦ ବିଛା କାମୁଡ଼ିଲେ ଯେତିକି କଷ୍ଟ ହୋଇଥାଏ ସେତିକି କଷ୍ଟ ମଣିଷ ମୃ-ତ୍ୟୁ ବେଳେ ହୋଇଥାଏ । ଯେତେବେଳେ ଜଣଙ୍କର ମୃ-ତ୍ୟୁ ହୋଇଥାଏ ସେତେବେଳେ ଅନେକ କିଛି ଘଟଣା ଘଟିଥାଏ । ଆତ୍ମା ସହିତ ମନ , ବୁଦ୍ଧି ଆଉ ଅହଙ୍କାର ଯାଇଥାଏ।  
ବ୍ୟକ୍ତି ମୃ-ତ୍ୟୁବରଣ କରିବା ପରେ ସଙ୍ଗେ ସଙ୍ଗେ ଯମାଳୟ ଯାଇନଥାଏ । ୧୩ ଦିନ ପର୍ଯ୍ୟନ୍ତ ସେ ମର୍ତ୍ତ୍ୟ ମଣ୍ଡଳରେ ରହିଥାନ୍ତି । ଆଉ ତାଙ୍କ ସହିତ ଯମ ଦୂତମାନେ ମଧ୍ୟ ରହିଥାନ୍ତି । ଏହି ୧୩ ଦିନରେ ମଣିଷ ତାର ଶରୀର ତିଆରି ହୋଇଥାଏ ।
Viral
ଯେଉଁ ବ୍ୟକ୍ତି ଯମଙ୍କ ସହିତ ଯାଇଥାନ୍ତି ସେମାନେ କାନ୍ଦି କାନ୍ଦି ଯାଇଥାନ୍ତି, ତାଙ୍କର ଘର କଥା ମନେ ପଡ଼ିଥାଏ । ଯିଏ ଧର୍ମ କରିଥାଏ ସେ ଯିବା ବାଟରେ ବରଗଛ ପଡ଼ିଥାଏ ଆଉ ପାଣି ପିଇବାକୁ ଦିଆଯାଇଥାଏ । 
ଆଉ ଯିଏ ଅଧର୍ମ କରିଥାଏ ତାକୁ ଅନେକ କଷ୍ଟ ଦିଆଯାଇଥାଏ । ଯମଲୋକରେ ୨୬ ପ୍ରକାରର ବିଭାଗ ରହିଛି । ସେଠାକୁ ଗଲା ପରେ ନିର୍ଣ୍ଣୟ କରାଯାଏ କିଏ କେଉଁ ଜନ୍ମ ନେବ । କିଏ ମଣିଷ ଜନ୍ମ, କିଏ ପଶୁ ଆଉ କିଏ ପକ୍ଷୀ ଜନ୍ମ ପାଇଥାଏ ।
ଭକ୍ତି କରିଥିବା ଲୋକଙ୍କୁ ବିମାନରେ ନିଆଯାଇଥାଏ । ଭକ୍ତି କରିଥିବା ବ୍ୟକ୍ତି ମୃ-ତ୍ୟୁ ପରେ ମଣିଷ ଜନ୍ମ ପାଇପାରେ । ମୃ-ତ୍ୟୁ ସମସ୍ତଙ୍କର ହୋଇଥାଏ ତେଣୁ ଆପଣମାନେ ସବୁବେଳେ ଭକ୍ତି ମାର୍ଗରେ ଚାଲନ୍ତୁ । ଆପଣ ଭକ୍ତି ମାର୍ଗରେ ରହିଥିଲେ ସେତେ ଅଧିକ କଷ୍ଟ ପାଇବେ ନାହିଁ ।

Advertisement