ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ମାଳିକା ବିଷୟରେ ତ ଜାଣିଥିବେ । ମାଳିକାରେ ଅନେକ କିଛି ଲେଖା ହୋଇଛି । ଏହି ଭିଡିଓ ମାଧ୍ୟମରେ ଶାରଦା ବାବା ମାଳିକା ବିଷୟରେ ଅନେକ କଥା କହିଛନ୍ତି ।

ମାଳିକାରେ କଣ ସବୁ ଲେଖା ହୋଇଛି ତାହା ସେ କହିଛନ୍ତି । ବର୍ତ୍ତମାନ ବିଜ୍ଞାନ ଯୁଗରେ ମାଳିକାକୁ ନେଇ ଲୋକମାନେ ଅନେକ କଥା କହିଛନ୍ତି । ଲୋକମାନେ ମାଳିକାକୁ ଏହି ବିଜ୍ଞାନ ଯୁଗରେ ବିଶ୍ବାସ କରୁଛନ୍ତି କି ନାହିଁ ଆଉ ଏଭଳି ଅନେକ କଥା ଆସିଥାଏ ।
ମାଳିକାକୁ ଅନୁସରଣ କରି ବିଜ୍ଞାନ ଚାଲିଛି । ଆଉ ମାଳିକାକୁ ଅନୁସରଣ କରି ବୈଜ୍ଞାନିକମାନେ ମାର୍ଗ ଦେଖିଛନ୍ତି ଆଉ ମହାକାଶକୁ ଯାଉଛନ୍ତି । ବିଜ୍ଞାନ ଜରିଆରେ ବୈଜ୍ଞାନିକମାନେ ସେଠାରେ ପହଞ୍ଚି ପାରିଛନ୍ତି ।

ମାଳିକାରେ ଲେଖା ଅଛି କି ବିଜ୍ଞାନର ଭାଉ ବଢିବ । ଆଉ ବୁଧ ଗ୍ରହରୁ ଲୋକମାନେ ଆସିବେ । ସରକାର ଭୟଭୀତ ହୋଇଯିବେ । ବର୍ଷା ହେବ ନାହିଁ । ଆଉ ୬୪ ପରେ ୬୫ ହେବା କଥା କିନ୍ତୁ ୬୭ ହେବ । ସୁନିଆ ଠାରୁ ବର୍ଷା ବନ୍ଦ ହୋଇଯାଇଛି ।
କମଳ ଫୁଟିବ ନାହିଁ । ବର୍ଷା ଆଦୌ ହେବ ନାହିଁ । ଭୂମି ଫାଟିଯିବ । ୨୦୨୩ ମସିହା ଠାରୁ ୨୦୨୫ ମସିହା ପର୍ଯ୍ୟନ୍ତ ବର୍ଷା ହେବ ନାହିଁ । ଆଉ ପୃଥିବୀ ହାହାକାର ହେବ । ମାଳିକା ବିଜ୍ଞାନକୁ ବାଟ ଦେଖାଇବ । ନାରୀ ଶାସନ କରିବେ ଲେଖା ହୋଇଥିଲା ।

ଆଉ ଚନ୍ଦ୍ର ପରେ କ୍ଷେପଣ ଯାନ ଯିବ ବୋଲି ମାଳିକାରେ ଲେଖା ହୋଇଛି । ମରଣ ହୋଇବ ଉଣା । ଜନ୍ମ ବଢିବ ମୃତ୍ୟୁ କମିଯିବ । ଔଷଧ ଦ୍ଵାରା ଅନେକ କିଛି ମିଳିଥାଏ । ୨୦୨୫ ମସିହା ସୁଦ୍ଧା ବର୍ଷା ହେବ ନାହିଁ ।
ସୂର୍ଯ୍ୟର ପାଖ ଗ୍ରହ ବୁଧ ଗ୍ରହର ଲୋକମାନେ ପୃଥିବୀକୁ ଆସିବେ । ମେଘ ଆସି ବର୍ଷା ହେବ । ଅଚାନକ ଅନେକ ଲୋକମାନେ ମରିଯିବେ । ଭୂମିକମ୍ପ ହେବ, ସରକାର ଭାଙ୍ଗିଯିବ ଆଉ ନାରୀ ଶାସନ କରିବେ । କଲିକତା, ବିହାର ଏବଂ ଗୁଜୁରାଟ ଅଞ୍ଚଳରେ ଭୂମିକମ୍ପ ହେବ ।
ସାତ ଦିନ ପର୍ଯ୍ୟନ୍ତ ଦିନ ହେବ ନାହିଁ । ଦ୍ଵାପର ଯୁଗ ବିଷୟରେ ମଧ୍ୟ ବାବା ଅନେକ କଥା କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିପାରିବେ ଆଉ ମାଳିକାକୁ ନେଇ ଅନେକ ଖବର ଜାଣିପାରିବେ ।