Updated: Jun 17, 2023, 08:04 IST

ଆପଣ କିମ୍ବା ଆପଣଙ୍କର କେହି ଭୁ-ବନେଶ୍ୱର ରେ ରହୁଛନ୍ତି କି ? ଦେଖନ୍ତୁ ମାଳିକା ଦେଲା ଖୋଲା ଚେତାବନୀ ଏମିତି ହେବ ଆରମ୍ଭ

Malika Bachana

ନମସ୍କାର ବନ୍ଧୁଗଣ।ଆପଣ ମାନେ ମାଳିକା ବିଷୟରେ ଅବଗତ ଥିବେ।ବର୍ତ୍ତମାନ ପର୍ଯ୍ୟନ୍ତ ମାଳିକା ରେ ଯାହା ଯାହା ଲେଖା ହୋଇଛି ତାହା ସତ୍ୟ ପ୍ରମାଣିତ ହୋଇଛି।ଯାହା ଆଗରୁ ଲେଖା ହୋଇଥିଲା ତାହା ଏବେ ଗୋଟି ଗୋଟି କରି ସତ ହେଉଛି।
ଆପଣ ମାନେ ଜାଣି ଥିବେ ମାଳିକା ରେ ଲେଖା ହୋଇଛି କଳି ଯୁଗ ଶେଷ ହେବା ସମୟ ରେ ଭୈରବି ଡ଼ାକିବ।ଏହି ଶବ୍ଦ ଚୈତ୍ର ମାସ ମଙ୍ଗଳବାର ଦିନ ଭୁବନେଶ୍ଵର ରେ ଡ଼ାକିବ ବୋଲି କୁହା ଯାଉଛି।ଏହା ଏତେ ବିକଟାଳ ଶବ୍ଦ କରିବ ଯେ ଲୋକେ ଭୟ ରେ ଥରିବାକୁ ଲାଗିବେ।
୨୦୨୪ ଭିତରେ ଏହି ଶବ୍ଦ ଭୁବନେଶ୍ଵର ଠାରେ ଶୁଣା ଯିବ।ଓ ୨୦୨୪ ରୁ ୨୦୩୨ ମଧ୍ୟରେ ଚଣ୍ଡି ଚାମୁଣ୍ଡା ଘରେ ଘରେ ଘୁରି ବୁଲିବେ।ଲୋକ ଙ୍କୁ ମାରି ରକ୍ତ ପିଇବେ।ଏହି ଶବ୍ଦ ରେ ସାରା ପୃଥିବୀ ଥରି ବାକୁ ଲାଗିବ।ଲୋକ ମାନେ ନିଜ ନିଜ ଭିତରେ ଝଗଡା ଗଣ୍ଡଗୋଳ କରିବେ।
ଖରାପ କାର୍ଯ୍ୟ ରେ ଲୋକେ ସବୁ ବେଳେ ଲିପ୍ତ ରହିବେ। ଅନେକ ସ୍ତ୍ରୀ ପୁରୁଷ ଙ୍କ ପ୍ରାଣ ହରାଇବେ।ଲୋକେ ଡହଳ ବିକଳ ହେବେ।ସେଥିରୁ ଭଗବାନ କଳକି ରୂପ ଧାରଣ କରି ମାରିବେ ଓ ଆଉ କିଛି ଲୋକ ଙ୍କୁ ବଞ୍ଚାଇବେ।ରୋଗ ମାଧ୍ୟମ ରେ ଅନେକ ଲୋକ ନିଜ ପରିବାର ଠୁ ଅଲଗା ହେବେ।
ଆଉ ମଧ୍ୟ କୁହା ଯାଉଛି ଯେ ଯେଉ ଲୋକ ମାନେ ଭଲ କର୍ମ କରିଥିବେ।ସେମାନଙ୍କୁ ଭଗବାନ ଯେ କୌଣସି ଉପାୟ ରେ ରକ୍ଷା କରିବେ।କରୋନା ଭଳି ବିଭିନ୍ନ ବ୍ୟାଧିଜାତକ ସୃଷ୍ଟି ହୋଇ ଲୋକ ଙ୍କ ପ୍ରାଣ ନେବ।
ଅନ୍ୟ ପଟେ ଶସ୍ୟ ଭୁମି ପାଇଁ ବର୍ତ୍ତମାନ ଯେଉ କଳହ ଦେଖା ଯାଉଛି ସେ ସମୟ ରେ ତାହା ନିକ୍ରୁଷ୍ଠ ହୋଇବ।ତାହାର କିଛି ମୂଲ୍ୟ ରହିବନି।ଶସ୍ୟ ଗୁଡିକ ରେ ବିଭିନ୍ନ ପ୍ରକାର ପୋକ ଲାଗି ଯିବେ।ମହିଳା ମାନେ ନିଜ ନିଜ କର୍ମ ଛାଡି ଦେଇ ଖରାପ କାମ କରିବେ।ଆଉ ସନ୍ଧ୍ୟା ହୋମ କିଛି କରିବେ ନାହିଁ।
ଲୋକ ମାନେ ହଣା କଟା ରେ ମରିବେ।ମାଳିକା ସବୁବେଳେ ସତ୍ୟ ପ୍ରମାଣିତ ହୋଇଛି।ଆଜି ଯାଏ ଯାହା ଯାହା ସବୁ ଲେଖା ହୋଇଛି ତାହା ଅକ୍ଷର ଅକ୍ଷର ପ୍ରମାଣିତ ହେଉଛି।ମାଳିକା ହେଉଛି ଏକ ପବିତ୍ର ଗ୍ରନ୍ଥ।ଯାହାକୁ କି ହାଡ଼ି ଦାସ,ଅଚ୍ୟୁତା ନନ୍ଦ ଦାସ ଲେଖି ଯାଇଛନ୍ତି।

Advertisement