ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଧୀରେ ଧୀରେ କରି ମାଳିକା ବଚ୍ଚନ ସତ ହେଉଛି। କଳି ଯୁଗ ରେ ଭଗବାନ ନିଶ୍ଚିତ ରୂପେ କଳକୀ ରୂପ ଧାରଣ କରିବେ ଏଥିରେ ସନ୍ଦେହ ନାହିଁ।ବର୍ତ୍ତମାନ ସମୟ ରେ ଲୋକ ମାନେ ଅ-ନ୍ୟା-ୟ ଅ-ତ୍ୟା-ଚା-ର କରୁଛନ୍ତି।
ସେହି ଖରାପ ଲୋକ ଙ୍କୁ ମାରିବା ପାଇଁ ଭଗବାନ କଳକୀ ରୂପ ଧାରଣ କରିବେ।ଏବେ ବିଭିନ୍ନ ମାଳିକା ବିଚାରକ ମାନେ ଏ ବିଷୟ ରେ ସୂଚନା ଦେଇ ସାରିଛନ୍ତି।ଆମେ ଆଜି ସେହି ମାଳିକା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏ ବିଷୟ ରେ ଆଲୋଚନା କରିବା ପାଇଁ ସତ୍ୟ ରଞ୍ଜନ ଭଞ୍ଜ ଜଣେ ମାଳିକା ବିଚାରକ ଙ୍କ ନିକଟ କୁ ଯାଇଥିଲେ।ତାଙ୍କ ସାକ୍ଷାତ କାର ନେଇଥିଲେ।ସେ ଅନେକ କଥା ମାଳିକା ବିଷୟ ରେ କହିଥିଲେ।
ସେ କହିଥିଲେ କି ସମ୍ବଲପୁର ରୁ ପୁରୀ ପର୍ଯ୍ୟନ୍ତ ଥରି ଉଠିବ।ପୃଥିବୀ ରେ ଥିବା ସବୁ ଧର୍ମ ମଧ୍ୟ ରେ ଏକତା ଆସି ଯିବ।ପ୍ରଳୟ ଆସିବ।ଓ ପ୍ରଳୟ ଶେଷ ରେ ଗୋଟିଏ ଧର୍ମ ରହିବ।ଲୋକ ମାନେ ପୋକ ମାଛି ଭଳି ମୃ-ତ୍ୟୁ ବରଣ କରିବେ।
ନିକଟ ରେ ନେପାଳ ରେ ଭୂଖଣ୍ଡ ହୋଇ ଥିଲା।ଏହା ରିକ୍ଟର ସ୍କେଲ ରେ ୬.୫ ରହିଥିଲା।ଏହାର କିଛି ମାତ୍ରା ଦିଲ୍ଲୀ ରେ ମଧ୍ୟ ଅନୁଭୂତ ହୋଇ ଥିଲା।ଯାହାକି ମାଳିକା ରେ ଲେଖା ହୋଇ ରହିଛି।
ଆହୁରି ମଧ୍ୟ ମାଳିକା ରେ ଲେଖା ହୋଇଛି ଯେ ପୃଥିବୀ ରେ ଏପରି କିଛି ଘଟଣା ଘଟିବାକୁ ଯାଉଛି।ଯେଉଁଥିରେ ପ୍ରାୟ ୧୦ ଲକ୍ଷ ରୁ ଅଧିକ ଲୋକ ମୃତ୍ୟୁ ବରଣ କରିବେ।ଓ ଓଡ଼ିଶା ରେ ଆଗକୁ ଏକ ବଡ ଭୂମିକମ୍ପ ହେବାକୁ ଯାଉଛି।
ଏହି ପରି ଭାବେ ଧୀରେ ଧୀରେ ଲୋକ ମାନେ ମରିବେ।ଆଗକୁ ଏପରି କିଛି ହେବାକୁ ଯାଉଛି ଯାହାକି ହିମାଳୟ କୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେବ।ମହାପୁରୁଷ ମାନଙ୍କ ବାଣୀ କେବେ ଅନ୍ୟଥା ହେବ ନାହିଁ।ଆଜି ଯାଏଁ ମାଳିକା ରେ ଯାହା ଲେଖା ହୋଇଛି ତାହା ସତ ହୋଇଛି ଆଗକୁ ମଧ୍ୟ ହେବ।