Nov 28, 2023, 16:11 IST

ମହାଦେବଙ୍କ ଏହି ଚମତ୍କାର ଦେଖି ସାରା ଦେଶବାସୀ ହେଉଛନ୍ତି ଆଶ୍ଚର୍ୟ୍ଯ ଦେଖନ୍ତୁ ଟନେଲ ମଧ୍ୟରେ ପ୍ରକଟ ହୋଇ ରକ୍ଷା କଲେ ସ୍ଵୟଂ ମହାଦେବ - Exclusive

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୋକ ଶୋଷରେ ୧୫ ଦିନ ବିତି ଗଲାଣି ଖାଇବା ପିଇବା ଠିକ୍ ଠିକଣା ନାହିଁ। ରାତି ଅନ୍ଧାରରେ ଦିନ କାଟୁଛନ୍ତି ଶ୍ରମିକ।
Special Report
ଏମିତି ଫସିଥିବା ଶ୍ରମିକ ମାନେ ବଞ୍ଚିବା ଅସମ୍ଭବ। ହେଲେ ଏବେ ୪୧ ରୁ ୪୧ ଶ୍ରମିକ ଏବେ ଟନେଲ ଭିତରେ ପୁରା ସୁସ୍ଥ ରହିଛନ୍ତି କାହାରି କିଛି ଅସୁବିଧା ହେଉ ନାହିଁ। ଆଉ ଏହାରି ଭିତରେ ଆଶ୍ଚର୍ଯ୍ୟ କଲା ଭଳି କଥା ଆସିଛି। 
ଟନେଲ ଭିତରେ କୁଆଡେ ଶିବ ସବୁବେଳେ ରକ୍ଷା କରୁଛନ୍ତି ଶ୍ରମିକ ମାନଙ୍କୁ। ଶ୍ରମିକ ମାନଙ୍କ ମନରେ ଶକ୍ତି ଦେଉଛନ୍ତି ଶିବ। ସେଥିପାଇଁ ପୁରା ସୁସ୍ଥ ରହିଛନ୍ତି ଶ୍ରମିକ ମାନେ। ସେଠାରେ ଉପସ୍ଥିତ ଥିବା ଉଦ୍ଧାରକାରୀ ଦଳ ମଧ୍ୟ ପୂଜା ଅର୍ଚ୍ଚନା କରିସାରିଲେଣି।
Special Report
ଏହାରି ମଧ୍ୟରେ ଏକ ଫୋଟ ସାମ୍ନାକୁ ଆସିଛି। ସେହି ଫୋଟ ହେଉଛି ଶିବଙ୍କର। ଶ୍ରମିକ ମାନେ ଯେଉଁ ଟନେଲରେ ଫସି ରହିଛନ୍ତି ସେହି ଟନେଲର ସାମ୍ନାରେ ଏଭଳି ଚିତ୍ର ଆଙ୍କି ହୋଇ ଯାଇଛି। 
ଭଗବାନ ଏମିତି କରି ଜଣାଇ ଦେଇଛନ୍ତି ଯେ, ସେ ଶ୍ରମିକ ମାନଙ୍କୁ ସୁରକ୍ଷା ଦେଉଛନ୍ତି। ଖବର ଅନୁଯାଇ ଟନେଲ ବାହାରେ ରହିଛି ଶିବଙ୍କ ମନ୍ଦିର। ଯେଉଁ ମନ୍ଦିର ପ୍ରଥମେ ଟନେଲର ବାହାରେ ଥିଲା ଯେତେବେଳେ ଟନେଲ ତିଆରି ହୋଇଥିଲା
Special Report
ସେତେବେଳେ ଶିବଙ୍କ ମୂର୍ତ୍ତିକୁ ଟନେଲ ଭିତରକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା। ଆଉ ଏବେ ଯେତେବେଳେ ଟନେଲ ଭୁସୁଡି ପଡ଼ିଲା ସେହି ମୂର୍ତ୍ତିକୁ ଏବେ ବାହାରେ ରଖାଯାଇଛି। 
Special Report
ହେଲେ ଶିବଙ୍କ ମନ୍ଦିରରୁ ପାଣି ବାହାରି ଟନେଲର କାନ୍ଥରେ ଏମିତି କିଛି ଚିତ୍ର ଆଙ୍କି ହୋଇଥିଲା ଯାହା ଶିବଙ୍କ ପ୍ରତି ମୂର୍ତ୍ତି ପରି ଦେଖିବାକୁ ଥିଲା। ଆଉ ଏମିତି ଚିତ୍ର ଆଙ୍କି ହେବା ପରେ ଲୋକ ମାନେ କହୁଛନ୍ତି ଯେ, ଶ୍ରମିକ ମାନଙ୍କୁ ଭଗବାନ ଶିବ ରକ୍ଷା କରୁଛନ୍ତି।
ଏପର୍ଯ୍ୟନ୍ତ ବି ଉଦ୍ଧାର ହେଇପାରି ନାହାଁନ୍ତି ଶହ ଶହ ଶ୍ରମିକ। ବିଦେଶରୁ ଆସିଥିବା ଉଦ୍ଧାରକାରୀ ଦଳ ମଧ୍ୟ ସେମାନଙ୍କୁ ଉଦ୍ଧାର କରିପାରି ନାହାନ୍ତି। ଆହୁରି ଉଦ୍ଧାର କରିବାକୁ ୪ରି ଦିନରୁ ଅଧିକ ମଧ୍ୟ ଲାଗିପାରେ।

Advertisement