Updated: May 30, 2023, 17:22 IST

ମହାଭାରତ ସତ ବୋଲି ମିଳିଲା ଏହି ୭ ପ୍ରମାଣ ଦେଖନ୍ତୁ ଏହି ଦୃଶ୍ୟ ଯିଏ କହୁଥିଲେ ମହାଭାରତ କାଳ୍ପନିକ ଆଜି ଆଖି ଖୋଲି ଦେଖି ନିଅନ୍ତୁ

Viral video

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ଆମ ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଧର୍ମ ଗ୍ରନ୍ଥ ହେଉଛି ମହାଭାରତ। ତେବେ ମହାଭାରତ ରେ ଶ୍ରୀକୃଷ୍ଣଙ୍କ ବାଣୀ ତଥା କୌରବ ଏବଂ ପାଣ୍ଡଵ ଙ୍କ ଯୁଦ୍ଧ ସହିତ ଧର୍ମର ଜୟ ଏବଂ ଅଧର୍ମ ର ବିନାଶ ବିଷୟରେ ବର୍ଣ୍ଣନା କରାଯାଇଛି କିନ୍ତୁ କିଛି ଲୋକ ଏହି ଧର୍ମ ଗ୍ରନ୍ଥ କୁ କାଳ୍ପନିକ ବୋଲି କୁହନ୍ତି ।
Viral
ଏବଂ ଏହା କେବଳ ସମାଜକୁ ସୁଧାରିବାର ଏକ ପ୍ରୟାସ ବୋଲି କୁହନ୍ତି। କିନ୍ତୁ ବୈଜ୍ଞାନିକ ମାନେ କିଛି ଏପରି ଜିନିଷକୁ ଉଦ୍ଧାର କରିଛନ୍ତି ଯାହାକୁ ଜାଣିବା ପରେ କିମ୍ବା ଦେଖିବା ପରେ ଆପଣ ମଧ୍ୟ ମହାଭାରତ ଉପରେ ନିଶ୍ଚିତ ବିଶ୍ୱାସ କରିବେ ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ବିଷୟରେ।
୧- ପ୍ରଥମରେ ହେଉଛି କୁରୁକ୍ଷେତ୍ର। ତେବେ ମହାଭାରତ ଯୁଦ୍ଧ ହୋଇଥିବା କୁରୁ କ୍ଷେତ୍ର ଆଜି ମଧ୍ୟ ଏହି କୁରୁକ୍ଷେତ୍ର ହରିୟାଣାରେ ଅବସ୍ଥିତ। ତେବେ କୁହାଯାଏ କି ଏହି ଯୁଦ୍ଧରେ ଅନେକ ଲୋକଙ୍କ ମୃ-ତ୍ୟୁ ହୋଇଥିଲା ଏବଂ ସେଠାକାର ମାଟି ର-କ୍ତରେ ନାଲି ହୋଇଯାଇ ଥିଲା।
ତେବେ ଆଜି ମଧ୍ୟ ବୈଜ୍ଞାନିକ ମାନେ ପରୀକ୍ଷା କଲେ ସେଠାକାର ମାଟିରେ ର-କ୍ତର ଅଂଶ ଏବଂ କିଛି ଅସ୍ତ ଶସ୍ତ୍ର ମଧ୍ୟ ମିଳିଛି।
୨- ଦ୍ଵିତୀୟରେ ଦ୍ୱାରକା ନଗରୀ। ତେବେ ଏଠାରେ ଶ୍ରୀକୃଷ୍ଣ ବାସ କରୁଥିଲେ କିନ୍ତୁ ଗାନ୍ଧାରୀ ଙ୍କ ଅଭିଶାପ ଯୋଗୁଁ ଏହି ଦ୍ୱାରକା ନଗରୀ ପାଣିରେ ମିଶି ଯାଇଥିଲା।
ତେବେ କିଛି ବର୍ଷ ପୂର୍ବେ ବୈଜ୍ଞାନିକ ମାନଙ୍କୁ ଆରବ ସାଗର ଭିତରେ ଏକ ନଗରୀ ମିଳିଥିଲା ଏବଂ ତାହା ବହୁତ ବର୍ଷ ପୁରୁଣା ଏବଂ କିଛି ପୁରୁଣା ମୂର୍ତ୍ତି ଏବଂ ବାସନ ମଧ୍ୟ ମିଳିଥିଲା।
Mahabharat
୩- ତୃତୀୟରେ ହେଉଛି ବାଘପତ ଜିଲ୍ଲାର ପ୍ରମାଣ। ତେବେ ଏହା ହେଉଛି ସେହି ଗାଁ ଯାହାକି ପାଣ୍ଡଵଙ୍କ ପାଇଁ କୌରବ ଙ୍କୁ ଠାରୁ ମାଗିଥିବା ପାଞ୍ଚଟି ଗାଁ ରୁ ଗୋଟିଏ। ତେବେ ବର୍ତ୍ତମାନ ଏହାର ଅବସ୍ଥିତି ଏବଂ ଏଠାରେ ପୁରୁଣା ମୂର୍ତ୍ତି ଅସ୍ତ ଶସ୍ତ୍ର ଏବଂ ରଥ ସହ କିଛି କଙ୍କାଳ ମଧ୍ୟ ମିଳିଛି।
୪- ଚତୁର୍ଥରେ ହେଉଛି ଚକ୍ରବ୍ୟହୁ। ତେବେ ପୁରାଣ ଅନୁସାରେ ଯେତେବେଳେ ପାଣ୍ଡଵ ଙ୍କୁ ଅଜ୍ଞାତ ବାସ କରିବାକୁ ପଡିଥିଲା ସେତେବେଳେ ଅର୍ଜୁନ ସେହି ସ୍ଥାନରେ ରହି ଚକ୍ରବ୍ୟୁହ ରେ ଯିବା ଏବଂ ଆସିବା ର ପ୍ରୟାସ କରୁଥିଲେ ତେବେ ଏହି ଚକ୍ରବ୍ୟୁହ ପଥର ହିମାଚଳ ପ୍ରଦେଶରେ ଆଜି ବି ଦେଖିବାକୁ ମିଳିଛି।
Viral
୫- ପଞ୍ଚମରେ ହେଉଛି ପରମାଣୁ ବମ। ତେବେ କୁହାଯାଉଛି କି ମହାଭାରତର ବ୍ରହ୍ମାସ୍ତ୍ର ଆଜି ଯୁଗରେ ତାହା ପରମାଣୁ ଵମ ତେବେ ଯେପରି ବ୍ରହ୍ମାସ୍ତ୍ର ପୁରା ବିଶ୍ଵକୁ ଧ୍ୱଂସ କରି ପାରିବ ସେହି ପରି ପରମାଣୁ ବମ ମଧ୍ୟ ପୁରା ବିଶ୍ଵକୁ ନଷ୍ଟ କରି ପାରିବ।

Advertisement