Apr 14, 2024, 18:48 IST

ମାଳିକାକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ ଦେଖନ୍ତୁ ୨୦୨୪ ରେ ହେବ ଏମିତି କିଛି ଆଶ୍ଚର୍ୟ୍ଯ ଜନକ ଘଟଣା

Hg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ କିଛି ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ମାଳିକାକୁ ନେଇ ଆସିଥିବା କଥା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ମାଳିକାରେ ଯାହା ଲେଖା ହୋଇଛି ତାହା ସତ୍ୟ ହେବ ଆଉ ଆଜି ନହେଲେ କାଲି ଏହି ସବୁ କଥା ସତ ହେବ ବୋଲି ସମସ୍ତେ ଜାଣିଛନ୍ତି । ଏବେ ଏହି ମାଳିକାକୁ ନେଇ କିଛି କଥା ଆସିଛି । 
Gh
ଆପଣମାନେ ସମସ୍ତେ ତ ନିକଟରେ ଶୁଣିଥିବେ କି ୨୦୧୨ ମସିହାରେ ପୃଥିବୀ ଧ୍ଵଂସ ହେବାର ଥିଲା । ଆଉ ଏହି କଥା ସବୁକୁ ନେଇ ଗୋଟିଏ ଫିଲ୍ମ୍ ମଧ୍ୟ ହୋଇଥିଲା । ଆଉ ଏହି ଫିଲ୍ମ୍ ଲୋକମାନଙ୍କୁ ବହୁତ ଭଲ ଲାଗିଥିଲା ।
ଏହି ଫିଲ୍ମ ଦେଖିବା ପରେ ଅନେକ ଲୋକ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଖର୍ଚ୍ଚ କରିଥିଲେ । ଏହି ଫିଲ୍ମକୁ ଲୋକମାନେ ଗ୍ରହଣ କରିଥିଲେ । ସେତେବେଳେ ସବୁ ଧ୍ଵଂସ ହୋଇଯିବ ବୋଲି ଲୋକମାନେ କହିଥିଲେ ଆଉ ଏହାପରେ ଲୋକମାନେ ସବୁକିଛି ନଷ୍ଟ କରି ଦେଇଥିଲେ ।
୨୦୧୨ ମସିହାରେ ଏଭଳି କିଛି ହେବ ବୋଲି ଲୋକମାନେ କହୁଥିଲେ ବା ଅନେକ ଖବର ଆସିଥିଲା ଆଉ ଏହାପରେ କିଛି ହୋଇ ନଥିଲା । ଏବେ ଖବର ଆସିଛି କି ୨୦୨୪ ମସିହାରେ କିଛି ହେବାକୁ ଯାଉଛି । ଆଉ ଏହି ମସିହାରେ ଅନେକ କିଛି ଘଟଣା ଘଟିବ ।
Gh
କର୍ମ କରି ଚାଲ ଆଉ ସେହି ଅନୁସାରେ ଫଳ ମିଳିବ । ଏହି ଭିଡିଓରେ ମଧ୍ୟ ଗୀତା ଭାଗବତ କଥା କୁହାଯାଇଛି । ରାମ ମନ୍ଦିର ପ୍ରତିଷ୍ଠା କଥା ମଧ୍ୟ କୁହାଯାଇଛି । ରାମ ମନ୍ଦିର ପ୍ରତିଷ୍ଠା ବିଷୟରେ ଅର୍ଥାତ୍ ପୁଣ୍ୟାତ୍ମା ଜନ୍ମ ନେଇ ସାରିଲେଣି ।
ପ୍ରାକୃତିକ ବିପର୍ଯ୍ୟୟ ହେବ । ଆଉ ଏଭଳି ଅନେକ କଥା ଲେଖାଯାଇଛି । ଆମ ଆତ୍ମାକୁ ଆମକୁ ସଜାଇବାକୁ ପଡ଼ିବ । ଆମ ହାତରେ କିଛି ନାହିଁ ଆଉ ଯାହା ଚାହିଁବେ ଭଗବାନ କରିପାରିବେ । ନୂଆ ଯୁଗକୁ ଯିବାକୁ ହେଲେ ତାମସିକ ରୂପରେ ଯାଇ ହେବ ନାହିଁ ।
ଆଉ ନୂଆ ଯୁଗକୁ ଯିବା ପାଇଁ ଆତ୍ମାକୁ ସଜାଇବାକୁ ପଡ଼ିବ । ଆମେ କିଛି ଜାଣିପାରିବା ନାହିଁ ଆଉ ଏହାକୁ ମାଆ ଅର୍ଥାତ୍ ଭଗବାନ ଜାଣିପାରିବେ । ଭଗବାନଙ୍କ ଅନୁସାରେ ଅର୍ଥାତ୍ ଯେଉଁ ଭଳି କାମ ଆପଣମାନେ କରିବେ ସେହି ଅନୁସାରେ ଫଳ ପାଇବେ । ଏଭଳି ଅନେକ କଥା ଆପଣମାନେ ଜାଣିପାରିବେ ।

Advertisement