ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଜଣେ ସ୍ଵାମୀ ନିଜ ସ୍ତ୍ରୀ ଙ୍କୁ ହଷ୍ଟେଲ ରୁ ବାଇକ୍ ଯୋଗେ ଘର କୁ ନେଇ କରି ଆସୁଥିଲେ।ଦଶହରା ଦେଖିବା ପାଇଁ ସେ ଘର କୁ ଆସି ଥିଲେ।
ହେଲେ କିଏ ଜାଣି ଥିଲା ତାଙ୍କ ସହ କିଛି ଏଭଳି ଘଟଣା ଘଟିବ ବୋଲି।ରାସ୍ତା ରେ ବାଇକ୍ ରେ ଆସିବା ବେଳେ ତାଙ୍କ ସହିତ କିଛି ଏଭଳି ଘଟଣା ଘଟିଲା ଯାହାକୁ ଆପଣ ଶୁଣିଲେ ବିଶ୍ଵାସ କରି ପାରିବେ ନାହି।ଆମେ ଆଜି ସେଭଳି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ।
ଏହି ଘଟଣା ଟି ଘଟିଛି ଆମ ଓଡ଼ିଶା ର ଭୁବନ ଥାନା ଅନ୍ତର୍ଗତ ବରୁଆ ଗ୍ରାମ ରେ।ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ କୁ ହଷ୍ଟେଲ ରୁ ନେଇ ଆସୁ ଥିଲା ଘର କୁ।ଦଶହରା ଛୁଟି ଥିବାରୁ ଅନେକ ଆଶା ନେଇ ମହିଳା ଜଣକ ଘର କୁ ଫେରି ଥିଲେ।
ହେଲେ ହଟାତ କିଛି ଦୁବୃର୍ତ୍ତ ମାନେ ଆସି ତାଙ୍କ ଗାଡ଼ି ଅଟକାଇ ଦେଇଥିଲେ।ସେମାନେ ପାଞ୍ଚ ଜଣ ଥିଲେ।ମହିଳା ଓ ତାଙ୍କ ସ୍ଵାମୀ ଙ୍କୁ ଧରି ପ୍ରଥମେ ବାଡେ ଇବାକୁ ଆରମ୍ଭ କଲେ।ପରେ ମହିଳା ଙ୍କୁ ଧରି କାଜୁ ଜଙ୍ଗଲ ଭିତର କୁ ଚାଲି ଗଲେ।
ନିଜ ସ୍ଵାମୀ ଆଗରେ ମହିଳା ଙ୍କୁ ଜୋର ଜବରଦସ୍ତ ସେମାନେ ବ-ଳା-ତ୍କା-ର କରି ଚାଲିଲେ।ଦୁଇ ଜଣ କୁ ଏକୁଟିଆ ପାଇଁ ସେହି ଲୋକ ମାନେ ଏପରି କାଣ୍ଡ ଘଟାଇ ଛନ୍ତି।ମହିଳା ଜଣକ ଯେତେ ଚିତ୍କାର କରୁଥିଲେ ମଧ୍ୟ ତାଙ୍କ କଥା କୁ କେହି ଶୁଣି ନ ଥିଲେ।
ତାଙ୍କ ସ୍ଵାମୀ ଙ୍କୁ ଅନ୍ୟ ଦୁଇ ଜଣ ଯୁବକ ଧରି ପକାଇ ଥିଲେ।ଶେଷ ରେ ସେହି ଯୁବକ ମାନଙ୍କ ଶରୀର ର ଭୋକ ମେଣ୍ଟାଇବା ପରେ ମହିଳା ଙ୍କୁ ଉଲଗ୍ନ ଅବସ୍ଥା ରେ ଛାଡି ଚାଲି ଯାଇଥିଲେ।ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ଭୁବନ ଥାନା କୁ ଯାଇଥିଲେ।
ସେମାନେ ଥାନା ରେ ଏ ବିଷୟ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ମହିଳା ଙ୍କ ଡାକ୍ତରୀ ମାଇନା ମଧ୍ୟ ସରିଛି।ହେଲେ ଏ ଯାଏଁ ରିପୋର୍ଟ ଆସି ନାହିଁ।ସେହି ପାଞ୍ଚ ଜଣ ଯୁବକ ମଧ୍ୟ ରୁ ପୋଲିସ ଦୁଇ ଜଣ କୁ ଗିରଫ କରିଛି ଓ ଆଉ ତିନି ଜଣ ଙ୍କୁ ଖୁବ୍ ଶୀଘ୍ର ଧରା ଯିବ ବୋଲି ସୂଚନା ରହିଛି।