Sep 22, 2023, 11:00 IST

ଚାଲିଥିଲା ଗଣେଶ ପୂଜା ଆଉ ଅଚାନକ ଏମିତି କଣ ହେଲା ଯେ ଛାତ୍ର ର ମାଂସ ଟୁକୁଡ଼ା ଟୁକୁଡା ହୋଇ କ୍ୟାମ୍ପସ ରେ ପଡ଼ିଲା

Special Report

ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର।ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଚାଲି ଗଲା ଯୁବକ ଙ୍କ ଜୀବନ।ବାଜା ବାଣ ଫୁଟାଇ ଚାଲି ଥିଲା ଗଣେଶ ଠାକୁର ଙ୍କ ବିସର୍ଜନ।ହେଲେ ସେଠାରେ ଏଭଳି କିଛି ଅଘଟଣ ଘଟିବ ତାହା କେହି ବି ଭାବି ପାରି ନ ଥିଲେ।
Special Report
ଏହି ଘଟଣା ଟି ଘଟିଛି କଟକ ଜିଲ୍ଲାର ବିଦ୍ୟାଧର ପୁର ଅଞ୍ଚଳ ର ଶ୍ରୀ ଶ୍ରୀ ରବି ଶଙ୍କର ବିଶ୍ଵ ବିଦ୍ୟାଳୟ ରେ।ସେଠାରେ ଜଣେ ଛାତ୍ର ଙ୍କ ବିଦ୍ୟୁତ ଆଘାତ ରେ ମୃ-ତ୍ୟୁ ଘଟିଛି।ବିଘ୍ନ ବିନାଶକ ଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଘଟଣା ଘଟିଛି।
ସୂଚନା ଅନୁସାରେ ଉକ୍ତ ବିଶ୍ଵ ବିଦ୍ୟାଳୟ ରେ ଗତ ମଙ୍ଗଳବାର ଦିନ ଶ୍ରୀ ଗଣେଶ ଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇ ଥିଲା।ଏହାର ଦୁଇ ଦିନ ପରେ ଛାତ୍ର ମାନେ ମୂର୍ତ୍ତି କୁ ବିସର୍ଜନ କରିବା ପାଇଁ ନଦୀ କୁ ନେଇ କରି ଯାଇଥିଲେ।
ବାଜା ବାଣ ଫୁଟାଇ ସେମାନେ ଟ୍ରକ୍ ରେ ଗଣେଶ ଙ୍କୁ ନେଇ ଯାଉଥିଲେ।ସେଥିରେ ଜଣେ ମହାରାଷ୍ଟ୍ର ର ଯୁବକ ଏକ ଷ୍ଟିଲ ର ପତାକା ଧରି ଝୁଲାଇ ଝୁଲାଇ ଯାଉଥିଲା।କିଏ ଜାଣି ଥିଲା ତାହା ହିଁ ତାଙ୍କ ମୃ-ତ୍ୟୁ ର କାରଣ ସାଜିବ।
Special Report
କଲେଜ୍ କ୍ୟାମ୍ପସ ମଧ୍ୟ ଦେଇ ୧୧ ଭୋଲ୍ଟ ର ବିଦ୍ୟୁତ୍ ତାର ଯାଇଥିଲା।ପତାକା ଧରି ଥିବା ଯୁବକ ଜଣକ ସେହି ପତାକା କୁ ବିଦ୍ୟୁତ ତାର ରେ ଲଗାଇ ଦେଇଥିଲେ।ଯାହା ଫଳ ରେ ସେହି ଯୁବକ ଜଣକ ସମ୍ପୂର୍ଣ୍ଣ ରୂପେ ଜଳି ଗଲେ।
ସେହି ଠାରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ସେହି ଯୁବକ ଜଣକ ମହାରାଷ୍ଟ୍ର ର ଥିବା କଥା ସୂଚନା ମିଳିଚି।ଏହା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଭଗବାନ ଙ୍କ ସେବା କରୁଥିବା ସେହି ଯୁବକ ଙ୍କୁ ଭଗବାନ ତାଙ୍କ ପାଖକୁ ନେଇ ଗଲେ।
ଆଉ ସେହି ବିଦ୍ୟୁତ ଆଘାତ ରେ ଦୁଇ ଜଣ ଛାତ୍ର ଆହତ ମଧ୍ୟ ହୋଇ ଛନ୍ତି।ତାଙ୍କୁ ଏବେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଚି।ଏହି ଘଟଣା ବିଷୟ ରେ ଏବେ ଯିଏ ଶୁଣିଛି ଆଖି ରୁ ଲୁହ ଆସି ଯାଉଛି।ଏହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

Advertisement