Apr 7, 2024, 18:30 IST

ଛତିଆରେ ରତ୍ନ ଭଣ୍ଡାର ଚାବି ସମ୍ପର୍କରେ ମିଳିବ ପ୍ରମାଣ !! ଦେଖନ୍ତୁ ଆସିଲା ବଡ ଖବର

Vc

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ମାଲିଯାରେ ଲେଖା ହୋଇଥିବା ଅନେକ ଖବର ଆପଣମାନେ ଜାଣି ପାରୁଛନ୍ତି ।
ମାଳିକାରେ ଅନେକ କିଛି କଥା ଲେଖା ହୋଇଛି ଆଉ ଏହା ନିଶ୍ଚୟ ସତ ହେବ ବୋଲି ମଧ୍ୟ ଜଣାପଡିଛି । ଆପଣମାନେ ସମସ୍ତେ ତ ଛତିଆବଟକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ ମାଳିକା ସ୍ଥାନ ଛତିଆବଟ ବୋଲି ଜାଣିଥିବେ ।
Vv
ଏବେ ଏହି ସ୍ଥାନକୁ ନେଇ କିଛି ଖବର ଆସିଛି । ଏହି ଛତିଆବଟ ଭିତରକୁ ମୋବାଇଲ୍, ଇୟୋରଫୋନ ଏବଂ ଅନ୍ୟାନ୍ୟ ଜିନିଷ ନେବା ମନା ଅଟେ । ମାଳିକାରେ ଅନେକ କଥା ପ୍ରମାଣ ଦିଏ ଏହି ଛତିଆବଟକୁ ନେଇ ।
ଏହା ହେଉଛି ହାଡଡି ଦାସଙ୍କ ସାଧନା ପୀଠ । ପ୍ରଭୁ ତାଙ୍କୁ କହିଥିଲେ କି ସାତ ଦିନ ପାଇଁ ପ୍ରଭୁ ଜଗନ୍ନାଥ ଏହି ଛତିଆବଟକୁ ଆସିବେ । ଛତିଆବଟ ହେଉଛି ଗୁପ୍ତ ଶ୍ରୀମନ୍ଦିର । ଶେଷ ସମୟରେ ଏଠାରେ କୈବଲ୍ୟ ହାଟ ବସିବ । ଛତିଆବଟ ସ୍ଥାନରେ ସାତ ଦିନ କୈବଲ୍ୟ ହାଟ ବସିବ ।
Hh
ନାରୀ କ୍ଷେତ୍ର ଠାରୁ ଛତିଆବଟ ପର୍ଯ୍ୟନ୍ତ ପ୍ରଭୁ ଯୁଗ ଯୁଗ ଧରି ସାମନ୍ତ ହୋଇ ରହିବେ । ଏହି ସ୍ଥାନରେ ପ୍ରଭୁ ଲୀଳା କରିବେ । କୈବଲ୍ୟ ଲୀଳା ହେବ ବୋଲି ମାଳିକାରେ ଲେଖାଯାଇଛି । ଛତିଆବଟକୁ ନେଇ ଅନେକ କଥା ମାଳିକାରେ ଲେଖା ହୋଇଛି ।
ଅନେକ ଗ୍ରନ୍ଥ ହାଡ଼ି ଦାସ ରଚନା କରିଛନ୍ତି ଆଉ ସେ ତାଙ୍କ ରଚିତ ଗ୍ରନ୍ଥରେ ଏହି ଛତିଆବଟକୁ ନେଇ ଅନେକ କଥା ଲେଖିଛନ୍ତି । ଛତିଆବଟ ସ୍ଥାନରେ ଅନେକ କିଛି ଘଟଣା ଘଟିବ। ଏହା ଶେଷ ସମୟରେ ହେବ ବୋଲି ଜଣାପଡିଛି । 
ଛତିଆବଟ ଭିତରେ ଏକ ଗୁପ୍ତ କୋଠରୀ ରହିଛି । ଆଉ ଏହି କୋଠରୀର ଚାବି ବଟ ବୃକ୍ଷ ତଳେ ଅଛି ବୋଲି ଲେଖାଯାଇଛି । ମହାପୁରୁଷ ଅନେକ ଗ୍ରନ୍ଥ ଲେଖିଛନ୍ତି । ଆଉ ଏହି ଗ୍ରନ୍ଥରେ ଏହି ସବୁ କଥା ଲେଖାଯାଇଛି । ଛତିଆବଟ ସ୍ଥାନରେ ପ୍ରଭୁଙ୍କ ପୂର୍ଣ୍ଣୟବ ରୂପ ଅଛି ।
ଶେଷ ଅବତାର ହେଉଛି କଳକୀ ଅବତାର । ପ୍ରଭୁଙ୍କ ପୂର୍ଣ୍ଣ ଅବୟବ ରୂପ ଏଠାରେ ରହିଛି । ଛତିଆବଟ ଠାରେ ପ୍ରଭୁଙ୍କ ପୂର୍ଣ୍ଣ ଅବୟବ ମୂର୍ତ୍ତି ରହିଛି । ଏଠାରେ କଳକୀ ଅବତରଣ ହେବେ ବୋଲି ମଧ୍ୟ କୁହାଯାଇଛି । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement