Apr 1, 2024, 12:38 IST

୨୦୨୪ କୁ ନେଇ ମାଳିକା ରେ ମିଳିଲା ପ୍ରମାଣ...ସବୁ ହେଇଯିବ ଛିନ ଭିନ୍ନ.. ରାସ୍ତା ରେ ବୁଲିବେ ମଣିଷ..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗତ ଭବିଷ୍ୟତ ଉପରେ ଯେଉଁ କଥା ମହାପୁରୁଷ ମାନେ କହି ଯାଇଛନ୍ତି ତାହାକୁ ମାଳିକା କୁହାଯାଏ ଯାହା ବନ୍ଧୁଗଣ ଆପଣ ମାନେ ଜାଣିଥିବେ। ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି।
ତେବେ ଦିନକୁ ଦିନ ସତ ହେବାରେ ଲାଗିଛି ମାଳିକା ବଚନ। ମହାପୁରୁଷଙ୍କ ଅଚ୍ୟୁତାନନ୍ଦଙ୍କ ମାଲିକାରେ ମାଳିକାରେ କଳିଯୁଗର ଶେଷ ବିଷୟରେ ଯେଉଁ ସବୁ କଥା ଲେଖା ହୋଇଥିଲା ତାହା ଗୋଟିଏ ପରେ ଗୋଟେ ସତ ହେବାରେ ଲାଗିଛି। 
Fg
ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି। ବିଭିନ୍ନ ଶାସ୍ତ୍ରରେ ଭଗବାନଙ୍କ ଦଶମ ଅବତାର କଲକି ଅବତାର ବିଷୟରେ ବିଭିନ୍ନ କଥା କୁହାଯାଇଛି ।
କୁହାଯାଏ କି କଳିଯୁଗରେ ଭଗବାନ ଜଗନ୍ନାଥ ନିଜର ଦଶମ ଅବତାର କଲକି ରୂପ ଧାରଣ କରି ପାପୀମାନଙ୍କୁ ଉଚିତ ଦଣ୍ଡ ଦେବେ ଓ ଏହି ଜଗତକୁ ପାପୀମାନଙ୍କ ଠାରୁ ମୁକ୍ତି କରିବେ। ମହାପୁରୁଷ ମାନଙ୍କର ଅନେକ ବର୍ଷର ଦିବ୍ୟ କଥାକୁ ବର୍ତ୍ତମାନ ଆମେମାନେ ମାଳିକା ବଚନରେ ଜାଣିବା ପାଇଁ ପାଉଛୁ। 
ଏହାକୁ ଅନେକ ମାନିବାକୁ ରାଜି ନଥିଲେ ମଧ୍ୟ ଏହି ଘଟଣା ସତ ଅଟେ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରେଇବା ସହ ନିଜର କର୍ମକୁ ଠିକ କରେଇବା ଆବଶ୍ୟକ। ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟ ଅନୁଯାୟୀ ଦେଖିବାକୁ ମିଳୁଛି।
Gg
ପତିତ ପାବନରେ ନିଆଁ ଲାଗିବା ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କିମ୍ବା ହୀରାକୁଦ ବନ୍ଧରେ ଚିତ୍ତଳ ମାଛ ବାହାରିବା ହେଉ ଏହି ସବୁ ଭଳି ଅନେକ କଥା ମାଳିକାରେ ବହୁତ ବର୍ଷ ପୂର୍ବେ ବର୍ଣ୍ଣିତ କରାଯାଇଛି। ଯାହା ଏବେ ଗୋଟିଏ ପରେ ଗୋଟେ ସତ ହେବାରେ ଲାଗିଛି। 
ତେବେ ବନ୍ଧୁଗଣ ବର୍ତମାନ ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳା ପୀଠରେ ମଙ୍ଗୁ ବାବା କହିଛନ୍ତି, ୨୯ ବର୍ଷ ମା ମଙ୍ଗଳା ପୀଠରେ ଯଜ୍ଞ ଚାଲିଛି। ଏହି ଯଜ୍ଞର ମୁଖ୍ୟ ଉର୍ଦ୍ଧେସ୍ୟ ହେଉଛି ବିଶ୍ୱର କଲ୍ୟାଣ ନିମନ୍ତେ।
ତେବେ ଏହି ଯଜ୍ଞ ପାଞ୍ଚ ଦିନ ପର୍ଯ୍ୟନ୍ତ କରାଯାଉଛି। ପରା ଶକ୍ତି ଆଉ ଅପରା ଶକ୍ତି ର ଅଧିପତି ହେଉଛନ୍ତି ମାଆ ମଙ୍ଗଳା। ସତ୍ୟ ଯୁଗରେ ଥିଲେ, ତ୍ରେତୟା ଯୁଗରେ ଥିଲେ, ଦ୍ୱାପର ଯୁଗରେ ଥିଲେ ଆଉ କାଳୀ ଯୁଗରେ ମଧ୍ୟ ମା ମଙ୍ଗଳା ଅଛନ୍ତି ବୋଲି ମଙ୍ଗୁ ବାବା କହିଛନ୍ତି।

Advertisement