Jan 22, 2024, 14:42 IST

ହେ ଭଗବାନ୍ କଣ ଏହା ସତ : ୫୦୦ ଟଙ୍କିଆ ନୋଟ୍ ରେ ପ୍ରଭୁ ଶ୍ରୀ ରାମ??

Special Report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର। ଏଥର ନୋଟ ରେ ଗାନ୍ଧିଜୀ ଙ୍କ ଫଟୋ ବଦଳ ରେ ରହିବେ ଶ୍ରୀରାମ ଙ୍କ ଫଟୋ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଇଛି।ଆପଣ ମାନେ ସମସ୍ତେ ଜାଣି ଥିବେ ଆସନ୍ତା ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ଠାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।
Special report
ଏହି ମନ୍ଦିର କୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିଲା।ହେଲେ ଶେଷ ରେ ସମସ୍ତଙ୍କ ଆଶା ପୂର୍ଣ୍ଣ ହୋଇଚି।ଦୀର୍ଘ ଶହ ଶହ ବର୍ଷ ର ଅପେକ୍ଷା ପରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଚି।ଏଥିରେ ସମସ୍ତେ ବହୁତ ଖୁସି ଅଛନ୍ତି।ଏବେ ପୁଣି ଥରେ ଆଉ ଏକ ଖବର ଶୁଣିବାକୁ ମିଳିଛି।
ଏଥର ନୋଟ ରୁ ଗାନ୍ଧିଜୀ ଙ୍କ ଫଟୋ କୁ ହଟା ଯାଇ ପ୍ରଭୁ ଶ୍ରୀ ରାମ ଙ୍କ ଫଟୋ କୁ ରଖା ଯିବ।ଆପଣ ମାନେ ସମସ୍ତେ ଜାଣି ଥିବେ ଗାନ୍ଧିଜୀ ହେଉଛନ୍ତି ଆମ ଜାତିର ପିତା।ଓ ପ୍ରଭୁ ଶ୍ରୀ ରାମ ହେଉଛନ୍ତି ପୁରୁଷୋତ୍ତମ।ଏବେ କୁହା ଯାଉଚି କି ଏହି ସ୍ୱତନ୍ତ୍ର ନୋଟ କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଖୁବ୍ ଶୀଘ୍ର ବଜାର କୁ ଛାଡିବ।
କେବଳ ପାଞ୍ଚ ଶହ ଟଙ୍କିଆ ନୋଟ୍ ରେ ପ୍ରଭୁ ଙ୍କ ଫଟୋ ରହିବ ବୋଲି ଶୁଣିବାକୁ ମିଳୁଚି।ହେଲେ ଏ ଯାଏଁ ଭାରତ ସରକାର ଙ୍କ ପକ୍ଷ ରୁ ଏ ନେଇ କୌଣସି ସୂଚନା ଦିଆ ଯାଇ ନାହିଁ। ଯଦି ଏପରି ହୁଏ ତେବେ ଭାରତୀୟ ମାନେ ବହୁତ ଖୁସି ହେବେ।
Special Report
ଜାନୁଆରୀ ୨୨ ତାରିଖ ରେ ନୂଆ ନୋଟ୍ ଛାଡିବ ରିଜର୍ଭ ବ୍ୟାଙ୍କ।ଏଥିରେ ପ୍ରଭୁ ଶ୍ରୀ ରାମ ଙ୍କ ଫଟୋ ରହିବ ବୋଲି ସୂଚନା ରହିଛି।ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏହି କଥା କୁ ମିଥ୍ୟା ବୋଲି କହିଛି।ଏହା ଏକ ଗୁଜବ।
ଏଥିରେ କୌଣସି ସନ୍ଦେହ ନାହି।ଲୋକ ମାନଙ୍କୁ ଏହା ଉପରେ ବିଶ୍ୱାସ ନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ର କିଛି କର୍ମଚାରୀ ମାନେ କହିଛନ୍ତି।ତେବେ ଆଗକୁ ଏ ନେଇ କେବେ ସୂଚନା ଦିଆ ଯିବ ତାହା ଦେଖିବାକୁ ବାକି ରହିଲା।ତେବେ ୨୦୨୪ ଜାନୁଆରୀ ୧୪ ତାରିଖ ରେ ଜଣେ ଲୋକ ଏଭଳି ଏକ ଫଟୋ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ।
ତାଙ୍କ ନାମ ହେଉଚି ରଘୁନ ମୂର୍ତ୍ତି।ସେ କହିଥିଲେ କି ଆଗକୁ ଏଭଳି ଟଙ୍କା ଆମ ଭାରତ ରେ ପ୍ରଚଳିତ ହେବ।ହେଲେ ପରେ ଏ ନେଇ ସେ ସମସ୍ତ ଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ।
ତାଙ୍କ ଦ୍ଵାରା ଏହା ଏକ ଭୁଲ ହୋଇଛି।ଆପଣ ମାନେ ଏହାକୁ ପ୍ରଚାର କରନ୍ତୁ ନାହିଁ ବୋଲି ସେ ସମସ୍ତ ଙ୍କୁ କହି ଥିଲେ।ଯାହାକୁ ନେଇ ସେ ସମୟ ରେ ବହୁତ ଚର୍ଚ୍ଚା କରା ଯାଇ ଥିଲା।

Advertisement