Updated: Feb 14, 2024, 19:00 IST

ଦୁଃଖରେ ଭାଙ୍ଗି ପଡ଼ିଲେ ମା ସୀତା ଦେଖନ୍ତୁ ତାଙ୍କ ସହ ଘଟିଗଲା ଏତେବଡ଼ ଅଘଟଣ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ରାମାୟଣ ଧାରାବାହିକ ତ ଦେଖିଥିବେ । ଏହି ଧାରାବାହିକରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ତ ଆପଣମାନେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦରୀ । 
ଏବେ ଆପଣମାନେ ଏହି ଅଭିନେତ୍ରୀଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଦୀପିକା ଚିଖଲିୟା । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି ।
Special report
ଏବେ ସୀତାଙ୍କ ଉପରେ ଦୁଃଖର ପାହାଡ ଛିଡି ପଡ଼ିଛି । ଦୁନିଆ ଛାଡିଦେଲା ସୀତାଙ୍କ ଆଖିର ତାରା । ଏବେ ଝୁରି ଝୁରି ଲୁହ ଝରାଉଛନ୍ତି ଦୀପିକା । ରାମାନୁଜ ସାଗରଙ୍କ ଧାରାବାହିକ ରାମାୟଣରୁ ଦୀପିକା ହାସିଲ କରିଛନ୍ତି ଅନେକ କିଛି ।
ଏହି ଅଭିନେତ୍ରୀଙ୍କ ବିଷୟରେ କିଏ ବା ନ ଜାଣିଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମୟରେ ସୀତାଙ୍କୁ ଦେଖିବାକୁ ମିଳିଥିଲା । ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଅରୁଣ ଗୋଭିଲ, ସୁନୀଲ ଲହରୀଙ୍କ ସହିତ ଦୀପିକା ଚିଖଲିଆଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
Special Report
ଆଉ ସେମାନେ ସେଠାରେ ପହଞ୍ଚିଥିଲେ । ସେଠାରେ ଏହି କଳାକାରମାନଙ୍କୁ ଅନେକ ଭଲପାଇବା ଦେଇଥିଲେ । ରାମ, ଲକ୍ଷ୍ମଣ ଆଉ ସୀତା ମଧ୍ୟ ଭଲପାଇବା ପାଇ ଖୁସି ଥିଲେ । ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ସୀତା ।
ଏବେ ସବୁବେଳେ ଲୁହ ଝରାଉଛନ୍ତି ମାତା ସୀତା । ମାତା ସୀତା ଏବେ ତାଙ୍କ ଦୁଃଖକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଏବେ ସମସ୍ତଙ୍କୁ ଜଣାଇଛନ୍ତି। ଅଭିନେତ୍ରୀ ଦୀପିକା ଚିଖଲିଆଙ୍କ ପାଳିତ କୁକୁର ମୃତ୍ୟୁବରଣ କରିଛି ।
ଏହି କୁକୁର ଏବେ ଆରପାରିକୁ ଚାଲି ଯାଇଛି । ତାଙ୍କ ପୋଷା କୁକୁର ହୁସକୁ ସବୁଦିନ ପାଇଁ ଚାଲି ଯାଇଛି । ଏବେ ଏହି ଦୁଃଖରେ ଭାଙ୍ଗି ପଡିଛନ୍ତି ଅଭିନେତ୍ରୀ ଜଣକ । ତାଙ୍କ ପୋଷା କୁକୁର ମରିଯିବା ଦୁଃଖରେ ସେ ଭାଙ୍ଗି ପଡ଼ିବା ସହ ଦୁଃଖରେ ମର୍ମାହତ ଅଛନ୍ତି । ସେ ତାଙ୍କ କୁକୁର ସହ ଫଟୋ ସେୟାର କରିଛନ୍ତି ।

Advertisement