Updated: Dec 17, 2023, 08:59 IST

ଧନୁସଂକ୍ରାନ୍ତି ପରଠାରୁ ଖୋଲିଲା ଭାଗ୍ୟ ଦେଖନ୍ତୁ କୋଟିପତି ରାସ୍ତାରେ ଏହି ୬ ଭାଗ୍ୟଶାଳୀ ରାଶି ଆପଣଙ୍କ ରାଶି ଏହା ମଧ୍ୟରେ ନାହିଁ ତ Jay Maa Laxmi

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡିସେମ୍ବର ୧୬ ଶନିବାର ଦିନ ପଡ଼ୁଛି ପବିତ୍ର ଧନୁ ସଂକ୍ରାନ୍ତି। ଏହି ସମୟ ଠାରୁ କିଛି ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ବଦଳିବାକୁ ଯାଉଛି। କାରଣ ଏମାନଙ୍କ ଜାତକରେ ଧନ ପ୍ରାପ୍ତିର ଯୋଗ ରହିଛି।
Special Report
ଧନୁ ସଂକ୍ରାନ୍ତି ଠାରୁ ଏହି ୫ଟି ରାଶି ମାନଙ୍କ ଭାଗ୍ୟ ଚମକି ଉଠିବ ଏହି ଧନୁ ସଂକ୍ରାନ୍ତି ଠାରୁ ଅନେକ ଖୁସୀ ଏମାନଙ୍କ ଜୀବନରେ ଆସିବାକୁ ଯାଉଛି ଏହି ୫ଟି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସିବାକୁ ଯାଉଛି ଖୁସିର ସମୟ। ତେବେ ଆସନ୍ତୁ ଜାଣିବା କଣ କଣ ସେହି ୫ ଗୋଟି ରାଶି ଯେଉଁମାନଙ୍କ ଭାଗ୍ୟ ଏହି ଧନୁ ସଂକ୍ରାନ୍ତି ଠାରୁ ବଦଳିବାକୁ ଯାଉଅଛି। 
Special Report
୧. ମେଷ ରାଶି:- କର୍ମ କ୍ଷେତ୍ରରେ ଆପଣଙ୍କର ଅଭିଳାଷ ପୂରଣ ହୋଇଯିବ। ସମସ୍ୟା ଦୂର ହେବ, ଦୂର ଯାତ୍ରା କରି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ଶତ୍ରୁ ମାନେ ଆପଣଙ୍କୁ କଷ୍ଟ ଦେଇ ପାରନ୍ତି। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ। ସ୍ଵାମୀ ସ୍ତ୍ରୀ ଭିତରେ ଭଲ ପାଇବା ବୃଦ୍ଧି ପାଇବ ସମାଜରେ ଆପଣଙ୍କ ଖ୍ୟାତି ବଢିବ।
Special Report
୨:- ଧନୁ ରାଶି- ଧନୁ ରାଶିର ବ୍ୟକ୍ତି ଏହି ସମୟରେ ପୂଜାପାଠ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ଆପଣଙ୍କୁ ଆଗକୁ ଆସୁଥିବା ସମୟରେ କୌଣସି କ୍ଷେତ୍ରରେ ବଡ ଲାଭ ମିଳିପାରେ। ଆପଣଙ୍କର ଅଟକି ରହିଥିବା ପରିବାରରେ ଖୁସିର ବାତାବରଣ ରହିବ। ସନ୍ତାନ ପ୍ରାପ୍ତି ହୋଇପାରେ ଏହି ସମୟରେ ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ଶୁଭ ପରିଣାମ ଦେଖିବାକୁ ମିଳିବ।
୩:- କୁମ୍ଭ ରାଶି- କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟଟି ବୋହୁତ ଭାଗ୍ୟଶାଳୀ ରହିବ। ଏହି ମହାସଂଯୋଗ କାରଣରୁ ଆପଣ ପରିବାର ସହିତ ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ଯଦି ଆପଣ ବ୍ୟାପାର କ୍ଷେତ୍ରରେ ଅଛନ୍ତି ତେବେ ବୋହୁତ ଶୀଘ୍ର ଉନ୍ନତି ଦେଖି ପାରିବେ। କୌଣସି ଦୁଃଖୀ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ଭଗଵାନଙ୍କ ଆଶ୍ରୀବାଦ ଆପଣଙ୍କୁ ପ୍ରାପ୍ତ ହେବ।
Special Report
୪:- ମୀନ ରାଶି- ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତି ଶୁଭ ସମୟ ଅଟେ ହଠାତ୍ ଆପଣଙ୍କୁ କୌଣସି ବଡ ଖୁସୀ ଖବର ମିଳିପାରେ। ଏହି ଯୋଗ କାରଣରୁ ଆପଣ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ଯାହାବି ଦୁଃଖ କଷ୍ଟ ରହିଛି ତାହା ଅତି ଶୀଘ୍ର ସମାପ୍ତ ହେବାକୁ ଯାଉଛି।
୫:- ତୁଳା ରାଶି- ଏହି ରାଶିର ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏହି ରାଶି ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ। ଏହି ରାଶିର ବ୍ୟକ୍ତିମାନେ ନିଜର ଜୀବନସାଥିଙ୍କ ସହିତ ନିଜର ସମୟ ଅତିବାହିତ କରିବେ। ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁସୀ ଖବର ପ୍ରାପ୍ତ ହେବ।

Advertisement