Jan 5, 2024, 20:20 IST

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଶଙ୍ଖ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ କଟିବ କିପରି - Devotional

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କ୍ରିନରେ ଆପଣମାନେ ତିନୋଟି ଶଙ୍ଖର ଚିତ୍ର ଦେଖୁଛନ୍ତି। ତାହାସହିତ ତିନୋଟି ନମ୍ବର ମଧ୍ୟ ରହିଅଛି।
ଯେଉଁ ତିନୋଟି ଶଙ୍ଖ ଦେଖୁଛନ୍ତି ସେହି ଶଙ୍ଖରେ ଦେଖା ଯାଉଥିବା ତିନୋଟି ଅକ୍ଷର ଦେଖୁଛନ୍ତି ୧, ୨ ଏବଂ ୩ ଅଛି। ସେଥିରୁ ଆପଣ କୌଣସି ଜଣେ ପ୍ରିୟ ବ୍ୟକ୍ତିଙ୍କ ନାମକୁ ଭାବି ବାଛନ୍ତୁ କୌଣସି ଗୋଟିଏ ନମ୍ବର। 
Special Report
ପ୍ରଥମ ଶଙ୍ଖ- ଆପଣ ଯଦି ପ୍ରଥମ ଶଙ୍ଖଟିକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ସେହି ଶଙ୍ଖଟି ଏବଂ ସେହି ସଂଖ୍ୟାଟି ଆପଣଙ୍କ ବିଷୟରେ କଣ କହୁଅଛି। ପୂର୍ବ କଥାକୁ ଯଦି ଆପଣ ଭୁଲି ଯାଆନ୍ତି ତାହେଲେ ରବି ଗ୍ରହ ଆପଣଙ୍କ ଭାଗ୍ୟ ଚକ୍ରରେ ପୁନଶ୍ଚ ବଳବାନ ହୋଇ ଉଠିବେ।
ବୁଦ୍ଧି ବିଚାରି କାର୍ଯ୍ୟ କରନ୍ତୁ କୌଣସି କାର୍ଯ୍ୟକୁ ତରବର ହୋଇ କରନ୍ତୁ ନାହିଁ। ଆପଣଙ୍କ ଏହି ଗୋଟିଏ ଗୁଣ ଖରାପ ରହିଥାଏ ଯେ ଆପଣ ଯେଉଁ ବି କାର୍ଯ୍ୟଟିକୁ କରୁଛନ୍ତି ବହୁତ ଶୀଘ୍ର କରୁଛନ୍ତି। ବୁଝିବିଚାରି କୌଣସି କାର୍ଯ୍ୟ କରୁ ନାହାନ୍ତି ଏପରି କରି ଆପଣ ପୂର୍ବରୁ ବହୁତ ହଇରାଣ ମଧ୍ୟ ହୋଇଛନ୍ତି।
ତେଣୁ ଆପଣ ଏଭଳି ଭୁଲ ଆଗକୁ କେବେ କରନ୍ତୁ ନାହିଁ। ଯେଉଁ ବି କାର୍ଯ୍ୟ କରୁଛନ୍ତି ବୁଦ୍ଧି ବିବେକ ନେଇ କାର୍ଯ୍ୟ କରନ୍ତୁ। ପିଲାମାନଙ୍କ ପ୍ରତି ନାରୀ ମାନଙ୍କ ପ୍ରତି ଏବଂ ନିଜ ବାପା ମା ଙ୍କ ପ୍ରତି କଠୋରତା ଆଣନ୍ତୁ ନାହିଁ।
Special Report
ଏହା ଆପଣଙ୍କ ଭାଗ୍ୟରେ ଖରାପ ଆଣିବାରେ ବେଶୀ ଦିନ ଲାଗିବ ନାହିଁ। କେହି ଆପଣଙ୍କ କଥାକୁ ଶୁଣୁ ନାହାନ୍ତି ତାହେଲେ ଦୁଇଟି ବର୍ଷ ଅପେକ୍ଷା କରନ୍ତୁ ଆପଣ ସମସ୍ତେ ଆପଣଙ୍କ ପାଦ ତଳୁକୁ ଆସିଯିବେ।
ଦ୍ୱିତୀୟ ଶଙ୍ଖ- ତେବେ ଆପଣଙ୍କ ଅସୁବିଧାର ସମାଧାନ ହେବାର ବେଳ ଆସି ଯାଇଛି। ଗୃହରେ ମଙ୍ଗଳ କାର୍ଯ୍ୟମାନ ସମ୍ପର୍ଣ୍ଣ ହେବ। ଆପଣଙ୍କୁ ହଇରାଣ କରୁଥିବା ଲୋକ ଆପଣଙ୍କ ଠାରୁ ଦୁରେଇ ଯିବେ। ଆପଣଙ୍କ ମନ୍ଦ ଦୋଷର ଫଳ ଆଉ ପାଇବେ ନାହିଁ।
ବହୁତ ଦିନରୁ ଆପଣଙ୍କ ସନ୍ତାନ ଚିନ୍ତା ଥିଲା ଭାଗ୍ୟଦୋୟ ବଳରେ ଆପଣଙ୍କ ଭାଗ୍ୟର ଅବନତି ଘଟୁଅଛି। ବହୁ ଧନ ବ୍ୟୟ ମଧ୍ୟ ହୋଇ ସାରିଛି। ଆଗାମୀ ଏକ ମାସ ପରେ ଆପଣଙ୍କ ଶୁଭ ସମୟ ଆସିବାକୁ ଯାଉଅଛି ଆପଣଙ୍କ ରାଶି ଚକ୍ରର ମନ୍ଦ ଦୋଷ ଦୂର ହୋଇ ଯାଇଛି।
Special Report
ତୃତୀୟ ଶଙ୍ଖ- ଆପଣ ବହୁତ ଦିନ ହେଲା ମନ୍ଦ ଦଶା ଭୋଗ କରୁଥିଲେ। ରୋଜଗାର କମ ବେଳେ ଧନ ବ୍ୟୟ ଅଧିକ ରହୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ବେଶ ଶୁଭ ସମୟ ପ୍ରବେଶ କରିଛି। ସନ୍ତାନ ମାନଙ୍କ ଠାରୁ ସୁଖ ସମୟ ପାଇବେ। ସମସ୍ତ ବିଗନ ବିନାଶର ସମୟ ଆସି ଯାଇଛି ମନ ମଧ୍ୟରେ ନୂଆ ଭାବନା ସୃଷ୍ଟି ହେବ।
ଆପଣ ଯାହାଙ୍କ ପ୍ରତି ପୂର୍ବରୁ ଆସକ୍ତି ଆଣିଥିଲେ ତାହାକୁ ଯେତେ ଶୀଘ୍ର ପାରିବେ ଦୂରେଇ ଦିଅନ୍ତୁ। କକିଛି ସମୟ ହେବ ଶୁଭ ସମ୍ବାଦ ଏବଂ ସୁସମାଚାର ଆପଣଙ୍କୁ ପ୍ରାପ୍ତ ହେବ। ଈଶ୍ୱରଙ୍କ ଠାରେ ଆପଣ ଧ୍ୟାନ ରଖନ୍ତୁ।
ଭଗବାନଙ୍କ ପ୍ରତି ବିଶ୍ୱାସ ରଖନ୍ତୁ ଆପଣ ଅତୀତରେ କେତେ ଦିନ ହେଲା ଯେଉଁ ମନ୍ଦ ଦୋଷ ଭୋଗ କରି ଆସୁଥିଲେ। ବର୍ତ୍ତମାନ ଆପଣଙ୍କ ଭଲ ସମୟ ଆସିଯାଇଛି। ଏବେ ଈଶ୍ୱରଙ୍କ ସୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି।

Advertisement