Oct 15, 2023, 19:22 IST

ବାବା ଭେଙ୍ଗା କରି ଯାଇଛନ୍ତି ଏମିତି ଭବିଶ୍ୱତ ବାଣୀ ଯାହା ଆଜି ଗୋଟି ଗୋଟି ହେଉଛି ସତ ଦେଖନ୍ତୁ ଆସିଲା ସାମ୍ନାକୁ ଆଉ ଏକ ରହସ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଭବିଷ୍ୟତକୁ ନେଇ ଆସିଥିବା କିଛି ଖବର ବିଷୟରେ ଜାଣିପାରିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେବା ସହିତ ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଏବେ ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ ଆପଣମାନେ ଜାଣିପାରିବେ। 
ବାବା ଭେଙ୍ଗା ଯେତେବେଳେ ଯାହା ଭବିଷ୍ୟବାଣୀ କରିଛନ୍ତି ତାହା ଘଟିଛି । ଆଉ ଚଳିତ ବର୍ଷ ୨୦୨୩ ମସିହା ପାଇଁ ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି । ଏହି ଭବିଷ୍ୟବାଣୀ ଅତ୍ୟନ୍ତ ଭୟାନକ ଅଟେ । ପୂର୍ବରୁ ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ସତ ହୋଇଥିଲା।
Special report
ଏବେ ବାବା ଭେଙ୍ଗା ଯେଉଁ ଭବିଷ୍ୟବାଣୀ କରିଛନ୍ତି ଏହାକୁ ନେଇ ଏବେ ଅନେକ କଥା ଆସୁଛି । ଆଉ ଏହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ଆଉ ଇର୍ସାଇଲ ମଧ୍ୟରେ ଯୁଦ୍ଧ ହେଉଛି । ଆଉ ଏହି ଯୁଦ୍ଧ ୬ ଦିନ ହେଲା ହେଲାଣି ।
ଏହି ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହେଲାଣି । ଉଭୟଙ୍କ ମଧ୍ୟରେ ଲଢେ଼ଇ ଲାଗି ରହିଛି । ଏହି ଯୁଦ୍ଧରେ ନାରଖାର ହୋଇଗଲାଣି ସମ୍ପୂର୍ଣ୍ଣ ଗାଜା ।ଗତକାଲି ଗୋଟିଏ ରାତିରେ ଅମାଜର ୨୦୦ଟି ସ୍ଥାନରେ ଆକ୍ରମଣ କରିଛି ଇର୍ଷାଇଲ ।
Special report
ବର୍ତ୍ତମାନ ସୁଦ୍ଧା ଇର୍ଶାଇଲ ୨୨୦୦ ସ୍ଥାନରୁ ଅଧିକ ସ୍ଥାନରେ ଆକ୍ରମଣ କରିଛି । ପମାସର ମିଲିଟାରୀ ମୁଖ୍ୟଙ୍କ ଘରକୁ ଧ୍ଵଂସ କରିଛି ଈର୍ସାଇଲ । ଗାଜାରେ ଥିବା ଇର୍ସାଇଲ ମାନଙ୍କୁ ବାହାର କରି ଦିଆଯାଉଛି । ଭାରତର ଏବଂ ଓଡ଼ିଶାର ଅନେକ ଲୋକ ସେଠାରେ ଫସି ରହିଛନ୍ତି ।
Special w
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହୋଇଥିବା ବେଳେ ଏବେ ଏହି ଭବିଷ୍ୟବାଣୀକୁ ନେଇ ଅନେକ କଥା କହିଛନ୍ତି । ଆଉ ଏହି କଥା ସତ ହେବ ବୋଲି ଏବେ ଲୋକମାନେ ବିଶ୍ବାସ କରୁଛନ୍ତି । ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ ଅନୁସାରେ ପୃଥିବୀ ଧ୍ଵଂସ ହେବ ।
୨୦୨୩ ମସିହା ପାଇଁ ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଥିଲେ । ଆଉ ଏବେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କି ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ ସତ ହେବ କି ? ବାବା ଭେଙ୍ଗା କହିଛନ୍ତି ୨୦୨୩ ମସିହାରେ ତୃତୀୟ ବିଶ୍ଵଯୁଦ୍ଧ ହେବ ଏବଂ ପରମାଣୁ ଆକ୍ରମଣ ମଧ୍ୟ ହେବ। ଏବେ ଏହି ଯୁଦ୍ଧକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କି ତୃତୀୟ ବିଶ୍ଵଯୁଦ୍ଧ କଣ ଆରମ୍ଭ ହୋଇଗଲାଣି?

Advertisement