Jan 1, 2024, 18:54 IST

ବର୍ଷ ଆରମ୍ଭରୁ ମିଳିଲା ସତର୍କ ସୂଚନା ଦେଖନ୍ତୁ ୨୦୨୪ ରେ ଘଟିବ ଏହିସବୁ ଘଟଣା ଯାହା ଏବେଠାରୁ ମିଳିଲା ପ୍ରମାଣ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ମାଳିକାରେ ଯାହା ଲେଖା ହେଉଛି ତାହା ଦିନେ ନା ଦିନେ ସତ ହେଉଛି ।
Special Report
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ୨୦୨୪ ମସିହାରେ କଣ କଣ ସବୁ ଆଗକୁ ଘଟିବାକୁ ଯାଉଛି ତାହାର ଭବିଷ୍ୟବାଣୀ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଜଣେ ସାଧୁ ଏହି ସବୁ କଥା କହିଛନ୍ତି ।
ସେ କହିଛନ୍ତି, ୨୦୨୪ ମସିହାରେ ବିଶ୍ୱକୁ ବଡ ସଙ୍କଟ ଆସୁଛି । ମାଳିକା ଦେଲାଣି ଭୟଙ୍କର ଭବିଷ୍ୟବାଣୀ । ୨୦୨୪ ମସିହା ବେଳକୁ ସବୁକିଛି ଜଳମଗ୍ନ ହୋଇଯିବ ବୋଲି ମାଳିକାରେ ଲେଖା ଯାଇଛି ।
Special Report
ପୃଥିବୀର ଅନେକ ଦେଶରେ ଜଳ ପ୍ରଳୟ ଆସିବ, ସୁନାମି ଆସିବ, ଭୂମିକମ୍ପ ହେବ । ସୁନାମି ମାଡ଼ି ଆସିବ ଆଉ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ସବୁକିଛି । ରାତିର ମଧ୍ୟମ ପ୍ରହରରେ ଭୈରବ ଡାକ ଦେବ ବୋଲି ଲେଖାଯାଇଛି ।
ସାତ ଦିନ ଆଉ ସାତ ରାତି ଅନ୍ଧାର ହୋଇଯିବ । ନୂଆ ବର୍ଷକୁ ନେଇ ଲୋକମାନେ ଅନେକ ଖୁସି ଅଛନ୍ତି ଆଉ ଅନେକ ଆଶା କରିଛନ୍ତି କି ନୂଆ ବର୍ଷ ଭଲ କିଛି ଆଣିବ କିନ୍ତୁ ମାଳିକାରେ ଲେଖାଯାଇଛି କି
Special Report
ଏହି ୨୦୨୪ ମସିହାରେ ଅନେକ କିଛି ଘଟଣା ଘଟିବ । ମାଳିକା କଥା ଧୀରେ ଧୀରେ ସତ ହେବ । ଅନେକ କ୍ଷୟକ୍ଷତି ହେବ ବୋଲି ସୂଚନା ମିଳିଛି । ୨୦୨୪ ମସିହା ଶେଷ ବେଳକୁ ସବୁକିଛି ଜଳମଗ୍ନ ହୋଇଯିବ ବୋଲି ସୂଚନା ମିଳିଛି ।
ମାଳିକା ସଂକେତ ଦେଲାଣି । ବାଇଶି ପାହାଚରେ ମୀନ ଖେଳିବ । ରତ୍ନ ସିଂହାସନରେ ବରୁଣ ଦେବତା ଥିବେ କିନ୍ତୁ ମହାପ୍ରଭୁ ଜଗନ୍ନାଥ ନଥିବେ । ଏହି ସବୁ କଥା ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ମାଳିକାରେ ଲେଖାଯାଇଛି ।
୬୦୦ ବର୍ଷ ତଳେ ଲେଖା ଯାଇଥିବା ମାଳିକା କଥା ଏବେ ଧୀରେଧୀରେ ସତ ହେବାକୁ ଯାଉଛି । ୨୦୨୪ ମସିହାରେ ବଡ ଦେଉଳରୁ ଶେଷ ପଥର ଖସିବ । ସଂକ୍ରାନ୍ତି ଆଉ ପୂର୍ଣ୍ଣିମା ଏକାଠି ପଡ଼ିବ । ୨୦୨୪ ମସିହା ଆପଣଙ୍କ ଜୀବନରେ ନୂଆ ଆଶା ଆଣିଦେଉ ।

Advertisement