ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ମାଳିକା ବଚନ କେବେ ଅସତ୍ୟ ହୁଏ ନାହିଁ।ମହା ପୁରୁଷ ମାନେ ମାଳିକା ରେ ଯାହା କିଛି ଲେଖି ଯାଇଛନ୍ତି ତାହା ଘଟୁଛି। ଅଚ୍ୟୁତାନନ୍ଦ ଙ୍କ ମାଳିକା ରେ ଲେଖା ଯାଇଚି ଯେ ଆଗକୁ ପୃଥିବୀ ଉପରେ ବହୁତ ବଡ ବଡ ବିପଦ ରହିଛି।

୨୦୨୪ ରେ ଏକ ଭୟଙ୍କର ଭୂମିକମ୍ପ ହେବ ବୋଲି ସେ ଆଗୁଆ ସୂଚନା ଦେଇଛନ୍ତି।ଏଥିରେ ଅନେକ ଲୋକ ମୃତ୍ୟୁ ବରଣ କରିବେ।ଲୋକ ମାନେ ବହୁତ ହଇରାଣ ହେବେ।
ଅଚ୍ୟୁତାନନ୍ଦ ଙ୍କ ମାଳିକା ଅନୁସାରେ ଭବିଷ୍ୟ ବାଣୀ ସବୁ କିଛି ସତ ହୋଇଛି।କେବେ ଶ୍ରୀ ମନ୍ଦିର ଉପରେ ଚିଲ ଉଡୁଛି ତ କେବେ ବନ୍ୟ ଜନ୍ତୁ ମାନେ ଜନ ବସତି ଆଡ଼କୁ ମାଡ଼ି ଆସୁଛନ୍ତି।ହିଂସ୍ର ଜନ୍ତୁ ମାନେ ଲୋକ ମାନଙ୍କୁ ମାରି ଖାଉଛନ୍ତି।

ଏଭଳି ଅନେକ ଘଟଣା ଏବେ ସାରା ପୃଥିବୀ ରେ ଦେଖିବାକୁ ମିଳୁଛି।ଖୁବ୍ ଶୀଘ୍ର ମାଳିକା ସତ ହେବା ସହିତ ପୃଥିବୀ ଧ୍ଵଂସ ହେବ ବୋଲି ଲୋକ ମାନେ କୁହା କୂହି ହେଲେଣି।
ଆମେରିକା ର ବୈଜ୍ଞାନିକ ମାନେ ଏବେ କହିଲେଣି କି ଭବିଷ୍ୟତ ରେ ଆମେରିକା ରେ ବହୁତ ବଡ ବଡ ପ୍ରାକୃତିକ ଦୁର୍ବିପାକ ହେବ।ଲୋକ ମାନେ ଏଥିରେ ବହୁତ ମରି ଯିବେ।

ଖାଇବାକୁ ପାଇବେ ନାହି।ଏହା ଦ୍ବାରା ଆମେରିକା ର କିଛି ସହର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯିବ।ଆମେରିକାର ଏକ ଶକ୍ତି କୁ ନେଇ ବଡ କ୍ଷତି ହେବାକୁ ଯାଉଚି।ଏବେ ଠାରୁ ଅନେକ ବୈଜ୍ଞାନିକ ଭବିଷ୍ୟ ବାଣୀ କଲେଣି।
ଏବେ ଦେଖିବାକୁ ବାକି ରହିଲା କି ମହା ପୁରୁଷ ମାନଙ୍କ ପୃଥିବୀ ଧ୍ଵଂସ କୁ ନେଇ କରିଥିବା ଭବିଷ୍ୟ ବାଣୀ କେବେ ସତ୍ୟ ହେଉଛି।କୁହା ଯାଉଚି ଯେ ୨୦୨୪ ମସିହା ରେ ପୃଥିବୀ ଧ୍ଵଂସ ହେବାର ସମ୍ଭାବନା ରହିଛି।