Feb 2, 2024, 16:16 IST

ଆସିଲା ବଡ ଖବର ଦେଖନ୍ତୁ ଏହି ବର୍ଷ ଅକ୍ଟୋବର ମାସରେ କେମିତି ହେବ ମହା ପ୍ରଳୟ ମିଳିଲା ପ୍ରମାଣ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମାଳିକା ବିଷୟ ରେ ଭଲ ଭାବେ ଜାଣି ଥିବେ।ଭବିଷ୍ୟତ ରେ କଣ ଘଟିବ ତାହା ମାଳିକା ରେ ଆଗୁଆ ଲେଖା ହୋଇ ଥାଏ।ଏହି ମାଳିକା ଗ୍ରନ୍ଥ ଟି ବହୁତ ପୁରୁଣା।ଏହାକୁ ଲେଖି ଥିଲେ ଅଚ୍ୟୁତାନନ୍ଦ ଦାସ।୨୦୨୪ କୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି।
Special report
ମାଳିକା ରେ ଲେଖା ହୋଇଚି ଏ ବର୍ଷ ଆହୁରି ଗୋଟିଏ ବଡ ମହାବାତ୍ୟା ଆସିବାକୁ ଯାଉଛି।ଆଜି ଯାଏଁ ମାଳିକା ରେ ଯାହା ଲେଖା ହୋଇଚି ତାହା ଅକ୍ଷରେ ଅକ୍ଷରେ ସତ ହୋଇଚି। ଆଗକୁ ମଧ୍ୟ ସତ ହେବ।ତେବେ ଆପଣ ମାନେ ଏବେ ଠାରୁ ସଚେତନ ହୋଇ ଯାଆନ୍ତୁ।
ମହାପୁରୁଷ ମାନେ ମାଳିକା ରେ ଯାହା ଲେଖିଛନ୍ତି ତାହା ୨୦୨୪ ମସିହା ରେ ସତ ହେବାକୁ ଯାଉଛି।୨୦୨୩ ମସିହା ରେ ମାଳିକା ରେ ଯାହା ଲେଖା ହୋଇ ଥିଲା ତାହା ସତ ହୋଇଚି।ବର୍ଷ ଶେଷ ରେ ଝଡି ବର୍ଷା ହୋଇ ଥିଲା।ଏହା ପୂର୍ବ ରୁ ମଧ୍ୟ ବାହାନଗା ରେଳ ଦୁ-ର୍ଘ-ଟ-ଣା ରେ ଅନେକ ଲୋକ ମୃ-ତ୍ୟୁ ବରଣ କରିଥିଲେ।
Special report
ଏବେ ପୁଣି ଥରେ ୨୦୨୪ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି।ଏ ବର୍ଷ ମଧ୍ୟ ଅନେକ ବିପଦ ରହିଛି।ଗୋଟିଏ ବଡ ମହାବାତ୍ୟା ହେବାର ସମ୍ଭାବନା ରହିଛି।ଆମେ ଆପଣ ମାନଙ୍କୁ ସେହି ବାତ୍ୟା ବିଷୟ ରେ କହିବାକୁ ଯାଉଛୁ।
୨୦୨୪ ମସିହା ର ଶେଷ ଆଡ଼କୁ ଆସିବାକୁ ଯାଉଚି ଏକ ଭୟଙ୍କର ବାତ୍ୟା।ଏଥିରେ ଅନେକ ଲୋକ ମୃ-ତ୍ୟୁ ବରଣ କରିବେ ବୋଲି ମାଳିକା ରେ ଲେଖା ହୋଇଛି।ଅକ୍ଟୋବର ମାସ ର ଶେଷ ବେଳ କୁ ଏହା ଓଡ଼ିଶା ରେ ହେବ।
Special report
ଚାରିଆଡ଼େ ଅନ୍ଧାର ହୋଇ ଯିବ।ବିଦ୍ୟୁତ କାଟ ସାଙ୍ଗ କୁ ଲୋକ ମାନେ ଖାଇବାକୁ ପାଇବେ ନାହିଁ।ବର୍ଷା ସହିତ ନଦୀ ର ଜଳ ବଢି ବନ୍ୟା ଆସି ଯିବ।କେତେ ଲୋକ ଙ୍କ ର ଘର ଦ୍ବାର ଭାସି ଯିବ।ଅନେକ ଲୋକ ମୃ-ତ୍ୟୁ ବରଣ କରିବେ।
ଆପଣ ମାନଙ୍କର ୧୯୯୯ ବାତ୍ୟା କଥା ମନେ ଥିବ।ତାହା ଯେପରି ଭାବେ ଓଡ଼ିଶା ଉପରେ ପ୍ରଭାବ ପକାଇ ଥିଲା।ଏହି ବାତ୍ୟା ମଧ୍ୟ ସେଭଳି ଭାବେ ଓଡ଼ିଶା ଉପରେ ପ୍ରଭାବ ପକାଇବ।
ମାଳିକା ରେ ଲେଖା ଅଛି ଏହି ବାତ୍ୟା ଓଡ଼ିଶା କୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେବ।ଏହି କଥା କୁ ଲୋକ ମାନେ ଏବେ ଶୁଣି ଭୟବିତ ହୋଇ ଗଲେଣି।ଏବେ ସମସ୍ତଙ୍କ ର ଚିନ୍ତା ହେଲାଣି ଏହି ବାତ୍ୟା ରୁ କିଭଳି ରୂପେ ନିଜ କୁ ସୁରକ୍ଷିତ ରଖିବେ।

Advertisement