Updated: Feb 6, 2024, 11:58 IST

ଅଯୋଧ୍ୟା ରେ ଅଚାନକ ପଶି ଆସିଲେ ୧୨ ହଜାର ରୁ ଉର୍ଦ୍ଧ ମାଙ୍କଡ, ରାମ ମନ୍ଦିର ଭିତରେ ଲୋକ ଙ୍କ ସଂଖ୍ୟା କମ ଆଉ ମାଙ୍କଡ ଅଧିକ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଯୋଧ୍ୟା ନଗରୀରେ ପ୍ରଭୁ ଶ୍ରୀ ରାମ, ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେବା ଠାରୁ ଭକ୍ତ ମାନଙ୍କ ସଂଖ୍ୟା ଦିନକୁ ଦିନ ଖୁବ୍ ବଢ଼ିବାରେ ଲାଗିଛି।
Special report
ଏଥି ସହ ଶ୍ରୀ ରାମ ଙ୍କ ପ୍ରିୟ ଭକ୍ତ ହନୁମାନ ଙ୍କ ସଂଖ୍ୟା ମଧ୍ୟ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ପ୍ରାଣ ପ୍ରତିଷ୍ଠା ଦିନ ସେଠାରେ ଏକ ମାଙ୍କଡକୁ ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ୍ ସମୟରେ ସେଠାରେ ଅନେକ ମାଙ୍କଡ ବୁଲାବୁଲି କରୁଛନ୍ତି।
ଏହାର ଏବେ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ସବୁଠାରୁ ବଡ଼ କଥା ଏହା କି ଏହି ମନ୍ଦିରରେ ଥିବା ମାଙ୍କଡ ମାନେ ଭକ୍ତ ମାନଙ୍କର କୌଣସି ପ୍ରକାରର କ୍ଷତି କରୁ ନାହାଁନ୍ତି।
ପ୍ରତି ଦିନ ଶ୍ରୀ ରାମ ଙ୍କୁ ଦର୍ଶନ କରିବା ପରେ ସେଠାରେ ଭୋଗ ଦିଆ ଯାଇଥିବା କଦଳୀ ଓ ନଡ଼ିଆ କୁ ଖାଇ ସେଠାରୁ ସେମାନେ ପୁଣି ଥରେ ଫେରି ମଧ୍ୟ ଯାଉଛନ୍ତି। ଏହି ଦୃଶ୍ୟ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି।
Special report
ପୁଜା ପାଠ କରାଯାଉଥିବା ସମୟରେ ସେଠାରେ ସେମାନେ ବସି ରହି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ପୁଜା ପାଠ କରୁଥିବା କଥା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଅଯୋଧ୍ୟାରେ କେବଳ ରାମ ମନ୍ଦିର ନୁହେଁ ବରଂ ନର୍ମଦା ନଦୀ କୂଳରେ ହନୁମାନ ମନ୍ଦିରରେ ମଧ୍ୟ ହନୁମାନ ଚାଳିଶା କିମ୍ବା ରାମାୟଣ ପଢା ଯାଉଥିବା ସମୟରେ ଆସି ମନ୍ଦିରରେ ବସି ହନୁମାନ ଚାଳିଶା ଓ ରାମାୟଣ ସେମାନେ ସମ୍ପୁର୍ଣ୍ଣ ଭାବରେ ଶୁଣୁ ଛନ୍ତି।
ଏକଥା ନିଜ ମୁହଁରେ ମନ୍ଦିରର ପୁରୋହିତ ମାନେ ମଧ୍ୟ କହିଛନ୍ତି। ଏଥିରେ ସେହି ମାଙ୍କଡ ମାନଙ୍କ ଶ୍ରୀ ରାମ ଓ ହନୁମାନ ଙ୍କ ପ୍ରତି ଥିବା ଭକ୍ତି ବେଶ ଭଲ ଭାବରେ ଜଣା ପଡ଼ି ଯାଉଛି। ଏହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement