Jan 18, 2024, 18:37 IST

ଅଯୋଧ୍ୟାରେ ହେଲା ଚମତ୍କାର ଦେଖନ୍ତୁ ମାଟିତଳୁ ବାହାରିଲା ମନ୍ଦିର ଦେଖନ୍ତୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହେଲା ଏତେବଡ଼ ଅଲୌକିକ ଘଟଣା

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ପାଇବା ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ରାମ ମନ୍ଦିରକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special Report
ଏବେ ଅଯୋଧ୍ୟାକୁ ନେଇ ଆଉ କିଛି ଖବର ଆସିଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହି ଖବର ତ ସମସ୍ତେ ଜାଣିଥିବେ । ଆଉ ଏପଟେ ଅଯୋଧ୍ୟାରେ ମାଟି ତଳୁ ବାହାରିଲା ପୁରୁଣା ମନ୍ଦିର ।
ଏବେ ସମସ୍ତେ କହୁଛନ୍ତି ଜୟ ଶ୍ରୀରାମ । ଗର୍ଭ ଗୃହରେ ଆସନ୍ତା ୨୨ ତାରିଖ ଦିନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଅଯୋଧ୍ୟା କ୍ଷୀରି ପୁରୀରେ ଭାସିବାକୁ ଯାଉଛି ଆଉ ସବୁଆଡେ ପ୍ରଭୁ ଶ୍ରୀରାମଙ୍କ ନାମ ଶୁଭୁଛି ।
Special Report
ଠିକ୍ ଏହି ସମୟରେ ଅଯୋଧ୍ୟାର ମାଟି ତଳୁ ଆଉ ଏକ ମନ୍ଦିର ବାହାରିଛି ।ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଐତିହାସିକ ସଂସ୍କୃତି ସମ୍ପନ୍ନ ଗାଁ ଅଯୋଧ୍ୟା ଠାରେ ବହୁ ପୁରାତନ ମନ୍ଦିର ଆଉ କୀର୍ତ୍ତିରାଜି ବାହାରିବାର ଆପଣମାନେ ଶୁଣିଥିବେ । ଆଉ ଏବେ ପୁଣି ଏକ ମନ୍ଦିର ଦେଖିବାକୁ ମିଳିଛି ।
ପୂର୍ବରୁ ଯେତେ ସବୁ ମୂର୍ତ୍ତି ମିଳିଛି ତାହା ପ୍ରତ୍ନତାତ୍ବିକ ବିଭାଗ ପକ୍ଷରୁ ଉଦ୍ଧାର ହୋଇ ଅଯୋଧ୍ୟା ଠାରେ ଏକ ସଂଗ୍ରହାଳୟ ପ୍ରସ୍ତୁତ କରାଯାଇଛି । ମାତ୍ର ଅବହେଳା ପାଇଁ ମୂର୍ତ୍ତି ଗୁଡ଼ିକ ଚୋରି ହୋଇ ଗଲାଣି । ଆଉ ଏହା ଅନେକ ସ୍ଥାନରେ ବିକ୍ରି ହେଉଛି ।
Special report
ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ସେତେବେଳେ ଏହି ଅଯୋଧ୍ୟାରୁ ମନ୍ଦିର ବାହାରୁଛି । ଏହି ଗାଁରେ ଅନେକ ମୂର୍ତ୍ତି ଥିଲା । ଆଉ ଏହି ଗାଁରୁ ଅନେକ କିଛି ଜିନିଷ ମିଳୁଥିଲେ ମଧ୍ୟ ଏହି ଗାଁ ନାଁ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାଁନ୍ତି । 
ଏହି ଐତିହ୍ୟ ସମ୍ପନ୍ନ ଗାଁରେ ଅଙ୍ଗନ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହି ମାଟି ତଳେ ପୋତା ହୋଇଥିବା ମନ୍ଦିରକୁ ବାହାର କରିଥିଲେ । ବୁଧବାର ଦିନ ଏହି ମନ୍ଦିରର ଅଗ୍ରଭାଗ ଦେଖା ଯାଇଥିଲା । ଭକ୍ତମାନେ ଏହି ମନ୍ଦିରକୁ ଦେଖିଥିଲେ ।
ଏହି ଅଯୋଧ୍ୟା ଅଞ୍ଚଳରେ ଅନେକ ପ୍ରକାରର ମୂର୍ତ୍ତି ଆଉ ମନ୍ଦିର ବାହାରିଛି ସେଥିପାଇଁ ଏହା ହେଉଛି ଏକ ମନ୍ଦିର ମାଳିନୀ ଗାଁ । ଏହି ଗାଁରେ ଅନେକ ପ୍ରକାରର ମନ୍ଦିର ଆଉ ମୂର୍ତ୍ତି ବାହାରୁଛି କିନ୍ତୁ ଏହା ଲୋକ ଲୋଚନକୁ ଆସି ପାରୁ ନାହିଁ । ଆଉ ଏହା ଲୋକ ଲୋଚନକୁ ଆସିଲେ ଭଲ ହୁଅନ୍ତା ।

Advertisement