Jan 15, 2024, 19:47 IST

ଭବ୍ୟ ଅଯୋଧ୍ୟା ମାଟିରେ ଏକାଠି ହେଲେ ପ୍ରଭୁ ଶ୍ରୀରାମ ଏବଂ ମା ସୀତା ଦେଖିବାକୁ ଲୋକଙ୍କ ହେଲା ଭିଡ଼

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଅଯୋଧ୍ୟାକୁ ନେଇ କିଛି ଖବର ଆସିଛି । ଟିଭିରେ ଦେଉଥିବା ରାମାୟଣ ଧାରାବାହିକ ଆପଣମାନେ ସମସ୍ତେ ତ ଦେଖିଥିବେ ।
Special Report
ଏବେ ଅଯୋଧ୍ୟାରେ ପହଞ୍ଚିଛନ୍ତି ରାମ ଆଉ ସୀତା । ଅହୋଧ୍ୟାରେ ଏକାଠି ହେଲେ ରାମ ଆଉ ସୀତା । ବହୁଦିନ ପରେ ରାମ ଆଉ ସୀତା ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି । ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ।
ଲୋକମାନେ ଅଯୋଧ୍ୟାରେ ରାମ ଆଉ ସୀତାଙ୍କୁ ଦେଖି ଭାବ ବିହ୍ବଳ ହୋଇପଡିଲେ । ରାମାୟଣ ଧାରାବାହିକରେ ରାମ ଆଉ ସୀତାଙ୍କୁ ଦେଖି ଲୋକମାନଙ୍କ ଆଖି ଭକ୍ତିରେ ଭରି ଯାଉଥିଲା । ଆଉ ଏବେ ସେମାନେ ତାଙ୍କୁ ଅଯୋଧ୍ୟାରେ ଦେଖିବାକୁ ପାଇଛନ୍ତି ।
Special Report
ରାମାୟଣ ଧାରାବାହିକ ପରେ ଲମ୍ବା ସମୟ ପର୍ଯ୍ୟନ୍ତ ତାଙ୍କୁ ଦର୍ଶକମାନେ ଦେଖିବାକୁ ପାଇ ନଥିଲେ । ଆଜି ସେହି ରାମ ଆଉ ସୀତା ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି । ରାମାୟଣ ଧାରାବାହିକରେ ଛାଇ ଯାଇଥିଲେ ରାମ ଆଉ ସୀତା ।
ଅରୁଣ ରାମ ଭୂମିକାରେ ଏବଂ ଦୀପିକା ସୀତା ଭୂମିକାରେ ଅଭିନୟ କରି ଲୋକଙ୍କ ଠାରୁ ଭଲପାଇବା ପାଇଥିଲେ । ଅଯୋଧ୍ୟାରେ ରାମ ଆଉ ସୀତାଙ୍କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଜମିଛି । ଦିନ ବିତିଯାଇଛି କିନ୍ତୁ ଅଭୁଲା ସ୍ମୃତିକୁ ଭୁଲି ନାହାଁନ୍ତି ସୀତା । ଏହି ଧାରାବାହିକ ସୁଟିଂ ସମୟର ସବୁ ଦୃଶ୍ୟ ଏବେ ତାଙ୍କ ଆଖି ଆଗରେ ନାଚି ଯାଉଛି ।
Special Report
ଗୋଟି ଗୋଟି କଥା ତାଙ୍କର ମନେ ପଡ଼ିଯାଇଛି । ତାଙ୍କୁ ମଧ୍ୟ ଆଜିବି ଦର୍ଶକମାନେ ମନେ ରଖିଛନ୍ତି । ରାମ ଆଉ ସୀତା ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ଏବଂ ଦୀପିକା ଚିକଲିୟାଙ୍କୁ ଲୋକମାନେ ଅଯୋଧ୍ୟାରେ ଦେଖି ବହୁତ ଖୁସି ହୋଇ ଯାଇଥିଲେ । 
Special Report
ଆଉ ତାଙ୍କ ପାଖକୁ ଧାଇଁ ଆସିଥିଲେ । ୨୨ ତାରିଖରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ସେଠାକୁ ରାମାୟଣ। ଧାରାବାହିକର ରାମ ଆଉ ସୀତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ଏବେ ନିମନ୍ତ୍ରିତ ହୋଇଥିବା ଅନେକ ଲୋକ ସେଠାରେ ପହଞ୍ଚି ଯାଇଛନ୍ତି । ଅନେକ ନେତା, ମନ୍ତ୍ରୀ ଏବଂ ଅନେକ ଲୋକଙ୍କୁ ସେଠାକୁ ନିମନ୍ତ୍ରଣ କରାଯାଇଛି । ସେଠାରେ ରାମ ଆଉ ସୀତା ପହଞ୍ଚିବା ପରେ ତାଙ୍କ ଠାରୁ ଲୋକମାନେ ଆର୍ଶୀବାଦ ନେଇଛନ୍ତି ।

Advertisement