Jan 10, 2024, 19:04 IST

ଜଣା ପଡିଲା ସତ କାହିଁକି ଅଯୋଧ୍ୟା ଆସିଛନ୍ତି ଏତେ ଚିଲ !! ଦେଖନ୍ତୁ ମିଳିଲା ସ୍ପଷ୍ଟ ପ୍ରମାଣ ମନ୍ଦିର ପ୍ରତିଷ୍ଠା ଆଗରୁ ହେଲା ଏମିତି

Special Report

ନମସ୍କାର ପାଠକ ବନ୍ଧୁ।ଅନେକ ଦିନ ର ପ୍ରତୀକ୍ଷା ପରେ ଶେଷ ହେବାକୁ ଯାଉଛି ଭାରତ ବାସୀ ଙ୍କ ଆଶା।ଅଯୋଧ୍ୟା ରେ ହେଉଥିବା ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୨ ତାରିଖ ରେ ପ୍ରତିଷ୍ଠା ହେବାକୁ ଯାଉଛି।ହେଲେ ଏହା ପୂର୍ବ ରୁ ଏହି ରାମ ମନ୍ଦିର କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
Special Report
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଚି।ଏଥିରେ କିଛି ଚିଲ ଅଯୋଧ୍ୟା ମନ୍ଦିର ଉପରେ ଘୁରି ବୁଲୁଥିବାର କୁହା ଯାଉଚି।ଏହାକୁ ଜଟାୟୁ ପକ୍ଷୀ ସହିତ ତୁଳନା କରା ଯାଇଛି।ଲୋକ ମାନେ ଏହାକୁ ପୂଜା କରିଛନ୍ତି ବୋଲି କୁହା ଯାଉଚି।
ସୂଚନା ଅନୁସାରେ ଅଯୋଧ୍ୟା ର ରାମ ମନ୍ଦିର ଆଉ ଅଳ୍ପ ଦିନ ମଧ୍ୟରେ ପ୍ରତିଷ୍ଠା କରା ଯିବ।ଭାରତ ବାସୀ ଙ୍କ ବହୁତ ଦିନ ର ସ୍ବପ୍ନ ପୂରଣ ହେବାକୁ ଯାଉଛି।ରାମାୟଣ ରେ ବର୍ଣ୍ଣିତ ଥିବା ଜଟାୟୁ ପକ୍ଷୀ ବିଷୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ।
Special Report
ତେବେ ଏବେ ଯେଉଁ ଭିଡିଓ ଭାଇରାଲ ହେଉଚି ସେଥିରେ ଶହ ଶହ ଜଟାୟୁ ପକ୍ଷୀ ମନ୍ଦିର ଉପରେ ଘୁରି ବୁଲୁଛନ୍ତି।ସେଠାକାର ଲୋକ ମାନେ କହୁଛନ୍ତି କି ତାହା ହେଉଛି ଜଟାୟୁ ପକ୍ଷୀ।ଏହି ପକ୍ଷୀ ବିଷୟ ରେ ରାମାୟଣ ରେ ବର୍ଣ୍ଣିତ ହୋଇଛି।ଲୋକ ମାନେ ଏହି ପକ୍ଷୀ ଙ୍କୁ ପୂଜା କରୁଛନ୍ତି।ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ଦେଖିବା ପାଇଁ ଏମାନେ ଆସିଛନ୍ତି ବୋଲି କୁହା ଯାଇଛି।
ଶେଷ ରେ ଏହି ଚିଲ ପକ୍ଷୀ ଙ୍କ ବିଷୟ ରେ ସତ୍ୟ ଘଟଣା ଜଣା ପଡିଚି।କୁହା ଯାଉଥିଲା ଏହି ଚିଲ ପକ୍ଷୀ ଗୁଡ଼ିକ ପ୍ରଭୁ ଜଟାୟୁ ଙ୍କ ଅବତାର।ହେଲେ ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚୁ କି ଏହା ସମ୍ପୂର୍ଣ୍ଣ ରୂପେ ମିଛ।
Special Report
ଆପଣ ମାନେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଦେଖୁଛନ୍ତି ତାହା ବର୍ତମାନ ର ଭିଡିଓ ନୁହେଁ।ତାହା ୨୦୨୧ ମସିହା ଡିସେମ୍ବର ମାସ ର ଭିଡିଓ।ଏହି ଭିଡିଓ ରେ କିଛି ଚିଲ ପକ୍ଷୀ ଅନ୍ୟ ଏକ ମନ୍ଦିର ଉପରେ ଘୁରି ବୁଲୁଥିଲା।ତେବେ ବର୍ତ୍ତମାନ ଏହି ଭିଡିଓ ଟି ଖୁବ ଭାଇରାଲ୍ ହେଉଚି।ଆପଣ ମାନେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ।
ଏବେ ଏହି ଭିଡିଓ ଟି ଗୋଟିଏ ଫୋନ୍ ରୁ ଆଉ ଗୋଟିଏ ଫୋନ୍ କୁ ଖୁବ୍ ଭାଇରାଲ୍ ହେଉଛି।ଲୋକ ମାନେ ମଧ୍ୟ ଏହାକୁ ବିଶ୍ୱାସ କରୁଛନ୍ତି।ତେବେ ଏହା ସତ୍ୟ ନୁହେଁ।ଏହି ଭିଡିଓ ଟି ପ୍ରଥମେ ଆନିମଲ୍ ନାମକ ଗୋଟିଏ ଆକାଉଣ୍ଟ ରେ ୨୦୨୧ ମସିହା ରେ ଛଡା ଯାଇ ଥିଲା।
ଏବେ ଏହା ଖୁବ୍ ଭାଇରାଲ୍ ହେଉଚି।ଏହାକୁ ଅଯୋଧ୍ୟା ର ରାମ ମନ୍ଦିର ସହିତ ଏହାକୁ ତୁଳନା କରା ଯାଉଛି।ଏହି ଭିଡିଓ କୁ ଦେଖି କିଛି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisement