Updated: Jun 17, 2023, 20:59 IST

ଅଦିନରେ ଫୁଟିଲା କଇଁ ଦେଖନ୍ତୁ ପୁଣି ହେଲା Malika Bachana ସତ ଦେଖନ୍ତୁ ଆସିଲା ବଡ ଚେତାବନୀ

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ପ୍ରବଚନ ଓ ମାଳିକା ବିଷୟରେ ବିଭିନ୍ନ ବ୍ୟକ୍ତି ଙ୍କ ଠାରୁ ଶୁଣି ଥିବେ।ଆମେ ଏଠି ଦିବାକର ଦାସ ଙ୍କ ମାଳିକା ବିଷୟରେ ଆଲୋଚନା କରିବା।ମାଳିକା ହେଉଛି ଏପରି ଏକ ଗ୍ରନ୍ଥ ଯାହା କେବେ ଅସତ୍ୟ ହୋଇ ନାହିଁ।
ମହା ପୁରୁଷ ମାନେ ଯାହା ଯାହା ମାଳିକା ରେ ଲେଖିଛନ୍ତି ତାହା ଅକ୍ଷରେ ଅକ୍ଷରେ ଘଟୁ ଥିବାର ଦେଖା ଯାଉଛି।ଵାଲେଶ୍ଵର ର ବାହାନଗା ଠାରେ ଘଟି ଥିବା ରେଳ ଦୁ-ର୍ଘ-ଟ-ଣା ବିଷୟ ରେ ମଧ୍ଯ ମାଳିକା ରେ ଲେଖା ହୋଇଥିଲା।ନିକଟ ରେ ଅନ୍ୟ ଏକ ଅଜବ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି।
ବାଲେଶ୍ଵର ଜିଲ୍ଲା ର ଏକ ଅଞ୍ଚଳ ରେ ଅଦିନ ରେ କଇଁ ଫୁଲ ଫୁଟି ଥିଲା।ମହାପୁରୁଷଙ୍କ ମାନେ ତାଳ ପତ୍ର ପୋଥି ରେ ଲେଖି ଥିଲେ ଅସମୟ ରେ ବିଭିନ୍ନ ପ୍ରକାର ଅଜବ ଘଟଣା ଦୃଶ୍ୟ ମାନ ହେବ।
ଏହି କଇଁ ଫୁଲ ବର୍ଷା ଦିନେ ଫୁଟିବା କଥା।ଝିଅ ବୋହୁ ମାନେ ଖୁଦୁରୁକୁଣି ଓଷା ସମୟରେ ମା ଙ୍କୁ ଏହି ଫୁଲ ହାର କରି ଦେଇଥାନ୍ତି।ଏହା କଇଁ ଫୁଲ ଫୁଟିବା ସମୟ ନୁହେଁ।ଏହା ବର୍ଷା ଦିନେ ଫୁଟି ଥାଏ।ମହାପୁରୁଷ ବି ଲେଖିଥିଲେ ଅଦିନେ ଫୁଲ ରୁ କଢ଼ ହେବ,ଅଦିନେ ଆମ୍ବ ବଉଳ ହେବ,ଅଦିନେ କୋଇଲି ମଧ୍ୟ ରାବିବ।
ଏଥିରୁ ଆପଣ ଜାଣି ପାରୁଥିବେ ଯେ ମାଳିକା ରେ ଯାହା ଯାହା ଲେଖା ହୋଇଛି ତାହା ଧୀରେ ଧୀରେ ସତ୍ୟ ପ୍ରମାଣିତ ହେଉଛି।ଏ କଥା କୁ ଅନନ୍ତ ଦାସ ଲେଖିଛନ୍ତି।ଏଥିରୁ ଜଣା ଯାଉଛି କଳି ଯୁଗ ଶେଷ ସମୟ ପାଖେଇ ଆସୁଛି।କେବଳ ଭଗବାନ୍ ହିଁ ଏହି ସଙ୍କଟ ରୁ ରକ୍ଷା କରି ପାରିବେ।
ଏମିତି ଆଗକୁ ଅନେକ ପ୍ରକାର ଅଜବ ଦୃଶ୍ୟ ଦେଖିବାକୁ ମିଳିବ।ଲୋକ ମାନେ ପୋକ ମାଛି ଭଳି ହଣା କଟା ହୋଇ ମରିବେ।ଅଧ ରାତିରେ ଭୈରବି ଡାକିବ।ଏହା ସାଧାରଣତ ଭୁବନେଶ୍ଵର ଶୁଣା ଯିବ।
ମହିଳା ଙ୍କ ଠାରୁ ପୁରୁଷ ଙ୍କ ମୃ-ତ୍ୟୁ ସଂଖ୍ୟା ବୃଦ୍ଧି ପାଇବ।କମ୍ ବୟସ ର ପିଲା ମାନେ ଅକାଳ ରେ ମୃ-ତ୍ଯୁ ବରଣ କରିବେ।ଝିଅ ବୋହୁ ମାନେ ଖରାପ କାମ ରେ ଲିପ୍ତ ରହିବେ।ଯାହାକି ମାଳିକା ରେ ଲେଖା ହୋଇଛି।ଆଉ ଅଧିକ ସମୟ ନାହିଁ ନିକଟ ରେ ସବୁ କିଛି ଶେଷ ହୋଇ ଯିବ।

Advertisement