May 21, 2024, 18:11 IST

ଶ୍ରୀ ମନ୍ଦିର ଗୁମୁଟରେ ଚଢିଲେ ଭକ୍ତ ଦେଖନ୍ତୁ ମୋବାଇଲ ଭିଡ଼ି ନେଲା ମାଙ୍କଡ - Exclusive Visual

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି
ଘଟଣା ଜାଣି ପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି । ଆପଣମାନେ ସମସ୍ତେ ତ ପୁରୀ ଶ୍ରୀମନ୍ଦିରକୁ ନେଇ ଯାହା କିଛି ଘଟଣା ବା ଖବର ଆସିଥାଏ ତାହା ଜାଣି ଥାଆନ୍ତି । ଏବେ ଏଭଳି କିଛି ଖବର ଆସିଛି ।
Bg
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ । ଆଉ ସେ ପୁରୀ ଜିଲ୍ଲାକୁ ଆସିଥିଲେ । ସେଠାରେ ସେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବିଶାଳ ରୋଡ ଶୋ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ ରେ ଅନେକ ସୁରକ୍ଷା କର୍ମୀ ଯୋଗ ଦେଇଥିଲେ ।
ପୁରୀ ବଡ଼ଦାଣ୍ଡରେ ଚାଲିଥିଲେ ମୋଦି । ଏହା ପୂର୍ବ ଦିନ ପୁରୀରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି । ଏହା ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ । ପୁରୀ ହେଉଛି ଏକ ଜନଗହଳପୂର୍ଣ୍ଣ ସ୍ଥାନ । ଏହି ଜନ ଗହଳିରେ ଘଟିଛି ଏଭଳି କିଛି ଘଟଣା । 
ଏବେ ଏକ ଫଟୋ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ରୀମନ୍ଦିର ଗୁମୁଟ ଉପରକୁ ଜଣେ ଯୁବକ ଚଢ଼ି ଯାଇଥିଲେ ଆଉ ସେ ଗୁମୁଟ ଚାରିପଟେ ବୁଲୁ ଥିବାର ନଜର ଆସିଛନ୍ତି । ମୋଦି ଆସିବେ ବୋଲି ସାରା ପୁରୀ ଜିଲ୍ଲାରେ ପୋଲିସ ଛାଉଣୀ ହୋଇଥିଲା ।
Gg
ଆଉ ସବୁଠାରୁ ବେଶୀ ଫୋକସ୍ ଥିଲା ପୁରୀ ବଡ଼ଦାଣ୍ଡ ଆଉ ଶ୍ରୀମନ୍ଦିର । ଏସବୁ ଭିତରେ ଏହି ଯୁବକ ଜଣକ କିଭଳି ଗୁମଟ ଉପରକୁ ଚଢିଗଲେ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ପ୍ରାୟ ଅପରାହ୍ନ ୫ଟାରେ ଏହି ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି ।
 
ଗୁମୁଟ ଉପରକୁ ପ୍ରାୟ ୭୦ ଫୁଟ ଉପରକୁ ଚଢ଼ି ଯାଇଥିଲେ ଯୁବକ ଜଣକ । ଏହି ଯୁବକ ଜଣକ ଗୁମଟର ଏପଟ ସେପଟ ହେଉଥିବା ବେଳେ ଶେଷରେ ହାତରେ ଏକ ମୋବାଇଲ୍ ଧରି ସେ ତଳକୁ ପୁଣି ସାଙ୍ଗମାନଙ୍କ ସହିତ ଆସିଲେ । ସେହି ଯୁବକ ଜଣଙ୍କର ମୋବାଇଲ୍ ଫୋନକୁ ମାଙ୍କଡ ଗୁମଟ ଉପରକୁ ନେଇ ଯାଇଥିଲା ।
ଏହି ସବୁ ଘଟଣାକୁ ରେକର୍ଡ କରାଯାଇଥିଲା । ଏହି ଯୁବକ ଜଣକ ଗୁମଟ ଉପରକୁ ଚଢ଼ିବା ସମୟରେ ପ୍ରଶାସନ ତାଙ୍କୁ ଦେଖି ନଥିଲା । ଯଦି ଏନେଇ ଅଭିଯୋଗ କରାଯାଏ ତାହେଲେ ଏନେଇ ମାମଲା ରୁଜ୍ଜୁ ହୋଇପାରେ ।

Advertisement