Dec 1, 2024, 11:01 IST

ଦେଖନ୍ତୁ CCTV ଭିଡ଼ିଓ ପ୍ରେମିକାର ଶ-ବକୁ ଧରି ଶାରୀରିକ ସମ୍ପର୍କ ରଖୁଥିଲା ପୁଅ...!

Hhh

ବେଡରୁମ ଭିତରେ ପ୍ରେମିକାର ଶବ ସହ ରାତି କାଟୁଥିଲେ ପ୍ରେମିକ। ପ୍ରେମିକା ମରିକି ଖଟ ଉପରେ ଶୋଇଥିଲା ଆଉ ପ୍ରେମିକ ପ୍ରେମିକାର ଶବକୁ କୁଣ୍ଢାଇ ଶୋଇଥିଲା। କିନ୍ତୁ ରାତି ପାହୁ ପାହୁ ସେହି ଭିଡିଓ ସହର ସାରା ଭାଇରାଲ୍ ହେଇଥିଲା। ପ୍ରେମିକାର ନାମ ହେଉଛି ମାୟା ଯାହାର ବୟସ ହେଉଛି ମାତ୍ର ୧୯ ବର୍ଷ। ଯେଉଁ ବୟସରେ ଝିଅ ସବୁ ନୁଆ ନୁଆ ସ୍ଵପ୍ନ ଦେଖୁଥିଲା ଆଉ ଯେଉଁ ବୟସରେ ଭଲ ଲାଗିବାର ସମୟ ଥିଲା ,
Hh
ସେହି ବୟସରେ ହିଁ ମାୟା ଏକ ଯୁବକକୁ ଭଲ ପାଇ ବସିଥିଲା। ସେହି ପ୍ରେମିକ ଜଣକ ନାମ ମଧ୍ୟ ହେଉଛି ଆରବ। ଯିଏକି ୧୯ ବର୍ଷୀୟ ସୁନ୍ଦରୀ ଝିଅ ଦେଖି ତାକୁ ଭଲ ପାଇ ବସିଥିଲା। ହେଲେ ସେହି ଭଲ ପାଇବାରେ ହିଁ ସେ ନିଜ ବିଷ ଦେଇ ଦେଇଥିଲା। ମାୟା ଏବଂ ଆରବ ଏଭଳି ଅନେକ ସମୟ ଏକାଏକା ବିତାଇ ଥିଲେ। କେତେବେଳେ ହୋଟେଲ ରେ କେତେବେଳେ ପାର୍କ ରେ ତ କେତେବେଳେ ସିନେମା ହଲ ରେ ,
Gh
ଏଭଳି ଅନେକ ଜାଗା ଦୁହେଁ ମିଶି ଯାଇ ଥାଆନ୍ତି ଆଉ ନିଜର ପ୍ରେମକୁ ମଧ୍ୟ ସେମାନେ ଆହୁରି ଆଗକୁ ନେଇ ଥାଆନ୍ତି। ହେଲେ କିଏ ଜାଣିଥିଲା କି ମାୟା କୁ ଏମିତି ଅନ୍ଧ ଭଳି ଭଲ ପାଉଥିବା ପ୍ରେମିକ ଦିନେ ଏଭଳି ଭାବରେ ପଶୁ ପାଲଟି ଯିବ ବୋଲି। ନିଜଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ଏଭଳି ନୃଶଂସ ଭାବରେ ହ-ତ୍ୟା କରିଦେବ ବୋଲି। ଦୁହେଁ ଏକ ହୋଟେଲ ଯାଇଥିଲେ। ଗୋଟେ ଦିନ ରହିବାକୁ ଯାଇଥିଲେ ମାତ୍ର ତିନିଦିନ ହେବ ହୋଟେଲ ଛାଡ଼ି ଯାଇ ନଥିଲେ।
ସିସିଟିଭି ଫୁଟେଜ ରେ ଦେଖିଥିଲେ କି ଆରବ ଏକା ଏକା କୁଆଡେ ପଳାଇ ଯାଇଥିଲେ ବୋଲି। ସେହି ବେଡରୁମ ଯାଇ ଦେଖିଲା ବେଳକୁ ସେଠାରେ ଯୁବତୀର ମର ଶରୀର ପଡ଼ି ରହିଛି। ହୋଟେଲ ବେଡରୁମ ରେ ତାର ଦେହର ଖଣ୍ଡ ଖଣ୍ଡ ପଡିଥିଲା। ଆଉ ଜଣା ପଡିଥିଲା କି ପ୍ରେମିକ ସେହି ମୃ-ତ-ଦେହ ସହ ଦୁଇଦିନ ରାତି କାଟିଥିଲା ଆଉ ତା ପରେ ବାହାର ପଟୁ ତାଲା ପକାଇ ସେଠାରୁ ଫେରାର ହୋଇ ଯାଇଥିଲା।

Advertisement