ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିନ୍ନରଙ୍କୁ ଦେଖିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ବେଳେ ଏହି କିନ୍ନର ମାନେ କଣ ସବୁ କରିଥିଲେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ତ ଏହି କିନ୍ନର ମାନଙ୍କୁ ଦେଖିଥିବେ । ଏହି ଭିଡିଓରେ ଜାଣିପାରିବେ କି ଏହି କିନ୍ନର ମାନେ ପୋଲିସ ଥାନାରେ ପହଞ୍ଚି ଏଭଳି କିଛି କାମ କରିଛନ୍ତି । କିନ୍ନର ପୋଲିସ ଥାନାରେ ପହଞ୍ଚି ଦେହରୁ ପୋଷାକ ଖୋଲି ଦେଇଛନ୍ତି । ଆଉ ଥାନାରେ ଏଭଳି କିଛି କରିଛନ୍ତି ।

ଥାନାରେ ଏହି କିନ୍ନର ପାଟି କରିବା ସହ ନିଜ ପୋଷାକ ଖୋଲି ଦେବା ସହ ଆଉ କିଛି ମଧ୍ୟ କରିଛନ୍ତି । ଏହି କିନ୍ନର ଥାନାର ଅନେକ ଜିନିଷ ଭଙ୍ଗାରୁଜା କରି ଦେଇଛନ୍ତି । ଏବେ ଏହି କିନ୍ନର ଜଣଙ୍କର ଏଭଳି କାମ ଦେଖି ପୋଲିସ ବା ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି କିନ୍ନର ଜଣକ ଏଭଳି ନିଜ ସ୍ବାର୍ଥ ପାଇଁ କାମ କରି ନାହାନ୍ତି । ଏହି କିନ୍ନର ମାନେ ଏଭଳି କାମ କରିବା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ନର ମାନଙ୍କ ଭିତରୁ ଜଣେ କିନ୍ନର ଏଭଳି କିଛି ବଦନାମ ହୋଇଛନ୍ତି ।

ଏହି କିନ୍ନର ମାନେ ଥାନାରେ ପଶି ରାଗରୁସା କରି ଭଙ୍ଗାରୁଜା କରିଛନ୍ତି । ଟାଟାନଗରର ଜଣେ ଯୁବକଙ୍କ ସହିତ ବଦଳା ଥାନା ଅନ୍ତର୍ଗତ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା । ଆଉ ଏହି ଯୁବକ ଜଣକ ଅନେକ ପ୍ରଲୋଭନ ଆଉ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଯୁବତୀ ଜଣଙ୍କ ସହ ସମ୍ପର୍କ ରଖିଥିଲା । ଆଉ ଏହାପରେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏହି ଯୁବକ ଜଣକ ଏଭଳି କାଣ୍ଡ କରିଥିଲା । ଏହି ଭିଡିଓ ସେହି ଯୁବତୀଙ୍କ ପାଖକୁ ଆସିଥିଲା ।
ଆଉ ଏହାପରେ ଏହି ଯୁବତୀ ଜଣକ ଥାନାକୁ ଯାଇ ଏହି ଯୁବକ ଜଣକ ନାଁରେ ଅଭିଯୋଗ କରିଥିଲେ କିନ୍ତୁ ଏହି ଅଭିଯୋଗ ପୋଲିସ ତଦନ୍ତ କରି ନଥିଲା । ଆଉ ଏହି ବିଷୟରେ କିନ୍ନର ମାନେ ଜାଣିବା ପରେ ପୋଲିସ ଥାନା ଯାଇ ଏଭଳି କାମ କରିଥିଲେ । ଜଣେ ଯୁବତୀଙ୍କୁ ନ୍ୟାୟ ଦେବେ ବୋଲି କିନ୍ନର ମାନେ ସେଠାକୁ ଯାଇଥିଲେ । ଆଉ ଏହି କିନ୍ନର ମାନେ ପୋଲିସ ଥାନା ଯାଇ ଏଭଳି କାମ କରିଥିଲେ । ଏବେ ଏହି କାମକୁ ନେଇ କିନ୍ନରଙ୍କ ପ୍ରଶଂସା କରାଯାଉଛି । ଦେଖାଯାଉ କେବେ ପୋଲିସ ଆଖି ଖୋଲୁଛି ଏହି ଘଟଣାକୁ ନେଇ !