Jun 11, 2024, 06:16 IST

ଶଶୁର ର ଶୁଦ୍ଧିକ୍ରିୟା ପାଇଁ ବୋହୂ ମାଗୁଚି ଭିକ..ଆଜ୍ଞା ଆମକୁ ଦୟାକରି ଟିକେ ସାହାଯ୍ୟ କରି ଦିଅନ୍ତୁ ..

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଜଣେ ନିରୀହ ବୋହୂ ନିଜର ପିଲା ମାନଙ୍କ ସହ ହାତରେ କଂସା ଧରି ବୁଲିବାରେ ଲାଗିଛି। ପ୍ରଚଣ୍ଡ ଖରାରେ ଖାଲି ପାଦ ରେ ଆଗକୁ ଆଗକୁ ଚାଲିଛନ୍ତି ତିନି ପ୍ରାଣୀ। ତାଙ୍କର ମୁହଁରେ କେବଳ ଗୋଟେ କଥା। କେବଳ ତାଙ୍କୁ ସାହଯ୍ୟ କରିବାକୁ ହିଁ କହୁଛନ୍ତି।
Gh
ସ୍ୱାମୀ ଯିବାର ବର୍ଷେ ପୂରି ନଥିବା ବେଳେ ଶଶୁର ଚାଲି ଯାଇଛନ୍ତି ଆରପାରି କୁ। ଏହି କଳାପାହାଡ଼ ଦୁଃଖ ଭିତରେ ଆଜି ବୋହୂ କାନ୍ଦି କାନ୍ଦି ଭିକ ମାଗିବାରେ ଲାଗିଛି। ଆଜକୁ ଦଶ ଦିନ ବିତି ଯାଇଥିବା ବେଳେ ତାଙ୍କ ପାଖରେ କାଣି କଉଡ଼ି ଟିଏ ମଧ୍ୟ ନାହିଁ। ଶଶୁର ର ଦଶ କ୍ରିୟା କରିବା ପାଇଁ ତାଙ୍କ ନିକଟରେ କିଛି ହେଲେ ମଧ୍ୟ ନାହିଁ। ଚିନ୍ତା ରେ ଏବେ ବୋହୂ ଯେ ସେ ଶଶୁର ର ଦଶ କ୍ରିୟା କପରି କରିବ। ସାଙ୍ଗରେ ଦୁଇ ଛୁଆ ଙ୍କୁ ଧରି ଏଦୁଆର ସେ ଦୁଆର ବୁଲୁଛି।
Hh
ବୁଲି ବୁଲି ଭିକ ମାଗୁଥିବା ବେଳେ ଯିଏ ଯାହାର ସକ୍ଷ ତାହା ସେ ତାଙ୍କୁ ଦେଉଛନ୍ତି। ସ୍ଵାମୀଙ୍କ ପରେ ତାଙ୍କର ଶଶୁର ହିଁ ଥିଲେ ଶାହା ଭରଷା। ହେଲେ ଆଜି ନିଜ ନିକଟରେ କିଛି ସମ୍ବଳ ନଥିବା ବେଳେ ପୂରା ପୁରୁଷ ଶୂନ୍ୟ ହୋଇ ଯାଇଛି ପରିବାର। ପାଖରେ ତାଙ୍କର ଶାହା ବୋଲି କହିଲେ ଅଛନ୍ତି ଏହି କୁନିକୁନି ଛୁଆ। ଏହି ପିଲାଙ୍କ ପେଟକୁ ଖାଇବା କେମିତି ଯେ ଆଣି ଦେବେ ସେ ନେଇ ଏହି ନିରୀହ ମାଆ ଟି ଏବେ ଚିନ୍ତା ରେ ପଡ଼ି ଯାଇଛନ୍ତି।
ଏସବୁ ପରିସ୍ଥିତି ଦେଖି ମାଆ ଆଖିରୁ ଲୁହ ଝରି ପଡ଼ୁଛି। କାରଣ ମାଆ ପାଖରେ ତାର ଝିଅକୁ ଦେବା ପାଇଁ ପଇସା ଟିଏ ନାହିଁ। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ଏହି ମାଆ ଜଣକ ସାହଯ୍ୟ ମାଗୁ ଥିବାର ଦେଖିବାକୁ ମିଳିଛି।ତେବେ ଏହି ଭିଡିଓ ଦେଖି ସାରିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement