ଆଜିକାଲି ସମାଜରେ ଅନେକ ପ୍ରକାରର ଘଟଣା ଘଟୁଛି । ଏବେ ସାରା ରାଜ୍ୟରେ ଦଶମ ଶ୍ରେଣୀର ଛାତ୍ରୀ ଜଣକ ସହ ଘଟିଥିବା ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଦଶମ ଶ୍ରେଣୀର ଛାତ୍ରୀ ଏବେ ଛୁଆ ଜନ୍ମ ଦେଇଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଛାତ୍ରୀ ଜଣକ ସହ ଯେଉଁ ଯୁବକ ଏଭଳି କାଣ୍ଡ କରିଛି ସେହି ଯୁବକ ଏବେ ଧରା ପଡ଼ିଛି । ପୋଲିସ ଏବେ ଏହି ଯୁବକ ଜଣଙ୍କୁ ଗିରଫ କରିଛି । ଏବେ ଏହି ନୃଶଂସ ଯୁବକ ଜଣକ ସାମ୍ନାକୁ ଆସିଛି । ଏହି ନୃଶଂସ ଯୁବକ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।

ଏହି ନୃଶଂସ ଯୁବକ ଜଣଙ୍କର ନାମ ହେଉଛି ସୁଶାନ୍ତ ଖିଲ । ଏହି ଯୁବକ ଜଣକର ବୟସ ମାତ୍ର ୨୨ ବର୍ଷ । ଆଉ ଏହି ୨୨ ବର୍ଷୀୟ ଯୁବକ ୧୬ ବର୍ଷୀୟ ଦଶମ ଶ୍ରେଣୀର ଝିଅକୁ ଗର୍ଭବତୀ କରାଇ ଦେଇଥିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଏହି ୧୬ ବର୍ଷୀୟ ନାବାଳିକା ଦଶମ ବୋର୍ଡ ପରୀକ୍ଷା ଦେବା ମଧ୍ୟରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ ସେ ପରୀକ୍ଷା ଦେବା ମଝିରେ ହିଁ ଏହି ନୃଶଂସ ଯୁବକର ଛୁଆକୁ ଜନ୍ମ ଦେଇଥିଲେ । ଏହି ଝିଅ ହଷ୍ଟେଲରେ ଛୁଆ ଜନ୍ମ କରିଥିଲା ।

ଏବେ ଏହି ଝିଅକୁ ହଷ୍ଟେଲରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ନୃଶଂସ ଯୁବକ ଜଣକ ବାରମ୍ବାର ଏହି ଝିଅ ସହ ଶା-ରି-ରୀ-କ ସମ୍ପର୍କ ରଖି ଝିଅକୁ ୧୦ ମାସର ଗର୍ଭବତୀ ବନାଇ ଦେଇଥିଲା । ଏହି ନୃଶଂସ ଯୁବକ ଜଣକ ୧୬ ବର୍ଷୀୟ ନାବାଳିକା ଜଣଙ୍କ ସହ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରାଇ ଦେଲା । ଆଉ ଏବେ ତାକୁ ମାଆ ବନେଇ ନିଜେ ବାପା ହୋଇଗଲା । ଏହି ଯୁବକ ଜଣକ ହେଉଛି ସୁଶାନ୍ତ ଖିଲା । ଆଉ ଏହି ନୃଶଂସ ଯୁବକ ଜଣଙ୍କର ବୟସ ହେଉଛି ୨୨ ବର୍ଷ ।
ଏହି ନୃଶଂସ ଯୁବକ ଜଣକର ବାପା ହେଉଛି ଅର୍ଜୁନ ଖିଲା । ଏହି ଯୁବକ ଜଣଙ୍କର ଗାଁ ହେଉଛି ବିସାରିଗୁଡ଼ା ଚିତ୍ରକୋଣ୍ଡା ଥାନା ମାଲକାନଗିରି ଜିଲ୍ଲା । ସୋମବାର ଦିନ ଏହି ଛାତ୍ରୀ ଜଣକ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଦେଇ ଯାଇଥିବା ବେଳେ ହଷ୍ଟେଲ ଛାତ ଉପରେ ଛୁଆ ଜନ୍ମ କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଝିଅ ପରୀକ୍ଷା ଦେବାକୁ ଯାଇଥିଲେ ।
ଆଉ ହଷ୍ଟେଲ ଉପରକୁ ଯାଇ ଯୁବତୀ ଜଣକ ଛୁଆ ଜନ୍ମ ଦେଇଥିଲା । ଏବେ ଏହି ଯୁବତୀ ଜଣକ କିଛି ବି ଜାଣିନାହିଁ । ଘର, ପରିବାର ବିଷୟରେ କିଛି ବି ଜାଣି ନଥିଲା ଏହି ନାବାଳିକା ଝିଅ ଜଣକ । ଆଉ ଏବେ ସେ ଗର୍ଭବତୀ ହୋଇ ଯାଇଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି କାଣ୍ଡ କରିଥିବା ଯୁବକ ଜଣଙ୍କୁ ପ୍ରଶାସନ କେଉଁ ଦଣ୍ଡ ଦେଉଛି ଏହାକୁ ନେଇ ଏବେ ପ୍ରଶ୍ନ ଆସିଛି । ଏହା ଦେଖିବାକୁ ବାକି ରହିଲା ଏହି ନୃଶଂସ ଯୁବକ ଜଣଙ୍କୁ କେଉଁ ଦଣ୍ଡ ମିଳୁଛି ।