Oct 9, 2024, 16:10 IST

ଦଶହରା ରେ ହେବ ଲଘୁଚାପ.. ଦୁର୍ଗା ପୂଜା ରେ ବୁଡିବ ରାସ୍ତା ଘାଟ..

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
Hh
ପୁଣି ମାଡ଼ି ଆସୁଛି ବଡ଼ ଲଘୁଚାପ ଏହି ଦିନରୁ ରଚିବ ତାଣ୍ଡବ। ଫିକା ପଡ଼ିବ ଦଶହରା 6 ରେ ପୁଣି ଭୟଙ୍କର ରୁପ ନେବ ଲଘୁଚାପ । ରଚିଵ ତାଣ୍ଡବ 10 ଯାଏଁ ନାହିଁ ନିସ୍ତାର ଦୁର୍ଗା ପୂଜାରେ ମାଡ଼ି ଆସୁଛି ବଡ଼ ବାତ୍ୟା ସବୁ କିଛି ହେବ ଛାରଖାର ।ପୁଣି ମାଡ଼ି ଆସୁଛି ବଡ଼ ବାତ୍ୟା ଏବେ ଠାରୁ ଦେଖାଇଲାଣି କରାଳ ରୂପ କିଛି କୁଆଡେ ନଥିଲା ହଠାତ ମାଡ଼ି ଆସିଲା କଳାହାଣ୍ଡିଆ ବର୍ଷା ବିଜୁଳୀ ଘଡ଼ଘଡି ରେ ଫାଟିଗଲା ରାଜଧାନୀ।ସମସ୍ତେ ହୋଇଗଲେ ଭୟଭୀତ ଯାତାୟାତ କରୁଥିବା ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଆସିଲେ କାଚିଲା ବାଦଲ ଫଟା ବର୍ଷା ବୁଡ଼ିଗଲା ରାସ୍ତାଘାଟ ଖାଲି ଏତିକି ନୁହେଁ ସୁ ସୁ ଗର୍ଜନ କରି ମାଡ଼ି ଆସିଲା ପବନ ।
Gg
ଦୁର୍ଗା ପୂଜା ରେ ପୁଣି ଭୟଙ୍କର ଲଘୁଚାପ ବାତ୍ୟା। ଏବେ ଠାରୁ ସମସ୍ତଙ୍କ ମନରେ ପଶିଲାନି ଛନ୍କା ।ଲଘୁଚାପ ନେଇପାରେ ବଡ଼ ବାତ୍ୟା ର ରୂପ ଦୁର୍ଗା ପୂଜାକୁ ଫିକା କରି ପାରେ ବର୍ଷା ଆସୁଛି ଆଉ ଏକ ଲଘୁଚାପ ୨୭ ରୁ October ୩ ଯାଏଁ ଏବଂ October ୧୦ ଯାଏଁ ନାହିଁ ନିସ୍ତାର । ରାଜ୍ୟ ରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ଘରୁ ବାହାରିବା ହେଇଯିବ ମୁସ୍କିଲ ଏବେ ଠାରୁ ସାବଧାନ ଓ ସତର୍କ ହେଇଯାନ୍ତୁ ପୁଣି ୬ ତାରିଖରୁ ସୃଷ୍ଟି ହେବ ବଡ଼ ଲଘୁଚାପ ଏଥର ବର୍ଷାରେ ଭିଜି ପାରେ ଦଶହରା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସୃଷ୍ଟି ହୋଇ ପାରେ ଲଘୁଚାପ ୪ ରୁ ୧୦ ପର୍ଯ୍ୟନ୍ତ କାଚିବ ପ୍ରବଳରୁ ଅତି ପ୍ରବଳ ବର୍ଷା ।
ଭାରତୀୟ ପାଣି ବିଭାଗ ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରେ । ବର୍ଷା ରେ ଭିଜିବ ପୂଜା ପାର୍ବଣ ରେ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ ଅକ୍ଟୋବର ରେ ପୁଣି ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଆଉ ଏକ ବଡ଼ ଲଘୁଚାପ ଆହାର ପ୍ରଭାବରେ ଅକ୍ଟୋବର ୪ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇଁ ଆଶା କରୁଛି ପାଣିପାଗ ବିଭାଗ ବାତ୍ୟା ମାସରେ ଲଘୁଚାପ ହୋଇଥିବାରୁ ଆହୁରି ଘନୀଭୂତ ହେବ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।
ଦଶହରା ପୂର୍ବରୁ ରାଜ୍ୟ ରେ ବଡ଼ ବର୍ଷା ସମ୍ଭାବନା ସୃଷ୍ଟି ପାଣିପାଗ ବିଭାଗ ର ଏହି ଆକଳନ ଅନୁଯାଇ ପ୍ରଥମ ସପ୍ତାହରେ ଅର୍ଥାତ ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ରାଜ୍ୟ ରେ ବିଭିନ୍ନ ଜିଲ୍ଲା ରେ କିଛି କିଛି ସ୍ଥାନରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ ଏହି ସପ୍ତାହରେ ସାମାନ୍ୟ ବର୍ଷା ହେବାର ସମ୍ଭବନା ରହିଛି । ସେହିପରି ଅକ୍ଟୋବର ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ଅଞ୍ଚଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ତେବେ ଏହି ସମୟରେ ଦୁର୍ଗା ପୂଜା ପଡୁଥିବାରୁ ପାର୍ବଣ କୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି ।

Advertisement