May 23, 2024, 17:46 IST

ଗୁରୁମାଙ୍କ ତଣ୍ଟି କାଟି ଜିଅନ୍ତା ଜାଳିଦେଲେ ପ୍ରେମିକ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ କିଛି ଖବର ଆସିଛି ବିହାର ରାଜ୍ୟକୁ ନେଇ । ବିହାର ରାଜ୍ୟରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କର ଛାତି ଥରାଇ ଦେଇଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କ ସହିତ ଏଭଳି ହୋଇଛି । ତାଙ୍କୁ ଜୀବନ ଠାରୁ ଅଧିକ ଯିଏ ଭଲ ପାଉଥିଲା ଆଜି ସେ ତାଙ୍କୁ ସବୁଦିନ ପାଇଁ ଏହି ଦୁନିଆ ଆଖିରୁ ଦୂରେଇ ଦେଇଛି । 
Gh
ଏହି ସ୍କୁଲ ଶିକ୍ଷୟତ୍ରୀ ଜଣଙ୍କର ଜଣେ ଯୁବକ ତଣ୍ଟି କାଟି ଦେଇଛି । ଦିନ ଦ୍ବିପ୍ରହର ସମୟରେ ଏଭଳି କଣ କରିଥିଲା ଯୁବକ । ତାଙ୍କର ପ୍ରଥମେ ଛୁରୀରେ ତଣ୍ଟି କାଟିଦେଲା କିନ୍ତୁ ସେତିକିରେ ମନ ଭରି ନଥିଲା । ଆଉ ଏହାପରେ ତାଙ୍କୁ ସେ ଦିନ ଦ୍ଵିପ୍ରହର ସମୟରେ ପେଟ୍ରୋଲ ଢ଼ାଳି ମାରି ଦେଇଛି ।
ଦିନ ଦ୍ବିପ୍ରହରରେ ଜଳି ଯାଉଛନ୍ତି ସ୍କୁଲ ଦିଦି । ଏମିତି ଏକ ବିଭତ୍ସ ହ-ତ୍ୟା-କା-ଣ୍ଡ ଏବେ ଦେଖିବାକୁ ମିଳିଛି । ଏହି ଶିକ୍ଷୟତ୍ରୀ ଜଣଙ୍କର ମୃ-ତ୍ୟୁରେ କାନ୍ଦ ବୋବାଳିରେ ଫାଟି ଯାଉଛି ଅଞ୍ଚଳ । 
ଏହି ଶିକ୍ଷୟତ୍ରୀ ଜଣକ ବିବାହ ହୋଇ ନଥିବା ବେଳେ ତାଙ୍କୁ ଏହି ଯୁବକ ଜଣକ ପ୍ରେମ କରୁଥିଲା । ଆଉ ଆଜି ଏହି ଶିକ୍ଷୟତ୍ରୀ ଜଣଙ୍କୁ ପ୍ରେମର ପାଉଣା ଦେଇ ପ୍ରଥମେ ଛୁରୀରେ ତଣ୍ଟି କାଟିଲା । ଆଉ ଛଟପଟ ହେଉଥିଲା ପ୍ରେମିକା ଜଣଙ୍କୁ ଦେଖୁଥିଲା ପ୍ରେମିକ ।
Vb
ଏହି ପ୍ରେମିକ ଜଣଙ୍କର ସେତିକିରେ ମନ ବୁଝିଲା ନାହିଁ ଯେ ଶିକ୍ଷୟତ୍ରୀ ଜଣକ ଜୀବିତ ଥିବା ଅବସ୍ଥାରେ ତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଥିଲା । ଯଶୋଦା ବିବାହ କରିନଥିବା ପୂର୍ବରୁ ଜଣଙ୍କୁ ଭଲ ପାଉଥିଲେ । ଆଉ ସେ ତାଙ୍କୁ ଭଲପାଇ ଅନ୍ୟତ୍ର ବିବାହ କରିଥିଲେ ।
ବିବାହ ହେବା ପରେ ମଧ୍ୟ ଏହି ଯୁବକ ଜଣକ ଭୁଲି ପାରିନଥିଲେ । ଆଉ ଏହି ପ୍ରେମିକ ଜଣକ ତାଙ୍କୁ ରାସ୍ତାରେ ହଇରାଣ କରନ୍ତି ଆଉ ତାଙ୍କ ସ୍ବାମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆଉ ଏବେ ଯଶୋଦା ସ୍କୁଲ ଯିବା ବାଟରେ ତାଙ୍କ ବେକରେ ଛୁରୀ ଲଗାଇ ଏଭଳି କାଣ୍ଡ ଭିଆଇଛି ଏହି ପ୍ରେମିକ ଜଣକ ।
ଏହାପରେ ଏହି ଯୁବକ ଜଣକ ରାସ୍ତାରେ ଏଭଳି କାମ କରିଥିଲେ । ଏବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ । ଏବେ ଏହି ଘଟଣା ଚର୍ଚ୍ଚାକୁ ଆସିଛି ।

Advertisement