Updated: Jul 22, 2024, 21:15 IST

ଜିଓକୁ କାଟିଲା BSNL ଦେଖନ୍ତୁ ଆଣିଲା ଏହି ଦମଦାର ପ୍ଲାନ୍ ଗ୍ରାହକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ନେଟୱାର୍କ ଅପଗ୍ରେଡ୍ ସହିତ କମ୍ପାନୀ ସମସ୍ତ ଘରୋଇ ଟେଲିକମ୍ କମ୍ପାନୀକୁ କଠୋର ପ୍ରତିଯୋଗିତା ଦେବା ଆରମ୍ଭ କରିଛି। 
Vg
ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିକଟରେ ଏହିପରି ଅନେକ ରିଚାର୍ଜ ଯୋଜନା ପ୍ରବର୍ତ୍ତନ କରିଛି, ଯାହା ଘରୋଇ କମ୍ପାନୀ ଅପେକ୍ଷା ଅଧିକ ଲାଭ ପ୍ରଦାନ କରିଥାଏ । ୩୬୫ ଦିନର ବୈଧତା ସହିତ BSNL ର ସବୁଠାରୁ ଶସ୍ତା ଯୋଜନା ଆଣିଛି। ତେବେ ବନ୍ଧୁଗଣ ଓଟିଟି ଟ୍ରେଣ୍ଡ ବଢିବା ଦ୍ଵାରା ଲୋକ ମାନେ ଅଲଗା ପ୍ଲାନର ସନ୍ଧାନ କରୁଛନ୍ତି। ଜିଓ ଏୟାରଟେଲ ଭଡା ଫୋନ ଆଇଡିଆ ନିଜ ଗ୍ରାହକଙ୍କ ପାଇଁ ଏମିତି ଅନେକ ପ୍ଲାନ ଅଫର୍ କରୁଛନ୍ତି ଯେଉଁଥିରେ ଓଟିଟିର ସବସ୍କ୍ରିସନ ଦିଆଯାଏ। 
Vv
ହେଲେ ଏହାରି ମଧ୍ୟରେ ସରକାରୀ ଟେଲିଗମ କମ୍ପାନୀ ବିଏସଏନଲ କଥା ଯଦି କହିବା, ତେବେ ସେ ଏମିତି ଅନେକ ବଜେଟ ପ୍ଲାନ ଆଣୁଛି ଯେଉଁଥିରେ ଓଟିଟିର ଫାଇଦା ବି ମିଳୁଛି ଗ୍ରାହକଙ୍କୁ। କମ୍ପାନୀର ଓଟିଟି ବିଶିଷ୍ଟ ପ୍ଲାନର ଆରମ୍ଭ ହେଉଛି ୪୯ ଟଙ୍କାରୁ ଯାହା ରହିଛି ୨୫୦ ଟଙ୍କା ପର୍ଯ୍ୟନ୍ତ। ଆଉ ଏହି ପ୍ଲାନଟିର ନାଁ ହେଉଛି ବିଏସଏନଲ ସିନେମା ପ୍ଲସ। ସେହିପରି ୧୧୯ ଟଙ୍କିଆ ପ୍ଲାନରେ ଜି୫ ପ୍ରିମିୟମ, ସୋନି ଲାଇଫ ପ୍ରିମିୟମ ଏବଂ ଡିଜିନିପ୍ଲସ ହଟଷ୍ଟାର ଫାଇଦା ରହିଛି। 
ସମାନ ଭାବରେ ବିଏସଏନଲର ୨୪୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ଜି୫ ପ୍ରିମିୟମର ସବସ୍କ୍ରିସନ୍, ସୋନି ଲାଇଫ ପ୍ରିମିୟମ ଆଦି ରହିଛି। ତେବେ ଖାସ କଥା ହେଉଛି ସିନେମା ପ୍ଲସ ପ୍ଲାନରେ ମିଳୁଥିବା ଓଟିଟିର ଫାଇଦା ଗ୍ରାହକ ନିଜ ଲ୍ୟାପଟପ୍, ମୋବାଇଲ, ଟାବଲେଟ୍, ସ୍ମାର୍ଟ ଟିଭିରେ ଉଠାଇ ପାରିବେ। ସିଲେକଟ କରାଯାଇଥିବା ପ୍ଲାନ୍ ସମସ୍ତ ଓଟିଟି ପାଇଁ ମେମ୍ବର ସିପ ବିଏସଏନଲ ଫାଇଭର କନେକ୍ସନର ପଞ୍ଜୀକୃତ ମୋବାଇଲ ନମ୍ବରରେ ଆକ୍ଟିଭ କରାଯିବ ବୋଲି ଜଣାପଡିଛି।

Advertisement