Updated: Jun 11, 2024, 17:14 IST

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖନ୍ତୁ ଉତ୍ତର ଦେଲେ ଧର୍ମେନ୍ଦ୍ର ପ୍ରଧାନ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତି ବିଷୟରେ ଆସିଥିବା କିଛି ଖବର ଜାଣିପାରିବେ । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଛା ଜଣାଇଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଏହାକୁ ନେଇ କିଛି ଖବର ଆସିଛି । ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଛା ଜଣାଇବା ପାଇଁ ପୋଷ୍ଟ କରିଥିଲେ ।
Hh
ଆଉ ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଉତ୍ତର ଦେଇଛନ୍ତି । ସେ ମଧ୍ୟ ପୋଷ୍ଟ କରି ନବୀନଙ୍କ ବିଷୟରେ କିଛି କଥା କହିଛନ୍ତି । ସେ ନବୀନଙ୍କ ଉଦ୍ଦେଶ୍ୟରେ କିଛି କଥା କହି ଦେଇଛନ୍ତି । କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ପାଇଥିବା ଓଡ଼ିଶାର ତିନିଜଣ ସାଂସଦଙ୍କୁ ଶୁଭେଛା ଜଣାଇଛନ୍ତି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ଵିନୀ ବୈଷ୍ଣବ ଓଡ଼ିଶାର ସାଂସଦ ଅଟନ୍ତି । ସେ ଗତକାଲି କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ପାଇ ଶପଥ ଗ୍ରହଣ କରିଛନ୍ତି । 
Hh
ସେ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦରେ ଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହି ତିନିଜଣ ସାଂସଦଙ୍କୁ ଅଭିନନ୍ଦନ ଜଣାଇବା ସହିତ ନିଜ ନିଜ ମନ୍ତ୍ରଣାଳୟରେ ଦେଶ ପାଇଁ ଖାସ କରି ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ ସଫଳତାର କାର୍ଯ୍ୟ କରନ୍ତୁ ବୋଲି ଲେଖିଛନ୍ତି । ନବୀନ ପଟ୍ଟନାୟକଙ୍କର ଏହି ପୋଷ୍ଟ ଦେଖିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ନବୀନଙ୍କ ଭଳି ରାଷ୍ଟ୍ରନେତା ପ୍ରେରଣାଦାୟୀ ଶବ୍ଦ ଅନେକ କିଛି ତାତ୍ପର୍ଯ୍ୟ ରଖୁଛି । 
କିଛିଦିନ ପୂର୍ବରୁ ଯେତେବେଳେ ନିର୍ବାଚନ ପାଇଁ ପ୍ରଚାର ଚାଲୁଥିଲା ସେତେବେଳେ ଦଳ ଦଳ ମଧ୍ୟରେ ଅନେକ କିଛି ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଗଣତନ୍ତ୍ରକୁ ସମସ୍ତେ ସମ୍ମାନ ଦେଇ ପରସ୍ପର ଦଳକୁ ସମ୍ମାନ କରୁଛନ୍ତି । ପ୍ରଥମେ ବିଦାୟୀ ମୁଖ୍ୟମନ୍ତ୍ରୀ ବିଜେପି ଦଳର ନେତାମାନଙ୍କୁ ତାଙ୍କ ବିଜୟ ପାଇଁ ଶୁଭେଛା ଜଣାଇଥିଲେ । ଏହାପରେ ବିଜେପି ଦଳ ନେତା ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇ ତାଙ୍କର ଅନେକ ପ୍ରଂଶସା କରିଥିଲେ । ଏଥିରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତି ପରିପକ୍ୱତା ଏବଂ ସୁସଂସ୍କାର ଦେଖିବାକୁ ମିଳୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Advertisement