କମ୍ପ୍ୟୁଟର କ୍ଲାସ କରି ପିଲାମାନେ ଯାଇଥିଲେ । ଆଉ ସେହି ସ୍ଥାନରେ ଅନେକ ଯୁବକ ଯୁବତୀ କମ୍ପ୍ୟୁଟର କ୍ଲାସ କରୁଥିଲେ କିନ୍ତୁ ଜଣେ ଯୁବତୀଙ୍କ ସହିତ ହଠାତ୍ କିଛି ଘଟଣା ଘଟିଥିଲା । ଏହି ଯୁବତୀ ଜଣକ ହଠାତ୍ କମ୍ପ୍ୟୁଟର କ୍ଲାସ କରୁଥିବା ବେଳେ ବେହୋସ୍ ହୋଇ ଯାଇଥିଲେ । ଆଉ ଏହି ଯୁବତୀ ଜଣଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଆଉ ଏହି ଯୁବତୀ ଜଣଙ୍କୁ ପାଣି ଦିଅ ବୋଲି ଚିତ୍କାର କରୁଥିଲେ । ଏହି ଯୁବତୀ ଜଣକ ସହିତ ଦୁଇଜଣ ଯୁବକ ଏଭଳି କାମ କରିଥିଲେ ଯାହାକୁ ନେଇ ଏବେ ଖବର ଆସିଛି ।

କମ୍ପ୍ୟୁଟର କ୍ଲାସରେ ସାର ଜଣକ କ୍ଲାସ କରାଉଥିଲେ ଆଉ ଏହି ସମୟରେ ଦୁଇଜଣ ଯୁବକ ପଶି ଆସିଥିଲେ । ଆଉ ସେମାନେ ଏଭଳି କିଛି କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । କମ୍ପ୍ୟୁଟର କ୍ଲାସ ଭିତରେ ଅନେକ ଯୁବତୀ ଥିଲେ କିନ୍ତୁ ଏହି ଯୁବତୀ ଜଣଙ୍କ ସହିତ କିଏ ଆଉ କାହିଁକି ଏଭଳି କରିଲା ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି । ଏହି ଯୁବକ ବଢିଲା ଝିଅ ସହ କଣ କରିଲେ ଏହାକୁ ନେଇ ଏବେ ଆସୁଛି ଖବର ।

ସୂଚନା ଅନୁସାରେ ଏହି ଯୁବତୀ ଜଣକ ହେଉଛନ୍ତି କଲ୍ୟାଣୀ । ଆଉ ସେ ସବୁଦିନ ଭଳି କମ୍ପ୍ୟୁଟର କ୍ଲାସ ଆସିଥିଲେ । ଆଉ ହଠାତ୍ ସେ କ୍ଲାସରେ ଥିବା ବେଳେ ଦୁଇଜଣ ଯୁବକ କମ୍ପ୍ୟୁଟର ଭିତରକୁ ପଶି ଆସିଥିଲେ । ଆଉ ତାପରେ ଏହି ଦୁଇଜଣ ଯୁବକ ସେହି ଯୁବତୀ ଜଣଙ୍କୁ ମାଡ ମାରିଥିଲେ । ଆଉ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ । ଯୁବତୀ ଜଣଙ୍କର ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା କମ୍ପ୍ୟୁଟର କ୍ଲାସ ଭିତରେ । ଏହାପରେ ଏହି ଦୁଇଜଣ ଯୁବକଙ୍କ ନାଁରେ ଅଭିଯୋଗ କରାଗଲା ।

ଅଭିଯୋଗ ଲେଖି ଯୁବତୀ ଜଣକ ବଇରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଆଗରେ ଲିଖିତ ଅଭିଯୋଗ କରିଥିଲା । ଆଉ ଏହି ଝିଅ ଜଣକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଏହି ଦୁଇଜଣ ଯୁବକ ଆଉ ତାଙ୍କର ଦୁଇଜଣ ସାଙ୍ଗକୁ ଡ଼ାକି ଏହି ଯୁବତୀ ଜଣକ ଗାଡ଼ିରେ ଘରକୁ ଯାଉଥିବା ବେଳେ ଏହି ଚାରିଜଣ ଡ଼ାକି ଝିଅ ଉପରେ ସ୍କ୍ରୋପିଓ ଗାଡ଼ି ଚଢାଇ ଦେଇଥିଲେ । ଏହି ଗାଡ଼ି ଚଢିବା ପରେ ଝିଅ ଜଣଙ୍କର ଗୋଡ ଭାଙ୍ଗି ଯିବା ସହ ଅନେକ କିଛି ହୋଇଥିଲା । ଏହି ଘଟଣା ଯାଜପୁର ଜିଲ୍ଲା ବଇରୀ ଥାନା ଅନ୍ତର୍ଗତ ଛତିଆ ଅଞ୍ଚଳରେ ଏହି ଘଟଣା ଘଟିଛି ।
ଛତିଆ ଅଞ୍ଚଳର ସୋଲର ଥାନାରେ ଥିବା ଘରୋଇ କମ୍ପ୍ୟୁଟର ଅନୁଷ୍ଠାନରେ କମ୍ପ୍ୟୁଟର କରୁଥିଲେ । ଏହି ଚାରିଜଣ ନୃଶଂସଙ୍କୁ କେଉଁ ଦଣ୍ଡ ମିଳୁଛି ଏହାକୁ ଦେଖିବା ବାକି ରହିଲା । ଏହି ଯୁବକ ମାନେ ହେଉଛନ୍ତି ବାବୁରାମ ସେଠୀ , ପର୍ଶୁରାମ ସେଠି ଆଉ ତାଙ୍କ ଦୁଇ ସାଙ୍ଗ । କମ୍ପ୍ୟୁଟର ଅନୁଷ୍ଠାନର ଶିକ୍ଷକ ଆଉ ଏହି ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିଥିଲା । ଏବେ କେବେ ଏହି ଘଟଣାରେ ନ୍ୟାୟ ମିଳୁଛି ତାହା ଦେଖିବା ବାକି ରହିଲା ।