May 26, 2024, 17:47 IST

ଆସିଲା ପୋଷ୍ଟ ଅଫିସରେ ଦମଦାର ସ୍କୁମ୍ ଦେଖନ୍ତୁ କେମିତି ୨ ବର୍ଷରେ ପାଇବେ ୨ଲକ୍ଷ ୩୨ ହଜାର ଟଙ୍କା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପୋଷ୍ଟ ଅଫିସ ଆଣିଥିବା ଖବର ଆପଣମାନେ ପାଇପାରିବେ।
Bn
ପୋଷ୍ଟ ଅଫିସ ଆଣିଲା ଜବରଦସ୍ତ ସ୍କିମ । ମାତ୍ର ଦୁଇ ବର୍ଷରେ ୨ ଲକ୍ଷ ୩୨ ହଜାର ଟଙ୍କା ମିଳିବ ବୋଲି ଆସିଛି ଖବର । ଏହି ସ୍କିମରେ ସାମିଲ ହୋଇଥିବା ଲୋକମାନେ ଘରକୁ ଟଙ୍କା ନେଇପାରିବେ ।ଦେଶରେ ସମସ୍ତ ବର୍ଗର ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ସ୍କିମ ଜାରି କରିଛନ୍ତି କେନ୍ଦ୍ର ସରକାର ।
ମହିଳା ଏବଂ ବୟସ୍କ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି । ସରକାରଙ୍କ ଅଧିକାଂଶ ଯୋଜନା ପୋଷ୍ଟ ଅଫିସ ଦ୍ଵାରା ପରିଚାଳିତ ହୋଇଥାଏ । ପୋଷ୍ଟ ଅଫିସ ଦ୍ଵାରା ଅନେକ ସ୍କିମ ପରିଚାଳିତ ହୋଇଥାଏ । ଲୋକମାନେ ଅନେକ ସୁବିଧାର ଲାଭ ଉଠାଇ ଥାଆନ୍ତି । ଏବେ ଏହି ଯୋଜନା ବିଷୟରେ ଆପଣମାନେ ଜାଣିପାରିବେ । 
ଏହି ସ୍କିମ ହେଉଛି ସ୍ମଲ୍ ସେଭିଂ ସ୍କିମ । ଏହି ସ୍କିମ ଅନୁସାରେ ଜଣେ ଗ୍ରାହକ ମାତ୍ର ଦୁଇବର୍ଷରେ ୨ ଲକ୍ଷ ୩୨ ହଜାର ଟଙ୍କା ପାଇପାରିବେ । ପୋଷ୍ଟ ଅଫିସ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ ।
Hh
ଏହାସହିତ ଟ୍ୟାକ୍ସ ବେନିଫିଟ, ମାସିକ ଇନକମ୍ ଏବଂ ଗ୍ୟାରେଣ୍ଟି ଆଦି ମିଳିଥାଏ । ଅବସର ପ୍ରାପ୍ତ ଲୋକମାନଙ୍କ ପାଇଁ ମଧ୍ୟ କିଛି ଯୋଜନା ରହିଛି । ଏହି ଯୋଜନା ଅବସର ପରେ ଆର୍ଥିକ ସହାୟତା ଯୋଗାଇ ଦେଇଥାଏ । ଏକ ଯୋଜନା ହେଉଛି ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ । 
ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ୧ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ଯୋଜନା ଅଧୀନରେ ଅନେକ ଖାତା ଖୋଲା ଯାଇପାରିବ । ଏହି ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ରଖା ଯାଇପାରିବ ତାଠାରୁ ଅଧିକ ଟଙ୍କା ରଖାଯାଇପାରିବ ନାହିଁ ।
ଏହି ଯୋଜନାରେ ବାର୍ଷିକ ୭.୫୦ ପ୍ରତିଶତ ସୁଧ ମିଳିଥାଏ । ତିନି ମାସ ଆଧାରରେ ଏହି ସୁଧ ଜମା କରାଯାଇଥାଏ । ଏହାର ମଚ୍ୟୁରିଟି ସମୟ ୨ ବର୍ଷ ଅଟେ । ଆପଣମାନେ ୨ ଲକ୍ଷ ଟଙ୍କା ରଖିଲେ ୩୨ ହଜାର ଟଙ୍କା ସୁଧ ପାଇବେ ।

Advertisement