Updated: Oct 2, 2024, 09:51 IST

ଚୁପ୍ ବେ ମୁଁ କଣ ତୋ ଘରେ ପଶିଥିଲି..ଏମିତି କଣ ପାଇଁ କହିଲେ ପୋଲିସ୍ ମ୍ୟାଡମ୍ ?

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୋଲିସ ସହ ଗାଁ ଦାଣ୍ଡରେ ଚାଲିଛି ଯୁକ୍ତି। ୟୁନିଫର୍ମ ରେ ଥାଇ ମଧ୍ୟ ଲେଡୀ ପୋଲିସକୁ କରିଲେ ଦୁର୍ବ୍ୟବହାର। ପୋଲିସ କହିଥିଲେ କି ସେମାନେ ଗାଁ କୁ ଆସିଛନ୍ତି ଅଭିଯୁକ୍ତ ଙ୍କ ନିକଟକୁ ଆଉ ତାଙ୍କୁ ଅଭିଯୁକ୍ତ ଙ୍କ ନିକଟକୁ ଯିବାକୁ ଦେବା ଦରକାର୍ ଗାଁ ଲୋକଙ୍କ ଏଭଳି ତାଙ୍କୁ ଅଟକାଇ ତାଙ୍କ ସହ ଚାକର ଭଳି ବ୍ଯବହାର କରିବା ପାଇଁ କିଛି ଅଧିକାର ନାହିଁ ଆଉ ଏହା ମହିଳା ପୋଲିସ୍ ବାରମ୍ବାର କହିଛନ୍ତି।
Gh
ଗୋଟେ ଲେଡୀ ପୋଲିସ ଙ୍କୁ ଏପଟ ସେପଟ ଗାଳି ଗୁଲଜ କରିବା ସହ ଗାଁ ଲୋକ ଙ୍କ ସହ ଚାଲିଛି ଯୁକ୍ତି ତର୍କ। ଗାଁ ଲୋକ ଏପଟେ ମଦ ବ୍ୟବସାୟ କରୁଥିବା ବେଳେ ତାଙ୍କୁ ସମର୍ଥନ କରୁଛନ୍ତି ଜଣେ ଯୁବକ ଯିଏକି ସବୁ ଜାଣି ମଧ୍ୟ ପୋଲିସ ଗଲା ବେଳେ ତାଙ୍କ ରାସ୍ତାରେ ବାଧକ ସାଜି ଛନ୍ତି। ପୋଲିସ କୁ ମଧ୍ୟ ଖୁବ୍ ଗାଳି ଗୁଲଜ କରି ତାଙ୍କୁ ଗାଁ ମଝିରେ ଛିଡା କରି ଦେଇଛନ୍ତି। ସମଗ୍ର ଦେଶରେ ଏବେ ଦେଶି ମଦ ବନ୍ଦ କରା ଯାଉଛି।
Gg
ମାତ୍ର ଏବେ ମଧ୍ୟ ଏମିତି କିଛି ଅଞ୍ଚଳ ଅଛି ,ଯେଉଁଠି ମଦ କାରବାର ହେଉ ବୋଲି ଗାଁ ଲୋକମାନେ ଏହା ପ୍ରଶ୍ରୟ ଦେଉଛନ୍ତି। ଏହିପରି କିଛି ବେପାର ଆଠଗଡ଼ ଅଞ୍ଚଳ ରେ ଖୁବ୍ ବୃଦ୍ଧି ପାଇବାରେ ଲାଗିଛି। ଦେଶି ମଦ ସମ୍ପର୍କରେ ସୁଚନା ପାଇବା ପରେ ଆଠଗଡ଼ ଅବକାରୀ ବିଭାଗର ଗୋଟେ ଦଳ କୁରିଡି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଚଢ଼ାଉ କରିବାକୁ ଯାଇଥିଲେ। ଆଉ ଏହି ସମୟରେ ଚଢ଼ାଉ କରିବା ବେଳେ ଦେଶୀ ମଦ ସହ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଥିଲେ।
ସେତେବେଳେ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ଯେତେବେଳେ ଆଉ ଜଣେ ମଦ ମାଫିଆଙ୍କୁ ଧରିବାକୁ ଗଲେ ସେତେବେଳେ ମଝି ରାସ୍ତାରେ ପୋଲିସ୍ ସହ ଖୁବ ଖରାପ୍ ବ୍ଯବହାର କରଯାଇଥିଲା। ଯାହା ଫଳରେ କି ସାଧାରଣ ଲୋକେ ଓ ଅବକାରୀ ବିଭାଗ ସହ ଖୁବ୍ ଜୋରେ ଯୁକ୍ତି ତର୍କ ହେବାରେ ଲାଗିଥିଲା। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି।

Advertisement