ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।

ବନ୍ଧୁଗଣ ଦେଖିବାକୁ ମିଳିଛି ଯେ, ଭୁବନେଶ୍ୱରରେ ଘଟୁଥିବା ଚୋରି ଓ ଦୁ-ଷ୍କ-ର୍ମ ଘଟଣାରେ ଯେମିତି କାହାଣୀ ମହାରାଜା ନାମକ ଫିଲ୍ମରେ ବି ମଧ୍ୟ ସେମିତି ଚୋରି ଓ ଦୁ-ଷ୍କ-ର୍ମ ହେଇଛି। ଆପଣ ମାନେ ତ ଭିଡିଓଟିରେ ଦେଖି ପାରୁଥିବେ ଫିଲ୍ମଟିରେ ଯେଉଁ ତିନିଜଣ ଚୋରର ଅଭିନୟ କରିଥିଲେ ସେମାନଙ୍କ ଚେହେରା। ତେବେ ଏହି ତିନିଜଣ ମଧ୍ୟ ଫିଲ୍ମରେ ଏକା ରହୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ। ଆଉ ପ୍ଲାନ ବନେଇ ଘରେ ପଶି ଚୋରୀ କରୁଥିଲେ। ଚୋରି ସହିତ ମଧ୍ୟ କରୁଥିଲେ ଦୁ-ଷ୍କ-ର୍ମ। ଜୋରଜବରଦସ୍ତି ରଖୁଥିଲେ ଶା-ରୀ-ରି-କ ସଂପର୍କ।

ଆଉ ଏବେ ଠିକ୍ ସେମିତି ଭୁବନେଶ୍ଵର ମୈତ୍ରୀ ବିହାରରେ ଜଣେ ମହିଳା ଯିଏ କି ନିଜ ଝିଅ ସହିତ ଘରେ ଏକା ରହୁଥିଲେ। ତାଙ୍କୁ ତିନିଜଣ ଦୁର୍ବୃତ୍ତ ଟାର୍ଗେଟ କରିଥିଲେ। ଆଉ ବାଲକୋନୀ କବାଟ ଖୋଲା ରହୁଥିବାର ଜାଣି ଏଭଳି ପ୍ଲାନ ବନାଇଥିଲେ। ମହିଳାଙ୍କ ଘରେ ଚୋରି କରିବା ସହିତ ତାଙ୍କୁ ଦୁ-ଷ୍କ-ର୍ମ ମଧ୍ୟ କରିଥିଲେ। ଆଉ ଏବେ ଏହି ଘଟଣାକୁ ନେଇ ଫିଲ୍ମ ମହାରାଜା ସହିତ ତୁଳନା କରାଯାଉଛି। ମହାରାଜା ଯେମିତି ସିନ ଥିଲା ରୀୟଲ ଲାଇଫରେ ବି ସେମିତି ସିନ ଦେଖିବାକୁ ମିଳିଛି।
ତେବେ ୨୦୨୪ରେ ରିଲିଜ୍ ହେଇଥିବା ମହାରାଜା ଫିଲ୍ମରେ ଅଭିନେତା ବିଜୟ ସେତୁପତିଙ୍କ ନିଖୁଣ ଅଭିନୟକୁ ଲୋକ ମାନେ ବହୁତ ପସନ୍ଦ କରିଥିଲେ। ଆଉ ଠିକ୍ ସେମିତି ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା ୩ ଜଣ ଚୋର ଚୋରି ସହିତ ଜଣେ ଯୁବତୀଙ୍କୁ କରିଥିଲେ ଦୁ-ଷ୍କ-ର୍ମ। ଆଉ ଶେଷରେ ଗୋଟି ଗୋଟି ଚୋରଙ୍କୁ ଧରି ଦଣ୍ଡ ଦେଇଥିଲେ ଅଭିନେତା ବିଜୟ ସେତୁପତି। ଆଉ ସେପଟେ ଭୁବନେଶ୍ୱରରେ ଘଟିଥିବା ଘଟଣାରେ ତିନିଜଣଙ୍କୁ ଗିରଫ କରିଛି କମିଶନର ପୋଲିସ। ଆଉ ଏବେ ଏହି ଫିଲ୍ମକୁ ନେଇ ହେଉଛି ଚର୍ଚ୍ଚା।