ନମସ୍କାର ଦର୍ଶକବନ୍ଧୁ। ବନ୍ଧୁଗଣ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ୩ଟି ନମ୍ବର ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
୧- ଯଦି ଆପଣ ୧୧୧ ସଂଖ୍ୟାଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ବର୍ତ୍ତମାନ ଆପଣଙ୍କର ଅଧିକ ଖର୍ଚ୍ଚ ହେଉଛି। ଆପଣ ବ୍ୟସ୍ତ ଏବଂ ଉଦବେଗରେ ଥିବା ସହିତ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ। କିନ୍ତୁ ଆପଣଙ୍କର ଭଲ ସମୟ ଆସି ଯାଇଛି। ସନ୍ତାନକୁ ନେଇ ଆପଣଙ୍କର ଏକ ଖବର ମିଳିବାକୁ ଯାଉଛି। ଧନ ଜନିତ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି। ଆପଣଙ୍କର ଋଣ ସୁଝିବାର ସମୟ ଆସି ଯାଇଛି।
୨- ଯଦି ଆପଣ ୪୪୪ ସଂଖ୍ୟାଟିକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କର ସୁଖ ସମୃଦ୍ଧିର ସମୟ ଆସି ଯାଇଛି। ଜାତକରେ ଗୋଟିଏ ଶୁଭ ଦୋଷାର ଭୋଗ ରହିଛି। ଯେଉଁ କାରଣରୁ ଅର୍ଥ ମାନ ସମ୍ମାନ ଯଶ ପ୍ରାପ୍ତିର ଯୋଗ ରହିଛି। ଇଚ୍ଛା ଅନୁସାରେ ଆପଣଙ୍କୁ ଫଳ ନିହାତି ପ୍ରାପ୍ତ ହେବ। ଗୁପ୍ତ ଶତ୍ରୁଙ୍କର ହାରି ଯିବାର ଅବସ୍ଥା ଆପଣ ଦେଖି ସାରିଲେଣି। ସନ୍ଧ୍ୟା ସମୟରେ ” ଓଁ ନମଃ ଭାଗବତେ ବାସୁଦେବାୟ ” ମନ୍ତ୍ର ଜପ କରନ୍ତୁ। ଏହାକୁ ଅତିକମରେ ୧୧ ଥର ଜପ କଲେ ଜୀବନରେ ଶୁଭ ଫଳ ଆସିଯିବ । ନିହାତି ଭାବରେ ନିଜର ଜାତକର ବିଚାର କରାଇ ନିଅନ୍ତୁ।
୩- ଯଦି ଆପଣ ୭୭୭ ସଂଖ୍ୟାଟିକୁ ବାଛିଛନ୍ତି ତେବେ ଆପଣ ବର୍ତ୍ତମାନ କାମରେ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସଫଳ ହେଉ ନାହାଁନ୍ତି। ଆପଣ ବର୍ତ୍ତମାନ ଅସ୍ଥିର ଚିନ୍ତାରେ ଥିବା କାରଣରୁ ଦୁଃଖରେ ରହୁଛନ୍ତି। ଅଳସୁଆ ସ୍ଵଭାବ କାରଣରୁ ଆପଣ ସବୁ କାର୍ଯ୍ୟକୁ ବିଳମ୍ବରେ କରୁଛନ୍ତି। ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ନଚେତ ଜୀବନରେ ଆପଣ ଖୁବ ପଛକୁ ଚାଲିଯିବେ।
ଗ୍ରହ ଦୋଷା ରହିଛି ତେଣୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ବର୍ତ୍ତମାନ ଆପଣଙ୍କ ସମୟ ନାନା ପ୍ରକାରର ବିବାଦରେ ଚାଲିଛି। ଆପଣଙ୍କ ଇଜ୍ଜତ ବର୍ବାଦ ହୋଇଯିବା ଭଳି ସମୟ ଆସି ଯାଇଛି। ତେଣୁ ଚିନ୍ତିତ ନହୋଇ ନ୍ୟାୟ ଏବଂ ଧର୍ମ ମାର୍ଗରେ ଚାଲିବା ସହିତ ଭଗବାନଙ୍କୁ ଆରାଧନା କରନ୍ତୁ। ସବୁ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ।