Jun 6, 2024, 20:45 IST

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି

Gb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଭଗବାନଙ୍କ ନାମ ନେଇ ଗୋଟିଏ ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଜୀବନସାଥି ବିଷୟରେ । ଏହି ଭିଡିଓ ବିବାହିତ ଏବଂ ଅବିବାହିତ ବ୍ୟକ୍ତିଙ୍କ ପାଇଁ ତିଆରି ହୋଇଛି । ଆପଣଙ୍କ ଭାଗ୍ୟରେ ଆପଣଙ୍କ ଜୀବନସାଥି ଅଛନ୍ତି କି ନାହିଁ ସେହି ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଦୁଇଟି ଫଟୋ ମଧ୍ୟରୁ ଗୋଟିଏ ଫଟୋ ବାଛନ୍ତୁ ଆଉ ଏହି ବିଷୟରେ ଜାଣନ୍ତୁ ।
Gh
ଆପଣମାନେ ଦୁଇଟି ଫଟୋ ମଧ୍ୟରୁ ଗୋଟିଏ ଫଟୋ ବାଛନ୍ତୁ । ଆଉ ଏହି ଫଟୋ ବାଛିଥିଲେ ଆପଣମାନଙ୍କ ଜୀବନସାଥି ଆପଣଙ୍କର କେତେ ପ୍ରତିଶତ ଜୀବନସାଥି ହୋଇପାରିବେ ଏହି କଥା ଆପଣମାନେ ଜାଣିପାରିବେ । ଆପଣଙ୍କ ଭାଗ୍ୟରେ ଯିଏ ଅଛି ସିଏ ଆପଣଙ୍କୁ ମିଳିପାରେ । ଆଉ ଆପଣଙ୍କ ଭାଗ୍ୟରେ ଆପଣଙ୍କ ଜୀବନସାଥି ଅଛି ନା ନାହିଁ ଆପଣମାନେ ଏହା ଜାଣିପାରିବେ । ଆପଣମାନଙ୍କୁ ଆପଣଙ୍କ ଜୀବନସାଥି ୪୦ ପ୍ରତିଶତ ଭଲ ପାଆନ୍ତି ବୋଲି ଜଣାପଡୁଛି । 
Vb
ଆପଣ ଦୁଇଜଣଙ୍କର ମନ ମିଶୁ ନାହିଁ । ଆପଣ ଦୁଇଜଣ ଦୁଇଜଣଙ୍କୁ ବୁଝିବାକୁ ନାରାଜ ଅଛନ୍ତି । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଆଉ ଆପଣଙ୍କ କର୍ମ ଫଳ ନେଇ ଆପଣଙ୍କୁ ଫଳ ମିଳିବ । ଭଗବାନଙ୍କୁ ଅଧିକ ସମୟ ପ୍ରାର୍ଥନା କରିବା ଦରକାର । ଯଦି ଆପଣମାନେ ଦ୍ଵିତୀୟ ଫଟୋ ବାଛିଛନ୍ତି ତାହେଲେ ଆପଣଙ୍କୁ ଆପଣଙ୍କ ଜୀବନସାଥି ମିଳିବ ବୋଲି ଜଣାପଡିଛି । ଆପଣଙ୍କ ଭିତରେ ଯେତେ ବି ଝଗଡ଼ା ହେଲେ ଆପଣମାନେ ମିଶିଯିବେ । ଆପଣଙ୍କ ଭିତରେ କିଛି ନାହିଁ । ଆଉ ଆପଣମାନେ ଏକାଠି ହୋଇଯିବେ ।
ଆପଣଙ୍କର ବୟସ ସମସ୍ୟା ବା ଆପଣଙ୍କର ଆଉ କିଛି କାରଣ ରହିଛି । କିନ୍ତୁ ଆପଣମାନେ ଆପଣଙ୍କ ଜୀବନସାଥିକୁ ପାଇବେ । ଆପଣ ଜିଦି ସ୍ୱଭାବର ଅଟନ୍ତି । ଆପଣଙ୍କୁ ସବୁ ଜିନିଷ ମିଳିପାରେ ବୋଲି ସୂଚନା ମିଳିଛି । ଆପଣଙ୍କୁ ସବୁକିଛି ମିଳିବ । ଆପଣ ଭଗବାନଙ୍କ ଉପରେ ବିଶ୍ବାସ ରଖିଥାନ୍ତି । ଆପଣଙ୍କ ପରିବାର ଆପଣଙ୍କୁ ସପୋର୍ଟ ଦିଅନ୍ତି ନାହିଁ । ଆପଣମାନେ ସବୁବେଳେ ଭଲ କଥା ପାଇଁ ଭାବୁଛନ୍ତି । ଉଭୟଙ୍କ ଠାରୁ କେବେ ଅଲଗା ହୁଅନ୍ତୁ ନାହିଁ । ଆପଣମାନଙ୍କ ଭାଗ୍ୟରେ ସିଏ ଅଛନ୍ତି କି ନାହିଁ ତାହା ଜଣାପଡ଼ିବ । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement