କଲେଜ୍ ଛାତ୍ରୀଙ୍କ ଅସଦାଚରଣ ମାମଲାରେ ଆସି ଯାଇଛି ନୂଆ ଏକ ଟ୍ୱିଷ୍ଟ। ମାର୍କ ବଢେଇ ଦେବେ କହି ଛାତ୍ରୀ ଙ୍କ ସହ କରିଥିଲେ ଏମିତି। ଥାନା କୁ ଗଲେ ଛାତ୍ରୀ , ଫେରାର ହେଇଗଲେ ରସିକିଆ ସାର। ହେଲେ ଶେଷରେ ଆଉ ଲୁଚି ରହି ପାରିଲେ ନାହିଁ ରସିକିଆ କଲେଜ୍ ଅଧ୍ୟକ୍ଷ। ଶେଷରେ ଥାନାକୁ ଯାଇ କହିଲେ "ଆଜ୍ଞା ମୋତେ ଗିରଫ କରନ୍ତୁ।"ଶେଷରେ ବାନ୍ଧି ଦେଇଥିଲା ପୋଲିସ ଆଉ ତାଙ୍କୁ କରିଥିଲା କୋର୍ଟ ଚାଲାଣ।

ବହୁ ଚର୍ଚ୍ଚିତ ଛାତ୍ରୀ ଙ୍କୁ ଅସଦାଚରଣ ଘଟଣାରେ ସାମ୍ନା କୁ ଆସିଛି ନୂଆ ମୋଡ଼। ଶେଷରେ ଥାନାରେ ପହଞ୍ଚି ନିଜର ସମସ୍ତ ଦୋଷ ସ୍ବୀକାର କରିଛନ୍ତି ରସୀକିଆ କଲେଜ୍ ସାର। ଆଉ ସାର୍ ଏବେ ମଧ୍ଯ ବିଚାର ବିଭାଗୀୟ ହାଜତ ଭିତରେ ଥିବା ଜଣା ପଡିଛି। ଏବେ ସେ ଜେଲ୍ ର ଚାରି କାନ୍ଥ ମଧ୍ୟରେ ଉପସ୍ଥିତ ଅଛନ୍ତି। ସେପଟେ ସଂପୃକ୍ତ ଅଧ୍ୟାପକ ବିଦ୍ୟାଧର ଧଳ ଏବେ ମଧ୍ୟ ସେ ଫେରାର ଅଛନ୍ତି ବୋଲି ଜଣା ପଡିଛି।

ଘଟଣାଟି ହେଉଛି ବରୀ ଥାନା ଅଧୀନ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ ଘଟି ଯାଇଥିବା ଜଣା ପଡ଼ିଥିଲା। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଯେମିତି ସମ୍ପୂର୍ଣ୍ଣ ଭାବରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଯାହାକୁ ନେଇ ମଧ୍ୟ ବିଧାନ ସଭା ପର୍ଯ୍ୟନ୍ତ ମଧ୍ୟ କଥା ଉଠିଥିଲା। ଯାହାକୁ ନେଇ ଓଡ଼ିଶା ଭାସ୍କର ରେ ବାରମ୍ବାର ଖବର ମଧ୍ୟ ପରିବେଷଣ କରାଯାଉ ଥିଲା।ମାର୍କ ବଢାଇ ଦେବେ ବୋଲି କହି ଛାତ୍ରୀଙ୍କ ସହ ଖରାପ୍ ବ୍ଯବହାର କରୁଛନ୍ତି।
ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଏହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।