Updated: Oct 1, 2024, 18:19 IST

ଛାତିରେ ଭୟଙ୍କର ଯନ୍ତ୍ରଣା ଅନୁଭବ କରି ମେଡିକାଲରେ ଭର୍ତ୍ତି ହେଲେ ହିରୋ ରଜନୀକାନ୍ତ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରଜନୀକାନ୍ତ ଛାତିରେ ଅଚାନକ ହେଇଥିଲ ଯ-ନ୍ତ୍ର-ଣା। ଯାହାଫଳରେ ଛାତିକୁ ଧରି ତଳେ ବସିପଡିଲେ ସୁପରଷ୍ଟାର ରଜନୀକାନ୍ତ। ଆଉ ତାପରେ ଚିତ୍କାର କରି ଘର ଲୋକଙ୍କୁ ଡାକିଥିଲେ। ଅଚେତ୍ ଅବସ୍ଥାରେ ରଜନୀକାନ୍ତ ପହଞ୍ଚିଥିଲେ ଡାକ୍ତରଖାନାରେ। ସୁପରଷ୍ଟାର ରଜନୀକାନ୍ତ ଏବେ ଅସହ୍ୟ ଯ-ନ୍ତ୍ର-ଣା ପାଇଁ ଚିକିତ୍ସିତ ହେଉଛନ୍ତି। 
Bh
ତାଙ୍କ ଛାତିରେ ହେଉଛି ଭୀଷଣ ଯ-ନ୍ତ୍ର-ଣା। ଘରେ ଥିବାବେଳେ ହଠାତ ଯ-ନ୍ତ୍ର-ଣା ଆରମ୍ଭ ହେଇଥିଲା। ଯାହାପରେ ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ରାତିରୁ ଡାକ୍ତରଖାନାରେ ଭର୍ତ୍ତି ନେଇଥିବାବେଳେ ଏବେ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଆପଣ ମାନେ ତ ଜାଣିଥିବେ ସାଉଥର ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତ। ତାଙ୍କ ଫିଲ୍ମ ସବୁବେଳେ ହିଟ ରହିଆସିଛି। 
Hh
ରଜନୀକାନ୍ତଙ୍କୁ ଏବେ ୭୩ ବର୍ଷ ବୟସ। ସୋମବାର ବିଳମ୍ବିତ ରାତିରେ ସେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, "ରଜନୀକାନ୍ତଙ୍କୁ ହୃ-ଦ-ଘା-ତ ଜନିତ ସମସ୍ୟା ରହିଛି"। ସେପଟେ ଯଦି ଦେଖିବା ରଜନୀକାନ୍ତ ପୂର୍ବରୁ ୨୦୨୦ ରେ ମଧ୍ୟ ତାଙ୍କ ଦେହ ଅସୁସ୍ଥ କାରଣରୁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଚିକିତ୍ସିତ ହେଉଥିଲେ। 
ରକ୍ତଚାପରେ ସୁଧାର ଆସିବା ପରେ ଡାକ୍ତରଖାନାରୁ ବାହାରିଥିଲେ। ଡାକ୍ତର କହିଥିଲେ କି, "ରଜନୀକାନ୍ତଙ୍କୁ ସଂପୂର୍ଣ୍ଣ ବିଶ୍ରାମ ଦରକାର ବୋଲି"। ସେପଟେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ରଜନୀକାନ୍ତ ଚିକିତ୍ସିତ ହେଉଛନ୍ତି। ଏବେ ଖବର ଶୁଣି ରଜନୀକାନ୍ତଙ୍କ ଫ୍ୟାନ୍ସ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସମସ୍ତେ ଏବେ ପ୍ରାର୍ଥନା କରୁଛନ୍ତି କି, "ସୁପରଷ୍ଟାର ସୁସ୍ଥ ହେଇ ପୁଣିଥରେ ଫେରି ଆସନ୍ତୁ"।

Advertisement