ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଛତିଆ ଠାରେ ହୋଇଥିବା ବସ ଦୁର୍ଘଟଣା ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଯେଉଁଠାରେ କି ଦେଖିବାକୁ ମିଳିଥିଲା ଦୁର୍ଘଟଣା ଗ୍ରସ୍ତ ବସ ଟି ସମ୍ପୂର୍ଣ୍ଣ ଭାବରେ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିଲା। ରାସ୍ତା ଉପରେ ମଧ୍ୟ ପାଉଁଶ ସବୁ ବିସ୍ତୃତ ହୋଇ ପଡି ରହିଛି। ବସ ର ବିଭିନ୍ନ ଅଂଶ ମଧ୍ୟ ଜଳି ପୋଡ଼ି ସମ୍ପୂର୍ଣ୍ଣ ଧ୍ଵଂସ ହୋଇ ଯାଇଛି। ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
ଯେଉଁ ବାଇକ୍ ଆରୋହୀ ଙ୍କୁ ବସ ଟି ପିଟି ଦେଇଥିଲା ଜଣେ ଗୁରୁତର ଅବସ୍ଥାରେ ଥିବା ବେଳେ ଆଉ ଜଣେ ମୃ-ତ୍ୟୁ ବରଣ କରିଥିବା କଥା ଜଣା ପଡ଼ିଛି।ସ୍ଥାନୀୟ ଲୋକମାନେ ମଧ୍ଯ ସେଠାରେ ଜମା ହୋଇଥିଲେ। ଆଉ କିଛି ସମୟ ମଧ୍ୟ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।ସ୍ଥାନୀୟ ଲୋକମାନେ କହିଥିଲେ କି ରାଜପଥ କୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରୁ ଥିବାରୁ ଏଭଳି ଘଟଣା ଘଟୁଛି। ସେଠାରେ ପୂର୍ବରୁ ମଧ୍ୟ,
ଅନେକ ଥର ଦୁର୍ଘଟଣା ହୋଇ ସାରିଛି। ପୂର୍ବରୁ ମଧ୍ଯ ଦୁର୍ଘଟଣାଗ୍ରସ୍ତ ହୋଇ ଅନେକ ଲୋକମାନେ ମୃ-ତ୍ୟୁ ବରଣ କରିଛନ୍ତି। ମାତ୍ର ଏହି ସମ୍ପର୍କରେ ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ନେଉ ନାହିଁ। ଯେଉଁ କାରଣରୁ ବାରମ୍ବାର ସେଠାରେ ଦୁର୍ଘଟଣା ଘଟୁ ଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେହି ରାସ୍ତାରେ ଯାଉଥିବା ଯାତ୍ରୀ ମାନେ ଆଦୌ ହେଲେ ମଧ୍ୟ ସୁରକ୍ଷିତ ନୁହଁନ୍ତି ବୋଲି ବ୍ୟକ୍ତି ଜଣକ କହିଥିଲେ।
ଏଭଳି ଭାବରେ ସେ ଅନେକ କଥା କହିଥିଲେ ସେଠାରେ ଘଟୁଥିବା ବାରମ୍ବାର ଦୁର୍ଘଟଣା ସଂପର୍କରେ। ଯାହାକି ଏବେ ଖୁବ୍ ଚର୍ଚ୍ଚାରେ ବିଷୟ ପାଲଟିଛି। ଏକ ପ୍ରକାରର ଚିନ୍ତା ର କାରଣ ପାଲଟିଛି କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ସରକାରଙ୍କ କି ପଦକ୍ଷେପ ନେବା ଦରକାର୍ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।