Aug 7, 2024, 18:47 IST

ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ । ପାଣିପାଗ ବିଷୟରେ ଅନେକ ଖବର ଆସିଥାଏ ଆଉ ଏହି ଖବର ଏବେ ଆପଣମାନେ ପାଇପାରିବେ । ଏବେ ଓଡିଶାବାସୀଙ୍କୁ ଚେତାଇଲା ଭଳି ଖବର ଆସିଛି । ଆଉ ଏହା ବଡ ଖବର ଅଟେ ।
Gg
ମାତ୍ର କିଛି ଘଣ୍ଟା ପାଇଁ ସତର୍କ ସୂଚନା ଆସିଲା ବୋଲି ଜଣାପଡ଼ୁଛି । ବର୍ଷା କାଚିବ ଆଉ ଅନେକ କିଛି ଘଟଣା ଘଟିବ । କିଛି ଦେଖାଯିବ ନାହିଁ । ଆଉ ଏହି କିଛି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ବର୍ଷା ପ୍ରବଳ ପରିମାଣରେ ହେବ । ଆଉ ଏବେ ଏହି ଲଘୁଚାପ ଜନିତ ବର୍ଷାରେ ଗଛ ଉପୁଡ଼ି ପଡ଼ିବ ଆଉ ଘରଦ୍ୱାର ବି ଭଙ୍ଗାଯିବ ବୋଲି ଆସିଛି ଖବର । ଗାଙ୍ଗୀୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆଉ ଏହି କାରଣରୁ ବର୍ଷା ହେବ ବୋଲି ଖବର ଆସିଛି । 
Gh
ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ ଚାପରେଖା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଉ ବଜ୍ରପାତ ସମ୍ଭାବନା ରହିଛି । ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପରବର୍ତ୍ତୀ ତିନି ଘଣ୍ଟା ପାଇଁ ଜଗତସିଂହପୁର, ଅନୁଗୁଳ, ନୟାଗଡ଼, ପୁରୀ ବୌଦ୍ଧ, ମାଲକାନଗିରି, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ୪୮ ଘଣ୍ଟା ପାଇଁ ବର୍ଷା ହେବ ବୋଲି ଜଣାପଡିଛି । 
ଏବେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଦେଖାଯାଇଛି ଆଶଙ୍କା । ଉତ୍ତର ଓଡ଼ିଶାରେ ପ୍ରବଳ ପରିମାଣରେ ବର୍ଷା ହେବ ବୋଲି ସୂଚନା ମିଳିଛି । ସାରା ରାଜ୍ୟରେ ମୌସୁମୀ ଏବେ ସକ୍ରିୟ ରହିଥିବାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଆଜି ବଢିବ ବର୍ଷାର ପରିମାଣ ।୨୪ ଘଣ୍ଟା ଭିତରେ ତିନି ଜିଲ୍ଲାରେ ବର୍ଷାର ପରିମାଣ ବହୁତ ଅଧିକ ରହିବ । ଏହି ଜିଲ୍ଲା ହେଉଛି କୋରାପୁଟ, ମାଲକାନଗିରି, ଏବଂ ନବରଙ୍ଗପୁର । ଏହି ଜିଲ୍ଲାର ଲୋକମାନଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଏହାସହ ୧୭ ଜିଲ୍ଲାକୁ ଆର୍ଲଟ ଜାରି ହୋଇଛି ।

Advertisement