Jun 16, 2024, 18:27 IST

ସରକାର ଦେବେ ବେକାରୀ ଭତା ଦେଖନ୍ତୁ ଆସିଲା ବଡ଼ ଖବର ଜାଣନ୍ତୁ କେଉଁମାନେ ପାଇବେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ସରକାରଙ୍କ ଯୋଜନା ବିଷୟରେ ତ ଜାଣିଥିବେ । ସରକାର ଅନେକ ଯୋଜନା କରୁଛନ୍ତି । ସରକାର ସବୁବେଳେ ନୂଆ ନୂଆ ଯୋଜନା ବାହାର କରୁଛନ୍ତି । ଏବେ ଏଭଳି କିଛି ଯୋଜନା ବାହାର କରିଛନ୍ତି ।
Gh
ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆସିଲା ସବୁଠାରୁ ବଡ଼ ଖବର । ବେକାରୀ ଭତ୍ତା ଏବେ ମିଳିବାକୁ ଯାଉଛି । ଏହି ତାରିଖରୁ ମିଳିବ ବେକାରୀ ଭତ୍ତା । ଏହି ବେକାରୀ ଭତ୍ତା ନେଇ ରାଜ୍ୟ ସରକାର ବଡ ଘୋଷଣା କରିଲେ । ଯେଉଁମାନେ ପାଠ ପଢ଼ିସାରି ଘରେ ବସିଛନ୍ତି ତାଙ୍କ ପାଇଁ ସରକାର ଆଣିଛନ୍ତି ଏଭଳି କିଛି ନିୟମ । ଘରେ ବସି ଯୁବକ ଯୁବତୀମାନେ ପାଇପାରିବେ ଟଙ୍କା । ଏଣିକି ଆଉ କେହି ବେକାରୀ ରହିବେ ନାହିଁ । ଦାରିଦ୍ର୍ୟ ଦୂର ହେବ । ଯୁବକ ଯୁବତୀମାନେ ଘରେ ବସି ଟଙ୍କା ପାଇପାରିବେ । 
Bb
ଯେଉଁ ଯୁବକ ଆଉ ଯୁବତୀ ପାଠ ପଢ଼ି ସାରି ଚାକିରି ପାଇଁ ଆବେଦନ କରିବା ପରେ ମଧ୍ୟ ବେକାର ହୋଇ ରହିଥିଲେ ସେମାନଙ୍କୁ ଏହି ବେକାରୀ ଭତ୍ତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଆହୁରି ଏଭଳି ଅନେକ ନିୟମ ରହିଛି ଏହି ଫର୍ମ ପକେଇବାକୁ । ଏହି ବେକାରୀ ଭତ୍ତା ଆବେଦନ କରିବା ପୂର୍ବରୁ କିଛି ନୀତିନିୟମ ରହିଛି ଯାହା ମାନିବା ଉଚିତ୍ । ଆବେଦନ କରିବାର ୧୫ ଦିନ ଭିତରେ ଯଦି ଯୁବକ ଆଉ ଯୁବତୀ ଚାକିରୀ ନ ପାଆନ୍ତି ତାହେଲେ ତାଙ୍କୁ ଏହି ଭତ୍ତା ମିଳିବ ।
ଶୁକ୍ରବାର ଦିନ ଅନୁଷ୍ଠିତ ଏକ ସମ୍ମିଳନୀରେ ବିହାର ରାଜ୍ୟର ସରକାର ଏହି ନିୟମ ବାହାର କରିଛନ୍ତି । ଏହି ଯୋଜନା ଅନୁସାରେ ବେକାରୀ ଯୁବକ ଆଉ ଯୁବତୀମାନେ ଏହି ଯୋଜନା ଉଠାଇ ଲାଭବାନ ହୋଇପାରିବେ । ଏବେ ଏହି ଯୁବକ ଆଉ ଯୁବତୀ ବେକାର ହୋଇ ଅର୍ଥାତ୍ ପାଠ ପଢା ସାରି ବେକାର ହୋଇ ବୁଲୁଛନ୍ତି ତାଙ୍କ ପାଇଁ ଆମ ରାଜ୍ୟ ସରକାର ଆଣିଛନ୍ତି ଏହି ଯୋଜନା । ବେରୋଜଗାର ମାନଙ୍କୁ ଆବେଦନ କରିବାର ୧୫ ଦିନ ଭିତରେ ଚାକିରୀ ନ ମିଳିଲେ ଏହି ଭତ୍ତା ମିଳିବ । ଏହି ସବୁ ଜିନିଷ ଥିଲେ ଆପଣମାନେ ଭତ୍ତା ପାଇପାରିବେ ।

Advertisement