Jun 20, 2024, 19:43 IST

୧ ଲିଟର ପେଟ୍ରୋଲରେ କେତେ ଟଙ୍କା ନିଅନ୍ତି ସରକାର ଦେଖନ୍ତୁ ଆଉ ଜାଣନ୍ତୁ ସତ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। 
Vb
ବନ୍ଧୁଗଣ ପେଟ୍ରୋଲ ଡିଜେଲ ଦରକୁ ନେଇ ଚିନ୍ତାରେ ଅଛନ୍ତି ଗାଡ଼ି ଚାଳକ ମାନେ। ଜୁନ ୧୫ ତାରିଖରୁ ପେଟ୍ରୋଲରେ ୩ ଟଙ୍କା ଏବଂ ଡିଜେଲରେ ୩ ଟଙ୍କା ୨ ପଇସା ବୃଦ୍ଧି ହେଇଛି। ୧ ଲିଟର ପେଟ୍ରୋଲ ମୂଲ୍ୟରେ ଟ୍ୟାକ୍ସ ପ୍ରାୟତଃ ୫୦% ରହିଥାଏ। କେନ୍ଦ୍ର ଏବଂ ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଉପରେ ଭାରି ଟିକସ ଆଦାୟ କରିଥାନ୍ତି। ପ୍ରତ୍ୟେକ ଦିନ ଦେଶର ପ୍ରମୁଖ ତୈଳ କମ୍ପାନୀ ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଇଣ୍ଡିଆନ ଓଏଲ ଏବଂ ଭାରତୀୟ ପେଟ୍ରୋଲିୟମ ପରି ଅନେକ ପେଟ୍ରୋଲ କମ୍ପାନୀ ପେଟ୍ରୋଲ ଡିଜେଲ ଦାମ ସ୍ତିର କରିଥାନ୍ତି। 
Fg
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ପେଟ୍ରୋଲ ଡିଜେଲ ଦରରୁ ମିଳୁଥିବା ଟିକସ ରାଜସ୍ବର ଏକ ବଡ ମାଧ୍ୟମ। ମେ ୧ ୨୦୨୩ରେ ୧ ଲିଟର ତେଲର ଦାମ ଥିଲା ୯୬ ଟଙ୍କା ୭୨ ପଇସା। ଏଥିରେ ୩୫ ଟଙ୍କା ୬୧ ପଇସା ଟ୍ୟାକ୍ସ ଆକାରରେ ନିଆଯାଉଥିଲା। ଯେଉଁଥିରୁ ୧୯ ଟଙ୍କା ୯୦ ପଇସା କେନ୍ଦ୍ର ସରକାରଙ୍କ ଆକାଉଣ୍ଟକୁ ଯାଉଥିବା ବେଳେ ୧୫ ଟଙ୍କା ୭୧ ପଇସା ରାଜ୍ୟ ସରକାରଙ୍କୁ ମିଳିଥାଏ। ଏହା ବ୍ୟତୀତ ଏକ ଲିଟର ପେଟ୍ରୋଲରେ ଡିଲର କମିଶନ ୩ ଟଙ୍କା ୭୬ ପଇସା ହେଇଥିବା ବେଳେ ପରିବହନ ବାବଦରେ ଖର୍ଚ୍ଚ ହେଇଥାଏ ୨୦ ପଇସା। 
ତେବେ ଧରାଯାଉ ଏକ ଲିଟର ପେଟ୍ରୋଲର ଦାମ ୯୭ ଟଙ୍କା ୧୫ ପଇସା। ଏଥିରେ ୨୦ ଟଙ୍କା ପରିବହନ ଖର୍ଚ୍ଚ ହିସାବ କରାଗଲେ ଏହାର ମୂଲ୍ୟ ୫୭ ଟଙ୍କା ୩୫ ପଇସା ହେଇଥାଏ। ଏହା ସହିତ କେନ୍ଦ୍ର ସରକାରଙ୍କୁ ମିଳୁଥିବା ୧୯ ଟଙ୍କା ୯୦ ପଇସା ଏକ୍ସଟାଇଜ ଡିୟୁଟି ଡିଲର କମିଶନ ୩ ଟଙ୍କା ୭୬ ପଇସା ଏବଂ ୱେଟ ଚାର୍ଜ ୧୫ ଟଙ୍କା ୭୧ ପଇସାକୁ ମିଶାଇଲେ ପେଟ୍ରୋଲର ମୂଲ୍ୟ ୯୬ ଟଙ୍କା ୭୨ ପଇସା ହେଉଛି। ଅର୍ଥାତ ଜଣେ ଗ୍ରାହକ ପ୍ରତି ଲିଟରରେ ସରକାରଙ୍କୁ ୩୫ ଟଙ୍କା ୬୧ ପଇସା ଟିକସ ଦେଇଥାଏ।

Advertisement