ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ତ କୋଲକାତା ସହରରେ ଘଟିଥିବା ଘଟଣା ସମ୍ପର୍କରେ ଜାଣିଥିବେ । କୋଲକାତା ସହରର ଏକ ମେଡିକାଲ କଲେଜରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ କରି ତାଙ୍କୁ ମାରି ଦେଇଛନ୍ତି । ଆଉ ଏହି ଘଟଣା ଏବେ ପୁରା ଦେଶରେ ଚହଳ ପକାଇଛି ।
ଏବେ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଉ ଏବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି କଥା କହିଛନ୍ତି । ସେ କହିଛନ୍ତି, ଏହି ଘଟଣାରେ ଦୋଷୀ ଯେ କେହିବି ହେଉ ସେ ବଞ୍ଚିପାରିବ ନାହିଁ । ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ । ଦୋଷୀଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିସ୍ତାର ମିଳିବ ନାହିଁ । ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧକୁ ସହ୍ୟ କରି ପାରି ନାହାଁନ୍ତି ମୋଦୀ । ୟୁକ୍ରେନରୁ ଫେରିବା ପରେ ସେ ପ୍ରଚଣ୍ଡ ରୂପ ଧାରଣ କରିଛନ୍ତି ।
ସେ ମୁହେଁ ମୁହେଁ ଅପରାଧୀମାନଙ୍କୁ କଠୋର ବଚନ ଶୁଣାଇଛନ୍ତି । ଯିଏ ଦୁ-ଷ୍କ-ର୍ମ କରିଛି ତାକୁ ଛଡାଯିବ ନାହିଁ । ଦୋଷୀ ଯିଏ ବି ହେଉ ତାକୁ କଠୋର ଦଣ୍ଡ ମିଳିବ । ଯିଏ ଦୋଷୀ ହେଲେ ମଧ୍ୟ ସେ ଦଣ୍ଡ ପାଇବ । ଦୋଷୀ ରାଜନେତା ହେଲେ ମଧ୍ୟ ତାକୁ ଦଣ୍ଡ ମିଳିବ ଆଉ ଯିଏ ଦୋଷୀ ସହ ସାମିଲ ଥିବ ସେ ମଧ୍ୟ ଦଣ୍ଡ ପାଇବ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାକୁ ସହ୍ୟ କରି ପାରୁନାହାଁନ୍ତି । ସିବିଆଇକୁ ଖୋଲା ଛାଡି ଦିଆଯାଇଛି । ସେ ଯିଏ ବି ହେଉ ତାକୁ ଯଥାଶୀଘ୍ର ଧରିବାକୁ ନିର୍ଦ୍ଦେଶ ହୋଇଛି ।
ମହାରାଷ୍ଟ୍ରର ଗୋରଗାଓଁରେ ଅନୁଷ୍ଠିତ ହୋଇଥିବା ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେଇ ଏଭଳି କହିଛନ୍ତି ମୋଦୀ । ମହିଳା ମାନଙ୍କର ସୁରକ୍ଷା ପ୍ରାଥମିକତା ବୋଲି ମୋଦୀ କହିଛନ୍ତି । ମୋଦୀ ଦେଶର ସମସ୍ତ ରାଜନୈତିକ ଦଳ ଏବଂ ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛ ଦେବାକୁ ଯାଇ କହିଛନ୍ତି ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅଟେ । ଦୋଷୀ ଯିଏ ହେଉ ନା କାହିଁକି ତାକୁ ଛଡାଯିବ ନାହିଁ । କଠୋର ରୁ କଠୋର ଶାସ୍ତି ମିଳିବ ଦୋଷୀକୁ । ଆଉ ଏହାସହ ଦୋଷୀକୁ ସାହାଯ୍ୟ କରୁଥିବା ଲୋକ ମଧ୍ୟ ଦଣ୍ଡ ପାଇବ ବୋଲି ମୋଦୀ କହିଛନ୍ତି ।