ଜଣେ ବ୍ୟକ୍ତି ଏଭଳି କିଛି କରିଛନ୍ତି ତାହା ପୁଣି କ୍ରୋଧରେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ବ୍ୟକ୍ତି ଜଣକ ଟଙ୍କା ଉଠାଉଥିଲେ ଆଉ ସେହି ସମୟରେ ବ୍ୟାଙ୍କ୍ ଏହି ବ୍ୟକ୍ତି ଜଣକ ଆକାଉଣ୍ଟରୁ ୧୧୦ ଟଙ୍କା କାଟି ଦେଇଥିଲା । ଆଉ ବ୍ୟାଙ୍କ୍ କାଟିବା ପରେ ଏହି ବ୍ୟକ୍ତି ଜଣକ କ୍ରୋଧରେ ଏଭଳି କିଛି କରିଥିଲେ । ଏହି ବ୍ୟକ୍ତି ଜଣକ ଆକାଉଣ୍ଟରୁ ଟଙ୍କା କଟିବା ଦେଖି ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା ରାଗ । ୧୧୦ ଟଙ୍କା ପାଇବା ପାଇଁ ଏହି ବ୍ୟକ୍ତି ଜଣକ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ଦୌଡ଼ି ଥିଲେ ।

ଶୁଣିଲା ନାହିଁ ବ୍ୟାଙ୍କ୍ ଆଉ ଫେରାଇଲା ନାହିଁ ଟଙ୍କା । ମୁଣ୍ଡକୁ ଅଧିକ ରାଗ ଚଢ଼ିଗଲା ଆଉ ଏହି ବ୍ୟକ୍ତି ଜଣକ ଏହାପରେ ଯାହା କରିଲେ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ସେହି ବ୍ୟକ୍ତି ଜଣକ ଗୋଇଠା ମାରି ମାରି ATM ଭାଙ୍ଗି ଦେଇଥିଲେ । ରାତିରେ ଯୁବକ ଜଣକ ଶୋଇଥିଲେ । ଆଉ ସକାଳେ ଉଠିଲା ବେଳକୁ ଏହି ବ୍ୟକ୍ତି ଜଣକ ତାଙ୍କ ଆକାଉଣ୍ଟରୁ ୧୧୦ ଟଙ୍କା କଟି ଯାଇଥିବାର ମେସେଜ ପାଇଥିଲେ । ଏହାପରେ ସେ ଏ ବ୍ୟାଙ୍କ୍ ରୁ ସେ ବ୍ୟାଙ୍କ୍ ଯାଇଥିଲେ ।

ଆଉ ବ୍ୟାଙ୍କ୍ ଯାହା କହିଥିଲା ତାହା ଶୁଣି ସେ ସନ୍ତୁଷ୍ଟ ନଥିଲେ । ଆଉ ଏଭଳି ଅନେକ ଦୌଡ଼ିବା ପରେ ସେ ରାଗି ଯାଇଥିଲେ । ରାଗି କରି ଏଟିଏମ୍ ଭାଙ୍ଗି ଦେଇଥିଲେ । ଏଟିଏମକୁ ଗୋଇଠା ମାରି ମାରି ସେ ଭାଙ୍ଗି ଦେଇଥିଲେ । ଏହି ବ୍ୟକ୍ତି ଜଣକ ଏଟିଏମ୍ ଭାଙ୍ଗିବା ପରେ ଏବେ ଏହି ଘଟଣା ବିଷୟରେ ଶୁଣି ପୋଲିସ ମୁଣ୍ଡରେ ହାତ ଦେଇଛି । ଏହି ବ୍ୟକ୍ତି ଜଣକ ରାଗି ଯାଇ ଏଭଳି କାମ କରିଛି । ଏବେ ପୋଲିସ ଯୁବକ ଜଣଙ୍କୁ ଉଠାଇ ନେଇଛି । ଏହି ୧୧୦ ଟଙ୍କା ବହୁତ କଷ୍ଟରେ ଏହି ବ୍ୟକ୍ତି ଜଣକ ଆଣିଥିଲେ ।
ଏହି ବ୍ୟକ୍ତି ଜଣଙ୍କର ଟଙ୍କା କଟିବା ପରେ ସେ ଏଟିଏମ୍ ପାଖକୁ ଯାଇ ଏଟିଏମକୁ ଗୋଇଠା ମାରି ମାରି ଏଟିଏମ୍ ଭାଙ୍ଗି ଦେଇଥିଲେ । ଆଉ ଏହି ଘଟଣା ଘଷିପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଏହି ଯୁବକ ଜଣଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେହି ପାଖ ତାଳଙ୍ଗା ଗାଁର ସଞ୍ଜୟ ପାତ୍ର । ଏହି ବ୍ୟକ୍ତି ଜଣଙ୍କର ୧୧୦ ଟଙ୍କା କଟି ଯାଇଥିବାରୁ ସେ ଏଭଳି କରିଛନ୍ତି ବୋଲି ସୂଚନା ମିଳିଛି । ସେ ଜଣେ ମାନସିକ ରୋଗୀ ବୋଲି ପୋଲିସ ସନ୍ଦେହ କରୁଛି ।