Sep 27, 2024, 19:35 IST

ବୃଦ୍ଧ ଜେଜେ ବାପାଙ୍କ ମୁଣ୍ଡ ଉପରେ ବୋଝ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Tu

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ସାମ୍ନାକୁ ଆସିଛି । ଆଜିକାଲି ଦୁନିଆରେ ପରକୀୟା ପ୍ରୀତି ଯେଭଳି ଏକ ସାଧାରଣ କଥା ହୋଇଗଲାଣି । ପରକୀୟା ପ୍ରୀତି ପାଇଁ ସ୍ଵାମୀ ସ୍ତ୍ରୀକୁ ଛାଡ଼ି ଅନ୍ୟ ମହିଳା ସହ ସମ୍ପର୍କ ରଖିଥିବା ବେଳେ ସ୍ଵାମୀ ମରିବା ପରେ ସ୍ତ୍ରୀ ଜଣକ ମଧ୍ୟ ଏଭଳି କାମ କରିଥିଲା । 
Hh
ଏହି ସ୍ତ୍ରୀ ଜଣକ ପୂର୍ବରୁ ବିବାହ କରିଥିଲେ ଆଉ ତାଙ୍କର ଦୁଇ ସନ୍ତାନ ମଧ୍ୟ ଥିଲେ । ତାଙ୍କର ସ୍ଵାମୀ ମୃତ୍ୟୁବରଣ କରିଥିଲେ । ଆଉ ସେ ବିଧବା ହୋଇଯାଇଥିଲେ । କିନ୍ତୁ ଏବେ ଏହି ବିଧବା ଜଣକ ତାଙ୍କ ଦୁଇ ଛୁଆଙ୍କୁ ଛାଡି ଆଉ ବୃଦ୍ଧବସ୍ଥାରେ ଥିବା ଶାଶୁଶଶୁରଙ୍କୁ ଛାଡ଼ି ପରପୁରୁଷ ସହିତ ପଳେଇ ଯାଇଛି । ଏବେ ଏହି ଦୁଇ ଛୁଆଙ୍କର ବାପା ନାହିଁ ଆଉ ମାଆ ବିବାହିତ ହୋଇଥିବା ଯୁବକଙ୍କ ସହିତ ପ୍ରେମ କରି ଘର ଛାଡ଼ି ପଳାଇଥିଲା । ଏବେ ଏହି ଦୁଇ ଛୁଆ ରହିବେ କିପରି ? ତାଙ୍କର ଭବିଷ୍ୟତ କଣ ହେବ ?
Vv
ମାଆ ଯଦି ଦୁନିଆ ଛାଡି ଆରପାରିକୁ ଚାଲି ଯାଇଥିଲେ ଏହା ଭାଗ୍ୟ କଥା ହୋଇଥାନ୍ତା କିନ୍ତୁ ଏହି ମହିଳା ଜଣକ ଯାହା କରିଲେ ତାହା ଠିକ୍ ନୁହେଁ । ଏଠି ମାଆ ସ୍ୱାର୍ଥପର, ନିଷ୍ଠୁର ହୋଇଯାଇଛି । ଏହି ଘଟଣା କୋରାପୁଟ ଜିଲ୍ଲା ଯଶୋବନ୍ତପୁର ବ୍ଲକ ଚଣାବାଣ ପଞ୍ଚାୟତ ସ୍ଥିତ ଏକଗୁଡ଼ା ଗାଁରେ । ଏହି ଗାଁର ଗୁରୁନାଥ ଜାନିଙ୍କ ପୁଅ କନ୍ଦୁ ଜାନି ସେହି ପାଖ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଆଉ ସେମାନଙ୍କର ଦୁଇ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା । ଏହାପରେ କନ୍ଦୁ ଜାନିଙ୍କ ଦେହାନ୍ତ ହୋଇ ଯାଇଥିଲା ।
ଏହାପରେ ଏହି ମହିଳା କ୍ରିୟାବତି ତାଙ୍କ ଶାଶୁ, ଶଶୁରଙ୍କ ସହିତ ରହୁଥିଲେ । ଏହାପରେ ଏହି ଦୁଇ ମାସ ହେବ ଅନ୍ୟ ପୁରୁଷ ସହିତ କ୍ରିୟାବତି ଫେରାର ହୋଇ ଯାଇଥିଲେ । ଆଉ ଏବେ ଏହି ମହିଳା ଜଣକ କହିଛନ୍ତି ତାଙ୍କ ମଦ୍ୟପ ଶଶୁରଙ୍କ ପାଇଁ ସେ ତାଙ୍କ ଶାଶୂଘର ଛାଡି ଚାଲି ଆସିଛନ୍ତି । ଅଙ୍ଗନୱାଡି କର୍ମୀ ଏହି ଦୁଇ ପିଲାଙ୍କ ଥଇଥାନ ନିମନ୍ତେ ସେହି ଜସୋବନ୍ତପୁର ଅଞ୍ଚଳର ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ସହିତ କଥା ହୋଇ କୋରାପୁଟ ନେଇଥିଲେ କିନ୍ତୁ ତାଙ୍କ ଜେଜେମା ଜେଜେବାପା ସେଠାରୁ ତାଙ୍କୁ ନେଇ ଆସିଥିଲେ । ଏବେ ପିଲା ଦୁଇ ଜଣଙ୍କର ଭାଗ୍ୟ କଣ ହେବ ତାକୁ ହିଁ ଅପେକ୍ଷା ରହିଛି ।

Advertisement