Aug 24, 2024, 21:05 IST

ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ କେହି କାହାକୁ ଛାଡି ରହିପାରିଲେ ନାହିଁ - Exclusive

H

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ବାମୀ ସ୍ତ୍ରୀ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ଦୁହେଁ ଦୁହିଁଙ୍କୁ ଛାଡ଼ି ରହି ପାରିଲେନାହିଁ। ଶେଷରେ ସ୍ତ୍ରୀ ମରିଗଲା ବୋଲି ସ୍ବାମୀ ବି ନଦୀକୁ ଡେଇଁ ଜୀବନ ହାରି ଦେଲା। ସୂଚନା ଅନୁସାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କର ମାତ୍ର ଦୁଇବର୍ଷ ହେବ ବିବାହ ହେଇଥିଲା। ଆଉ ଗୋଟିଏ ସନ୍ତାନ ମଧ୍ୟ ତାଙ୍କର ଥିଲା। ସନ୍ତାନଟି ବାପା ମାଙ୍କ ସ୍ନେହ ପାଇବା ଆଗରୁ ବାପା ମାଙ୍କୁ ହରାଇ ଦେଇଛି। ଉଭୟ ସ୍ବାମୀ ସ୍ତ୍ରୀ ଆଉ ଏ ଦୁନିଆରେ ନାହାଁନ୍ତି। ସ୍ତ୍ରୀ ଆଖି ବୁଜି ଦେଲା ବୋଲି ସ୍ବାମୀ ମଧ୍ୟ ନେଇଯାଇଛି ଚରମ ନିଷ୍ପତି। ସ୍ବାମୀ ଜଣଙ୍କ ନାଁ ହେଉଛି ମୋହନ ଆଉ ସ୍ତ୍ରୀଟିର ନାଁ ହେଉଛି ସ୍ଵାତୀ। 
Bv
ସ୍ବାମୀ ସ୍ତ୍ରୀ ଉଭୟ ଦୁଇବର୍ଷ ତଳେ ବିବାହ କରିଥିଲେ। ଆଉ ତାଙ୍କର ଗୋଟେ ସନ୍ତାନ ମଧ୍ୟ ଅଛି। ମୋହନଙ୍କୁ ୨୫ ବର୍ଷ ହେଇଥିବା ବେଳେ ସ୍ଵାତୀଙ୍କୁ ହେଉଛି ୨୨ ବର୍ଷ। ବିବାହ ପରଠାରୁ ଉଭୟ ବହୁତ୍ ହସଖୁସିରେ ରହୁଥିଲେ। ହେଲେ ହଠାତ କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଆଉ ସେହି ଝଗଡ଼ାକୁ ସହି ନପାରି ସ୍ତ୍ରୀ ସ୍ଵାତୀ ନେଇଯାଇଥିଲା ଚରମ ନିଷ୍ପତି। ସ୍ଵାତୀ ଘର ଭିତରେ ନିଜ ଜୀବନ ହାରି ଦେଇଥିଲେ। 
Vv
ଆଉ ଯେତେବେଳେ ସ୍ବାମୀ ମୋହନ ବାହାରୁ ଘରକୁ ଆସି ଦେଖନ୍ତି ସେତେବେଳେ ସ୍ତ୍ରୀ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲା। ସ୍ତ୍ରୀ ଏଭଳି ଦୃଶ୍ୟକୁ ସ୍ବାମୀ ଦେଖି ସହିନପାରି ନିକଟରେ ଥିବା ନଦୀକୁ ଯାଇ ମୋହନ ମଧ୍ୟ ଜୀବନ ହାରି ଦେଇଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ଏବେ ଏ ଦୁନିଆକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି। ଆଉ ଘରେ ଥିବା ନିରହ ଛୁଆଟି ଅନାଥ ହେଇଯାଇଛି। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ମଧିଆ ଜିଲ୍ଲାରେ। 
ତେବେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଯାଇଛି। ଆଉ ବିଭିନ୍ନ ଦିଗକୁ ତଦନ୍ତ କରିବା ସହିତ ସ୍ବାମୀ ସ୍ତ୍ରୀ ଉଭୟ କାହିଁକି ଏମିତି ଚରମ ନିଷ୍ପତି ନେଲେ ବୋଲି ବିଭିନ୍ନ ଦିଗକୁ ତଦନ୍ତ କରୁଛି ପୋଲିସ। କିନ୍ତୁ ସ୍ତ୍ରୀ ସ୍ଵାତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ମୋହନ ସବୁବେଳେ ସ୍ଵାତୀକୁ ମାନସିକ ନି-ର୍ଯା-ତ-ନା ଦେଉଥିଲା ଆଉ ଯୌତୁକ ପାଇଁ ଦାବି କରୁଥିଲା ଏହାକୁ ସହିନପାରି ସ୍ତ୍ରୀ ଚରମ ନିଷ୍ପତି ନେଇଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ଵାତୀଙ୍କ ପରିବାର ଲୋକେ।

Advertisement